Browsing Category

ନ୍ୟୁଜ୍

ନୂଆରୂପ ପାଇବ ଭୁବନେଶ୍ୱର ଶିଖରଚଣ୍ଡୀ ମନ୍ଦିର । ଖର୍ଚ୍ଚ ହେବ ୨୫ କୋଟି ଟଙ୍କା । ମାଷ୍ଟରପ୍ଲାନକୁ ଅନୁମୋଦନ କଲେ…

କନକ ବ୍ୟୁରୋ: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଟସ ଜିତି ବୋଲିଂ ନେଲା ଶ୍ରୀଲଙ୍କା, ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତ । ୨୦୨୩ରେ ଏହା ଭାରତର ପ୍ରଥମ ମ୍ୟାଚ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…
Read More...

୫ ମାସର ଶିଶୁକୁ ଲିଭର ଜନିତ ରୋଗ । ଭଲ ହେବା ପାଇଁ ଦରକାର ଲକ୍ଷାଧିକ ଟଙ୍କା । ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ।

କନକ ବ୍ୟୁରୋ: ଦୁନିଆ କଣ ଜାଣିନିି...ହେଲେ ରୋଗର ଯନ୍ତ୍ରଣାର ଜର୍ଜରିତ କୁନି ନିଷ୍ପାପ ଶିଶୁ । ବୟସ ମାତ୍ର ୫ ମାସ ହୋଇଥିବା ବେଳେ ଲିଭର ଜନିତ ରୋଗରେ ପୀଡିତ ହୋଇଛି ଶିଶୁଟି । ବାଙ୍କୀ ଡମପଡା ଜୋରକୁଳ ଗାଁର ବସନ୍ତ କୁମାର ସାମଲଙ୍କ ୫ ମାସର ପୁଅର ଚିକତ୍ସା ପାଇଁ ୭ରୁ ୮ଲକ୍ଷ ଖର୍ଚ୍ଚ…
Read More...

କୃଷ୍ଣପ୍ରସାଦ ମାଲୁଦ ଜଗନ୍ନାଥ ମନ୍ଦିରରୁ ଲୁଟ୍ କଲେ ଲୁଟେରା । ରାତି ଅଧିଆ ଠାକୁରଙ୍କ ଦାନ ହୁଣ୍ଡି ଟେକିନେଲେ…

କନକ ବ୍ୟୁରୋ: ଶେଷରେ ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । କିଛି ଦିନ ଧରି ଆଖପାଖ ଅଞ୍ଚଳରେ ଲୁଟତରାଜ ଚାଲିଥିବା ବେଳେ ଏବେ ଲୁଟେରା ଟାର୍ଗେଟ କରିଛନ୍ତି ମନ୍ଦିରକୁ । ରାତି ଅଧିଆ ମନ୍ଦିରରେ ପଶି ଲୁଟପାଟ କରିଛନ୍ତି । ପୁରୀ କୃଷ୍ଣପ୍ରସାଦ ମାଲୁଦ କରଣ ସାହିରେ ରହିଛି ଜଗନ୍ନାଥ ମନ୍ଦିର ।…
Read More...

ବୃତ୍ତି ପାଇବାରୁ ବଞ୍ଚିତ ଛାତ୍ରୀ । କଟକ ନିଆଳି ବ୍ଲକରେ ଶିକ୍ଷା ବିଭାଗର ଚଞ୍ଚକତା ଅଭିଯୋଗ

କନକ ବ୍ୟୁରୋ: ବୃତ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି ତୃତୀୟ ଶ୍ରେଣୀର ଛାତ୍ରୀ । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି ଛାତ୍ରୀ ଜଣକ । କଟକ ନିଆଳି ବ୍ଲକରେ ଶିକ୍ଷା ବିଭାଗର ଚଞ୍ଚକତା ନେଇ ସେ ଅଭିଯୋଗ ଆଣିଛନ୍ତି । ବୃତ୍ତି ପରୀକ୍ଷା ଖାତାକୁ ଉଦ୍ଦେଶ୍ୟମୂଳକ ଭାବେ…
Read More...

ଭୂତ ଖାଉଛି ଭତ୍ତା ଟଙ୍କା । ସରକାରୀ ଯୋଜନାରେ ସାମିଲ ହୋଇଛନ୍ତି ମୃତକ, ପ୍ରତି ମାସରେ ମିଳୁଛି ଭତ୍ତା

କନକ ବ୍ୟୁରୋ: ନାହାନ୍ତି ହିତାଧିକାରୀ , ହେଲେ ସରକାରୀ ଯୋଜନାରେ ହୋଇଛନ୍ତି ସାମିଲ । ଆଉ ସେମାନଙ୍କ ନାଁରେ ଆସୁଛି ଟଙ୍କା । ଦୀର୍ଘ ମାସ ହେଲା କିଛି ମୃତ ହିତାଧିକାରୀଙ୍କ ନାଁରେ ଆସୁଛି ଭତ୍ତା ଟଙ୍କା । ଏହି ଘଟଣା ଆଶ୍ଚର୍ଯ ଲାଗୁଥିଲେ ବି ସତ । ତଦନ୍ତ ସମୟରେ ଉଦଳା ଗୋପବନ୍ଧୁ ନଗର ବ୍ଳକର ୮ଟି…
Read More...

ହକି ବିଶ୍ୱକପ ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ । କହିଲେ, ଗତଥର ଓଡ଼ିଶାରେ ହୋଇଥିଲା, ପୁଣି ଏଥର ଆୟୋଜନ କରିବାର…

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ଏସବୁ ଭିତରେ ଏବେ ହକି ବିଶ୍ୱକପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ରାଜ୍ୟ ସରକାର ବାରମ୍ବାର ହକି ବିଶ୍ୱକପ ଆୟୋଜନ କରିବାକୁ କାହିଁକି ଆଗ୍ରହୀ ବୋଲି ପ୍ରଶ୍ନ କରିଛନ୍ତି…
Read More...

କଞ୍ଝୱାଲା ଦୁର୍ଘଟଣା ମାମଲା । ମୃତ ଅଞ୍ଜଳୀଙ୍କ ମା’ଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷର ସହାୟତା ରାଶି…

କନକ ବ୍ୟୁରୋ : ଦିଲ୍ଲୀ ସୁଲତାନପୁରୀ କଞ୍ଝୱାଲା ନିକଟରେ ନୂଆବର୍ଷ ରାତିରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ଏବେ ବି କିଛି ସ୍ପଷ୍ଟଚିତ୍ର ଆସିପାରି ନାହିଁ । ଏବେ ଏହାକୁ ଏକ ଦୁର୍ଘଟଣା ଭାବେ ପୋଲିସ ତଦନ୍ତ ଜାରି ରଖିଛି । ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୃତ…
Read More...

ହକିକୁ ନେଇ ବିଜେପିର ଦୁଇଟି ଆଭିମୁଖ୍ୟ: ବିରୋଧ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପ୍ରଶଂସା କରିଥିଲେ…

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପକୁ ଆଉ କିଛି ଦିନ ଥିବା ବେଳେ ଏହାକୁ ନେଇ ବିଜେପି ଦୁଇଟି ଆଭିମୁଖ୍ୟ ଚର୍ଚ୍ଚା ସାଉଂଟିଛି । ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବଦଳୀୟ ବୈଠକରେ ପ୍ରଶଂସା କରିଥିଲା ବେଳେ କିନ୍ତୁ ବିରୋଧୀ ଦଳ ନେତା ହକି ଆୟୋଜନକୁ…
Read More...

ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଗିରି । ଗାଙ୍ଗୁଲିଙ୍କୁ ବଡ ଦାୟିତ୍ୱ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ।

କନକ ବ୍ୟୁରୋ: ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ ହେବାକୁ ଯାଉଛନ୍ତି ବିସିସିଆଇର ପୂର୍ବ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ…
Read More...