Browsing Category

ନ୍ୟୁଜ୍

ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି… ଜମୁଛି ମଦ୍ୟପଙ୍କ ଭିଡ଼, ଚୁପ ବସିଛି ଅବକାରୀ ବିଭାଗ ।

କନକ ବ୍ୟୁରୋ: ଗଞ୍ଜାମ ପୋଲସରାରେ ବଢ଼ିବାର ଲାଗିଛି ବେଆଇନ୍ ମଦ ବିକ୍ରି । ପାନ ଦୋକାନ ଠାରୁ ଆରମ୍ଭ କରି ବିଦ୍ୟୁତ ସାମଗ୍ରୀ ଦୋକାନରେ ଖୁଲମଖୁଲା ଚାଲିଛି ମଦ ବିକ୍ରି ବେପାର । ସଂଧ୍ୟା ହେଲେ ସେଠାରେ ମଦ୍ୟପଙ୍କ ଭିଡ଼ ଜମୁଛି । ସ୍କୁଲ କଲେଜ, ମନ୍ଦିର ନିକଟ ଏପରିକି ସାହି ଭିତରେ ଚାଲିଛି ବେଆଇନ୍…
Read More...

ବାଲେଶ୍ୱର ସରକାରୀ ହସ୍ପିଟାଲରେ ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ ।

କନକ ବ୍ୟୁରୋ: ସରକାରୀ ହସ୍ପିଟାଲର ଚରମ ଅବ୍ୟବସ୍ଥା । ବେଡ୍ ନାହିଁ, ତଳେ ଶୋଉଛନ୍ତି ପ୍ରସୂତୀ ଓ ନବଜାତ । ସ୍ୱାସ୍ଥ୍ୟ ସେବାର ଏଭଳି ବିକଳ ଚିତ୍ର ଦେଖିବାକୁ ମିିଳିଛି ବାଲେଶ୍ୱର ମେଡିକାଲରେ । ସ୍ଥିତି ପରଖିବା ପାଇଁ ରାତିରେ ମେଡିକାଲରେ ପହଂଚିଥିଲେ କନକ ନ୍ୟୁଜର ପ୍ରତିନିଧି । ସେଠାରେ…
Read More...

୧୩ ଶହ ଫୁଟ ଗଭୀରରୁ ମିଳିଲା ଶହଶହ ବର୍ଷ ତଳର ପୁରୁଣା ଜାହାଜ, ଗବେଷକ ହୋଇଗଲେ ଚକିତ

କନକ ବ୍ୟୁରୋ : ଏକ ଦୀପ ମଧ୍ୟରୁ ଶହଶହ ବର୍ଷ ତଳର ପୁରୁଣା ଜାହାଜର ଭଗ୍ନାବଶେଷ ଉଦ୍ଧାର ହୋଇଛି । ଏତେ ବର୍ଷ ବିତି ଯାଇଥିଲେ ବି ଜାହାଜର ଅନେକ ଅଂଶ ଠିକ୍ ଥିବା ଦେଖିବାକୁ ମିଳିଛି । ଏହି ଜାହାଜ ଟି ନୌସେନାର ସବୁଠାରୁ ବଡଦୀପ ମିଓସାରୁ ଉଦ୍ଧାର ହୋଇଛି । ଜାହାଜର ଡିଜାଇନ ଓ ଭଗ୍ନାବଶେଷ ଦୀପ…
Read More...

ଆରମ୍ଭ ହେଲା ୨୦୨୪ ପାଇଁ ଅଙ୍କକଷା । ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ।

କନକ ବ୍ୟୁରୋ: ୨୪ ପାଇଁ ଅଙ୍କକଷା । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇସାରିଛି । ଆସନ୍ତାକାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ,…
Read More...

ରାଜ୍ୟରେ ମେଡିସିନ୍ ପରେ ନିମ୍ନମାନର ସାଲାଇନ୍ । ମାମଲା ରୁଜୁ କରି ମଧ୍ୟପ୍ରଦେଶ ସରକାରଙ୍କୁ ତଥ୍ୟ ମାଗିଲେ ରାଜ୍ୟ ସରକାର…

କନକ ବ୍ୟୁରୋ: ରାଜ୍ୟରେ ନକଲି ମେଡିସିନ୍ କାରବାର ନେଇ ଘନଘନ ଚଢ଼ାଉ ହେଉଛି । ଏହାରି ଭିତରେ ନିମ୍ନମାନର ସାଲାଇନ୍ କାରବାର ନେଇ ମାମଲା ରୁଜୁ ହୋଇଛି । ନିମ୍ନମାନର ସାଲାଇନ୍ ମଧ୍ୟପ୍ରଦେଶ ଇନ୍ଦୋରର ଏମଏସ- ଆଇଭ୍ସ ଡ୍ରଗ୍ସ କମ୍ପାନୀରୁ ଆମଦାନୀ ହେଉଥିବା ନେଇ ଜେଏମଏଫସି କୋର୍ଟରେ ମାମଲା ରୁଜୁ…
Read More...

ପାଇଖାନା ଟାଙ୍କିରେ ପଡି ଦୁଇ ଉଉଣୀଙ୍କ ମୃତ୍ୟୁ । ଗଞ୍ଜାମ ତାକରଡା ଗାଁରେ ଅଭାବନୀୟ ଘଟଣା ।

କନକ ବ୍ୟୁରୋ: ପାଇଖାନା ଟାଙ୍କିରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ । ଗଂଜାମ ବଡଗଡ ଥାନା ଅନ୍ତର୍ଗତ ତାକରଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଦୁଇ ଜଣ ସିଦ୍ଧପୁର ଗାଁର ବାସୁମତି ସେଠୀ ଓ କାଳିଆ ଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ ବର୍ଷ । ଦୁଇ ଜଣ ଶିଶୁ ନିଜ ପରିବାର ସହିତ ମାମୁ…
Read More...

ଲୋକସେବା ଭବନ ଆଗରେ ବୃଦ୍ଧଙ୍କ ଆତ୍ମହତ୍ୟା ଉଦ୍ୟମ। ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ।

କନକ ବ୍ୟୁରୋ: ଲୋକସେବା ଭବନ ଆଗରେ ଫିନାଇଲ ପିଇଦେଲେ ବୃଦ୍ଧ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ । ଫିନାଇଲ ପିଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରବିନ୍ଦ୍ର ଦାସ । ଜଗତସିଂହପୁରରେ ତାଙ୍କ ଘର ହୋଇଥିବା ସୂଚନା…
Read More...

ମନୋରଞ୍ଜନ ଦୁନିଆରୁ ମନ୍ତ୍ରୀ, ଜାଣନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅଙ୍କ ବାବଦରେ

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ବଡ ପୁଅ ତଥା ତାମିଲ ସିନେଜଗତର ଚର୍ଚ୍ଚିତ ଚେହେରା ଉଦୟନିଧୀ ଷ୍ଟାଲିନ ଆଜି ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ବୁଧବାର ଦିନ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତାଙ୍କୁ…
Read More...

ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍।

କନକ ବ୍ୟୁରୋ: ସ୍ପେଶାଲ ମ୍ୟାରଜ ଆକ୍ଟରେ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରସଙ୍ଗ । ନୂଆ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ରକୁ ଜବାବ ରଖିବାକୁ କୁହାଯାଇଛି । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟରେ ଲମ୍ବା ସମୟ ଧରି ପଡିରହିଥିବା ଆବେଦନ…
Read More...

ପ୍ରେସ ରିଲିଜରେ ଗୋଟିଏ କଥା ମୁହଁରେ ଆଉ ଗୋଟିଏ କଥା। ଭୁଲ୍ ତଥ୍ୟ ଦେଇ ଅପଦସ୍ତ ହେଉଛି କି କମିଶନରେଟ ପୁଲିସ ?

କନକ ବ୍ୟୁରୋ: ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା କମିଶନରେଟ ପୁଲିସ । ଭୁବନେଶ୍ୱରରେ ବାର୍ଥଡେ’ ପାର୍ଟି ବେଳେ ଜଣେ ମହିଳାଙ୍କ ସମ୍ପର୍କରେ ଭୁଲ୍ ତଥ୍ୟ ଦେଇ ଭୁଲ୍ ମାଗିଲା ପୁଲିସ । ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ପ୍ରେସ ରିଲିଜ ଜାରି କରିଥିଲା କମିଶନରେଟ ପୁଲିସ । ହେଲେ ଏହା…
Read More...