Browsing Category

ନ୍ୟୁଜ୍

ଚୀନ ଓ ଭାରତର ସୀମା ବିବାଦକୁ ନେଇ ସଂସଦରେ ହଟ୍ଟଗୋଳ, ଆଲୋଚନା ଦାବି କଲେ ବିରୋଧୀ

କନକ ବ୍ୟୁରୋ : ଚୀନ, ଭାରତ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ବୁଧବାର ସଂସଦର ଉଭୟ ଗୃହରେ ଉତେଜନା ଦେଖିବାକୁ ମଳିଛି । ବିରୋଧୀ ଦଳଗୁଡିକ ଚୀନ-ଭାରତ ସେନା ସଂଘର୍ଷ ଉପରେ ଆଲୋଚନା କରିବାକୁ ଦାବି ପରେ ସ୍ଥିତି ସରଗରମ ରହିଛି । ସରକାର ଏବିଷୟରେ ଆଲୋଚନା କରିବାକୁ ଦେଉନଥିବାର ଅଭିଯୋଗ…
Read More...

ସଂଘର୍ଷ ଭିଡିଓକୁ ନେଇ ଚର୍ଚ୍ଚା । କଥାବର୍ତ୍ତାରେ ସମାଧାନ କରିବାକୁ ଆମେରିକାର ପରାମର୍ଶ, ହ୍ୱାଇଟ୍ ହାଉସ କହିଲା…

କନକ ବ୍ୟୁରୋ : ଅରୁଣାଚଳର ତୱାଙ୍ଗ୍ ସେକ୍ଟରର ୟାଙ୍ଗ୍ସି ଅଂଚଳର ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଖବର ଆସିବାର ଦିନକ ପରେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ  । ଏହି ଭିଡିଓ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷର ଭିଡିଓ ଦାବି କରାଯାଉଛି । ଏହି ଭିଡିଓରେ ପ୍ରାୟ ୩୦୦ ରୁ…
Read More...

ଅସୁରକ୍ଷିତ ରାଜଧାନୀ ଦିଲ୍ଲୀ । ନାବାଳିକାଙ୍କୁ ଏସିଡ ମାଡ଼, ସିସିଟିଭିରେ ଆକ୍ରମଣ ଘଟଣା କଏଦ

କନକ ବ୍ୟୁରୋ : ସକାଳ ପ୍ରାୟ ୭.୩୦ । ଦିଲ୍ଲୀ ଦ୍ୱାରାକ ମୋହନ ଗାର୍ଡନ ବସ ଷ୍ଟପରେ ଛିଡା ହୋଇଥିଲେ ୧୭ବର୍ଷର ଜଣେ ନାବାଳିକା । ୧୨କ୍ଲାସରେ ପାଠପଡୁଥିବା ନାବାଳିକା ସ୍କୁଲ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ । ସାଥିରେ ତାଙ୍କ ଭଉଣୀ ଥିଲେ । ହଠାତ ଅପରପାଶ୍ୱର୍ରୁ ବାଇକରେ ଦୁଇଜଣ ଯୁବକ ତାଙ୍କ…
Read More...

୨୪ ଲଢ଼େଇ ପୂର୍ବରୁ ନେତାଙ୍କ ଲୋକପ୍ରିୟତାର ସର୍ଭେ ଆରମ୍ଭ କଲା ବିଜେଡି । ୧୭ରେ ବିଜେପି କରିବ ବୈଠକ, ୧୮ରେ କଂଗ୍ରେସର…

କନକ ବ୍ୟୁରୋ: ୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ୨୦୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ମାନସମନ୍ଥନ ଆରମ୍ଭ କରିଛନ୍ତି । କାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ…
Read More...

 କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ନେଇପାରିବେ ନାହିଁ ସ୍ୱାମୀ

କନକ ବ୍ୟୁରୋ : ପତ୍ନୀଙ୍କ ପ୍ରେମିକର କଲ ରେକର୍ଡ ସମ୍ପର୍କୀତ ତଥ୍ୟ ନେବାର ସ୍ୱାମୀଙ୍କର କୌଣସି ଅଧିକାର ନାହିଁ । ପତି ପତ୍ନୀଙ୍କ ଝଗଡା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରକୁ ଅସମ୍ମାନ କରାଯାଇପାରିବ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ୱପୂଣ୍ଣ ରାୟ…
Read More...

ହାଇକୋର୍ଟ ବେଞ୍ଚ ସ୍ଥାପନ ମାମଲା: କେଉଁ କେଉଁ ଯୁକ୍ତିକୁ ଗ୍ରହଣ କଲେନି ସର୍ବୋଚ୍ଚ ନ୍ୟାୟାଳୟ ।

କନକ ବ୍ୟୁରୋ: ଆଜି ମାମଲାର ଶୁଣାଣିବେଳେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତର ହାଇକୋର୍ଟ ବେଞ୍ଚ ପାଇଁ ଓକିଲଙ୍କ ଆନ୍ଦୋଳନକୁ ବିରୋଧ କରିଥିଲେ । କୋର୍ଟରେ ସେ ଯୁକ୍ତି ବି ରଖିଥିଲେ । ଜବାବରେ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ବି ନିଜ ମତ ରଖିଥିଲେ । ଜଷ୍ଟିସ ସଞ୍ଜୟ କିଷାନ କୌଲ ଜଷ୍ଟିସ…
Read More...

ମଉଳି ଗଲା ହାଇକୋର୍ଟ ବେଞ୍ଚ ଆଶା: ସୁପ୍ରିମକୋର୍ଟ କହିଲେ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନି ।

କନକ ବ୍ୟୁରୋ: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନକୁ ଆଜି ଶକ୍ତ ଝଟକା ଲାଗିିଛି ।  ମଉଳି ଯାଇଛି ହାଇକୋର୍ଟ ବେଂଚ ଆଶା । ଏଭଳି ବେଂଚ ଦାବିକୁ ସୁପ୍ରିମକୋର୍ଟ ଆଜି ସିଧାସଳଖ ଖାରଜ କରିଦେଇଛନ୍ତି । କେନ୍ଦ୍ରୀୟ କମିଟିର ଆବେଦନକୁ ଖାରଜ କରି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି…
Read More...

ଇଡିରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତ୍ତି, ଖୋଲିବ ଅର୍ଚ୍ଚନା ନାଗଫାଶର ଗୁମର ।

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା । ଆର୍ଥିକ କାରବାର ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିବେ ଇଡି ଅଧିକାରୀ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରାଯିବ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ…
Read More...

ବିଧାୟକଙ୍କ ଦରମା ହେବ ଦୁଇ ଗୁଣ! କାମକୁ ଦେଖି ବଢୁଛି ତ ଦରମା?

କନକ ବ୍ୟୁରୋ: ବର୍ଷକୁ ବିଧାନସଭା ୬୦ ଦିନ ଚାଲିପାରୁନି, କିନ୍ତୁ ବିଧାୟକଙ୍କ ଦରମା ବଢାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଛି । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବିଶ୍ୱସ୍ତ…
Read More...

ଚର୍ଚ୍ଚାରେ କୁମାରୀଙ୍କ କାର୍ପେଟ୍  । ପଲ୍ଲୀର ଝିଅ ଦିଲ୍ଲୀରେ ପାଇଲେ ପୁରସ୍କାର ।

କନକ ବ୍ୟୁରୋ: ପଲ୍ଲୀର ଝିଅ ଦିଲ୍ଲୀରେ ପାଇଲେ ପୁରସ୍କାର । ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ପରିସ୍ଥିତି । ମନରେ ଇଛା ଆଗ୍ରହ ତାଙ୍କୁ ସଫଳତାର ଠିକଣା ସ୍ଥାନରେ ପହଂଚାଇଛି । ଏମିତି କିଛି କରି ଦେଖାଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଗୁବୁରିଗୁଡ଼ା ବଟସାହି ଗାଁର କୁମାରୀ ରଇତ । ବିଭିନ୍ନ…
Read More...