Browsing Category

ନ୍ୟୁଜ୍

ରାଜ୍ୟ ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି : ପ୍ରଦୀପ ପୁରୋହିତ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଧାନ ଓ ଚାଉଳ ସଂଗ୍ରହ ନିଷ୍ପତ୍ତିକୁ ବିରୋଧୀଙ୍କ କଡ଼ା ସମାଲୋଚନା । ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିବା ଛଡ଼ା ଆଉ କିଛି…
Read More...

ରାଜ୍ୟରେ ନାହିଁ ବନ୍ୟାସ୍ଥିତି, ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କରାଯାଇଛି ସତର୍କ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

କନକ ବ୍ୟୁରୋ : ଉପର ମୁଣ୍ଡରେ ବର୍ଷା ଯୋଗୁଁ ତଳି ଅଂଚଳରେ ପାଣି ପଶୁଛି । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ବର୍ତ୍ତମାନ ହୀରାକୁଦକୁ ୪ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୪ଲକ୍ଷ ୫୫ ହଜାର କ୍ୟୁସେକ୍ ଜଳ…
Read More...

କଣାସ ମେଡିକାଲରେ ଅଘଟଣ : ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ

କନକ ବ୍ୟୁରୋ : କଣାସ ମେଡିକାଲରେ ଅଘଟଣ । ଜଣେ ଶିଶୁ ଚିକିତ୍ସା ହେଉଥିବା ସମୟ ମେଡିକାଲ ଛାତରୁ ଖସିଲା ଫ୍ୟାନ । ଚିକିତ୍ସା ହେଉଥିବା ଶିଶୁ ଏବେ ଗୁରତର ରହିଛି । ଶିଶୁର ପିତା କଣାସ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ମେଡିକାଲ ତରଫରୁ କେହି ମୁହଁ ଖୋଲୁନଥିବା ସୂଚନା ।
Read More...

‘ସନାତନ ଧର୍ମ ରାଷ୍ଟ୍ର ଓ ପରିବାର ପ୍ରତି ଏକ କର୍ତ୍ତବ୍ୟ, ଏହାକୁ ନଷ୍ଟ କରନି’ । ମାଡ୍ରାସ୍ ହାଇକୋର୍ଟଙ୍କ…

କନକ ବ୍ୟୁରୋ: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବୟାନ ଦେବା ପରଠାରୁ ଏହି ବିବାଦ ଥମିବାର ନାଁ ନେଉନି । ଏହା ପରେ ଆଉ ଜଣେ ନେତା ଏ. ରାଜା ଓ ଏକାଧିକ ସାଉଥ୍ ଅଭିନେତା ଏହା ଉପରେ ବିରୋଧାଭାଷ ଦେଇଛନ୍ତି । ଏହି ପ୍ରସଙ୍ଗ ନେଇ ତାମିଲନାଡୁ ତୁରୁବରୁର ଜିଲ୍ଲାର ଏକ ସରକାରୀ…
Read More...

ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ସୌରଭ ଗାଙ୍ଗୁଲି । ସିଧା ସଳଖ ଟାଟା ଓ ମିତଲ ସହିତ ହେବ ଲଢେଇ

କନକ ବ୍ୟୁରୋ : ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ଭାବେ ଗଣନା କରାଯାଏ । ଏହାସହ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏବେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ…
Read More...

ପାର୍ବଣ ପୂର୍ବରୁ ସତର୍କ କଲା କମିଶନରେଟ ପୋଲିସ : ଦାଦା ବଟି ଓ ପୂଜା ଚାନ୍ଦା ଆଦାୟ କରୁଥିଲେ ସାବଧାନ, ଟୋଲ ଫ୍ରି ନମ୍ବର…

କନକ ବ୍ୟୁରୋ : ଭୁବନେଶ୍ୱରରେ ଦାଦାବଟିକୁ ନାଁ । ଦାଦାବଟି ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ପୋଲିସ । ପୂଜା ଚାନ୍ଦା ମାଗିଲେ ତୁରନ୍ତ କମିଶନରେଟ୍ ପୋଲିସକୁ ଜଣାଇବାକୁ କହିଛନ୍ତି ଡିସିପି । ଏଥିପାଇଁ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର…
Read More...

ବସ୍ ଟର୍ମିନାଲ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେନି ମହମ୍ମଦ ମୋକିମ : କହିଲେ କିଛି କାମ ସରିନି, କେମିତି ଉଦଘାଟନ ପାଇଁ…

କନକ ବ୍ୟୁରୋ : ନେତାଜୀ ବସ ଟର୍ମିନାଲ ଉଦଘାଟନକୁ ବିରୋଧ । ଉଦଘାଟନ କାର୍ଯ୍ୟକ୍ରମକୁ ବିରୋଧ କରିବେ କଟକ ବାରବାଟୀ ବିଧାୟକ ମହମଦ ମୋକିମ୍ । କଟକ ସହରବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଯାଇଛି । ଓଡ଼ିଆ ଠିକାଦାରଙ୍କ ବଦଳରେ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଇଛି । କିଛି କାମ ଏବେ ଯାଏଁ ଶେଷ…
Read More...

ସିଏମଓ ଅଫିସ ତଥ୍ୟ ଲୁଚାଉଥିବା ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ : ଫାଇଭ-ଟି ସଚିବଙ୍କ ବାବଦରେ ମାଗିଥିଲେ ତଥ୍ୟ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ । ସିଏମଓ ଅଫିସ୍ ତଥ୍ୟ ଲୁଚାଉଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅଧିକାର ଆଇନ ବଳରେ ସେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବାବଦରେ ସିଏମଓକୁ ତଥ୍ୟ…
Read More...

 ପାକିସ୍ତାନର  ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି

ଏପଟେ ବାକିଆ ତେଲ ପଇସା ଦେଇନଥିବାରୁ ବିଦେଶରେ ପାକିସ୍ତାନୀର ଯାତ୍ରୀବାହୀ ବିମାନ ଗୁଡିକୁ ଅଟକ ରଖାଯାଇଛି ସେପଟେ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାକିସ୍ତାନ ତାର ଆଣବିକ ଅସ୍ତ୍ରଶସ୍ତ୍ରରେ ବୃଦ୍ଧି କରିଚାଲିଛି । ପାକିସ୍ତାନରେ ଅର୍ଥନୀତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।…
Read More...

ଦିନେ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ? କିଏ ହେବ ବାଚସ୍ପତି, ଏଯାଏଁ ହୋଇନି…

କନକ ବ୍ୟୁରୋ : ଗୋଟିଏ ଦିନ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ । ୨୨ ତାରିଖ ଦିନ ୯.୩୦ ମିନିଟ୍ ସମୟରେ ହେବ ବାଚସ୍ପତି ନିର୍ବାଚନ । ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ତାରିଖ ସ୍ଥିର କରାଯାଇଥିଲା । କିନ୍ତୁ ଏହି ତାରିଖ ଘୋଷଣାକୁ…
Read More...