Browsing Category

ନ୍ୟୁଜ୍

ହନ୍ତସନ୍ତ କରୁଛି ଖରା ଓ ଗୁଳୁଗୁଳି : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଯେଉଁ ସମୟରେ ମୌସୁମୀ ଛୁଇଁବା କଥା, ସେହି ସମୟରେ ଡହଡହ ଖରା ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । କେବେ ମୌସୁମୀ ଆସିବ, ତାହା ତ ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ତାତି ଆହୁରି କଲବଲ କରିବ ବୋଲି ଆଞ୍ଚଳିକ ପାଣିପାଗ…
Read More...

ଗୁଜରାଟରେ ତାଣ୍ଡବ ରଚିବା ପରେ ଏବେ ରାଜସ୍ଥାନ ମୁହାଁ ବପର୍ଯ୍ୟୟ । ପ୍ରବଳ ବର୍ଷା, ଟ୍ରେନ୍ ରଦ୍ଦ, ସ୍କୁଲ କଲେଜ ବନ୍ଦ

କନକ ବ୍ୟୁରୋ : ଗୁଜରାଟରେ ଅଶାତୀତ କ୍ଷତି କରିବା ପରେ ଏବେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଏହି ବାତ୍ୟା ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବାଡମେର ଜିଲ୍ଲା ଏବେ ଜଳମୟ ହୋଇଛି । ଏହାସହ ପବନର ଗତି ବଢିବାରେ ଲାଗିଛି । ତୀବ୍ରଗତିରେ ପବନ ଫଳରେ ଜେସଲମେରରେ ଗଛ…
Read More...

୧୯ ନୁହେଁ ୨୧ ତାରିଖରେ ଖୋଲିବ ସ୍କୁଲ । ଖରା ଛୁଟି ଅବଧି ବୃଦ୍ଧି କଲେ ସରକାର ।

କନକ ବ୍ୟୁରୋ: ବଢିଲା ସ୍କୁଲ ପିଲାଙ୍କ ଖରାଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖରା ଛୁଟି ଅବଧିକୁ ବଢାଇଛନ୍ତି ସରକାର । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତେ ଅଧିକ ଦୁଇ ଦିନ ପାଇଁ ଖରା ଛୁଟିକୁ ବୃଦ୍ଧି କରାଯାଇଛି । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ଜୁନ୍ ୨୧…
Read More...

ଗୁଜରାଟରେ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’ । ଭାଙ୍ଗିଲା ବିଶାଳ ଗଛ, ବିଦ୍ୟୁତ ଖୁଂଟ, ଅଧିକାଂଶ ରାସ୍ତା ଅବରୋଧ

କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟ । ଗୁଜରାଟରେ ରଚିଛି ତାଣ୍ଡବ । ଯେଉଁ ଆଶଙ୍କା କରାଯାଉଥିଲା ତାଠୁ ଅଧିକ କ୍ଷୟକ୍ଷତି ସହିଛି ଗୁଜରାଟ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଣ୍ଡଭି, ରାଜକୋଟ, କଚ୍ଚ, ଦ୍ୱାରାକ, ଜାମନଗର, ପୋରବନ୍ଦର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଲକ୍ଷରୁ ଅଧିକ ଲୋକଙ୍କ…
Read More...

ମଣିପୁରରେ ଥମୁନି ହିଂସା, କମୁନି ଉତେଜନା । ରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରକୁ ଆକ୍ରମଣ କଲେ ୫୦ ଉପଦ୍ରବାକରୀ, ଫିଙ୍ଗିଲେ…

କନକ ବ୍ୟୁରୋ : ମଣିପୁରରେ ଥମୁନି ହିଂସା । ସାଧାରଣ ଜନତାଙ୍କ ପରେ ଏବେ ଉପଦ୍ରବକାରୀଙ୍କ ଟାର୍ଗେଟରେ ଏବେ ନେତା,ମନ୍ତ୍ରୀ, ସୁରକ୍ଷାକର୍ମୀ । ପୂର୍ବ ଇମ୍ପାଲର କୋଙ୍ଗବାରେ ଥିବା ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନଙ୍କ ଘରକୁ ପୋଡିଜାଳି ପାଉଁଶ କରିଛନ୍ତି ଉପଦ୍ରବକାରୀ । ଘର ଉପରକୁ ଅଧରାତିରେ ଆକ୍ରମଣ,…
Read More...

ବଦଳିଲା ଦିିଲ୍ଲୀ ନେହେରୁ ମ୍ୟୁଜିୟମ ଓ ଲାଇବ୍ରେରୀ ନାଁ । ଏଣିକି ପ୍ରାଇମ ମିନିଷ୍ଟର ମ୍ୟୁଜିୟମ ଆଣ୍ଡ ସୋସାଇଟି ନାଁ…

କନକ ବ୍ୟୁରୋ : ମ୍ୟୁଜିୟମ ଓ ଲାଇବ୍ରେରୀର ବଦଳିଲା ନାଁ, ବଢିଲା ରାଜନୀତି । ଦିଲ୍ଲୀର ନେହେରୁ ମେମୋରିଆଲର ନାଁ ଏବେ ପରିବର୍ତନ କରାଯାଇଛି । ବର୍ତମାନ ନୂଆ ନାଁ ବଦଳି ପିଏମ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ରଖାଯାଇଛି ।ନାମ ପରିବର୍ତନକୁ ନେଇ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ଏହାକୁ ବିଜେପିର…
Read More...

ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ଜେଲ, ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ ୩ବର୍ଷ…

କନକ ବ୍ୟୁରୋ : ଜଣେ ମହିଳା ସହଯୋଗୀ ପୁଲିସ ଅଧିକାରୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସ । ଦୋଷୀ ସାବ୍ୟସ୍ତ ହେବା ପରେ ୩ବର୍ଷର ଜେଲ ଦଣ୍ଡାଦେଶ ଦଣ୍ଡିତ ହୋଇଛନ୍ତି । ଜଣେ ମହିଳା ଆଇପିଏସଙ୍କୁ ଯୌନ ନିର୍ଯାତନା ମାମଲାରେ…
Read More...

ରଜ ଲଢ଼େଇରେ ହିନ୍ଦୀ ବନାମ ଓଡିଆ ଫିଲ୍ମ । ଆଦିପୁରୁଷ ପାଇଁ ହଲରେ ମିଳୁନି ଟିକେଟ୍! ଓଡିଆରେ ଲଭ୍ ଇନ୍ ଲଣ୍ଡନ୍ ଏବଂ…

କନକ ବ୍ୟୁରୋ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ତଥା ରାଘବ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ ସୀତା ଭୂମିକାରେ ଅଛନ୍ତି କ୍ରିତି ସାନନ । ପ୍ରାୟ ୫୦୦ କୋଟି ଟଙ୍କା…
Read More...

ଅଷ୍ଟ୍ରେଲିଆ ସଂସଦରେ କାନ୍ଦିଲେ ମହିଳା ସାଂସଦ । କହିଲେ, କିଭଳି ସଂସଦ ଭିତରେ ଦିଆଯାଉଛି ଯୌନ ନିର୍ଯ୍ୟାତନା

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ସଂସଦ ଭିତରେ ମହିଳା ସାଂସଦଙ୍କୁ ଯୌନ ନିର୍ଯ୍ୟାତନା । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସାଂସଦ ଲଡିଆ ଥୋର୍ପ । ଲିବରେଲା ପାର୍ଟିର ସାଂସଦ ଡେଭିଡ ବେନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଗୁରୁବାର ସଂସଦରେ କାନ୍ଦି କାନ୍ଦି ଏହି ଅଭିଯୋଗ ଆଣିଛନ୍ତି ଲଡିଆ ଥୋର୍ପ ।…
Read More...

ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତି ଦେଖି ତାଜୁବ ହେଲା ଭିଜିଲାନ୍ସ । ବାସ୍ତୁ ପାଇଁ ରୂପାହାତୀ ରଖିଛନ୍ତି ବ୍ରଜେନ୍ଦ୍ର…

କନକ ବ୍ୟୁରୋ: ଚାକିରୀ ସରକାରୀ, ଭରପୁର ଉପୁରୀ । କୋଟିପତି କୁବେର ଅଫିସରଙ୍କ ଉଭା ଯେତିକି ପୋତା ସେତିକି । କୋଠା, ଜମି କାଗଜପତ୍ର ଆଉ ଘରର ଇଂଟେରିୟର ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଛି । ବାବୁଙ୍କ ସଂପତିର ଖୋଳତାଡ ପାଇଁ ଲାଗିଛନ୍ତି ଦୁଇ ଡିଏସପି ଓ ୬ ଇନ୍ସପେକ୍ଟର ଓ…
Read More...