Browsing Category

ନ୍ୟୁଜ୍

ଖୋଲିବ ଇରାନୀର ହନିଟ୍ରାପ୍ ପେଡି । ବ୍ଲାକମେଲର ଇରାନୀ ପାତ୍ରର ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ ।

କନକ ବ୍ୟୁରୋ: ଖୋଲିବ ଇରାନୀର ହନିଟ୍ରାପ୍ ପେଡି । ବହୁଚର୍ଚ୍ଚିତ ବ୍ଲାକମେଲର ଇରାନୀ ପାତ୍ର ହନିଟ୍ରାପ୍ ମାମଲାରେ ଗିରଫ ହେଇଥିବା ମୁଖ୍ୟ ଅଭିଯୁକ୍ତ ଇରାନୀଙ୍କ ସ୍ୱାମୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ତମାଣ୍ଡ ଥାନା ପୋଲିସ । ନିଶିକାନ୍ତ ପାତ୍ରଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ…
Read More...

୮ ଦିନ ହେଲା ଧାରଣାରେ ଶିକ୍ଷକ, ଶିକ୍ଷୟିତ୍ରୀ । ଭୁବନେଶ୍ୱରରେ ଶିକ୍ଷକଙ୍କୁ ବୁଝାଇବାକୁ ପହଞ୍ଚିଲେ ପୂର୍ବତନ ଗଣଶିକ୍ଷା…

କନକ ବ୍ୟୁରୋ: ଦୀର୍ଘ ୮ ଦିନ ହେଲା ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏହାରି ଭିତରେ ଧାରଣାରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ବୁଝାଇଛନ୍ତି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀଙ୍କ ପତ୍ନୀ । ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟରେ ଆଜି ଦେଖିବାକୁ ମିଳିଥିଲା ଏମିତି…
Read More...

‘ଇଣ୍ଡିଆ’ ମେଣ୍ଟର ଭୋପାଳ ରାଲି ରଦ୍ଦ । ଜାଣନ୍ତୁ ଏନେଇ କଣ କହିଲେ ପିସିସି ମୁଖ୍ୟ କମଲନାଥ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ କରାଯାଇଛି । ଶନିବାର ଦିନ ପିସିସି ମୁଖ୍ୟ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି କି ଭୋପାଳରେ ହେବାକୁ ଥିବା ରାଲି ରଦ୍ଦ କରାଯାଇଛି । କମଲନାଥ ଏକ…
Read More...

ଶ୍ରୀମନ୍ଦିରରେ ନୀତି ବିଳମ୍ବ ଘଟଣା । ସିଂହାରୀ ସେବକ ଆଣିଲେ ସଙ୍ଗୀନ ଅଭିଯୋଗ । ଗର୍ଭଗୃହରେ ଦୁର୍ବ୍ୟବହାର କରାଯାଇଥିବା…

କନକ ବ୍ୟୁରୋ: ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣାରେ ସମ୍ପୃକ୍ତ ଶଙ୍ଖମିତ୍ର ସିଂହାରୀଙ୍କ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସିଂହଦ୍ୱାର ଥାନାରେ ଏନେଇ ଏତଲା ଦେଇଛନ୍ତି ସିଂହାରୀ ସେବକ । ଗର୍ଭଗୃହରେ ତାଙ୍କୁ ଦୁର୍ବ୍ୟବହାର ଓ ଗାଳିଗୁଲଜ ହୋଇଥିବା ସେ ଅଭିଯୋଗ କରିଛନ୍ତି ।…
Read More...

ଭାରତ-ଶ୍ରୀଲଙ୍କା ଫାଇନାଲ ହିସାବ କିତାବ

ରବିବାର ଦିନ କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଅନ୍ତିମ ମ୍ୟାଚ୍ ଖେଳାଯିବ ।  ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ଫାଇନାଲ ମ୍ୟାଚ୍ ହେବ । ଏସିଆ କପ୍ ବ୍ୟତୀତ ଉଭୟ ଦଳ ୧୨ ଟି  ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିଛନ୍ତି ।  …
Read More...

ଅନଲାଇନ ଜୁଆଖେଳ ସହିତ ଜଡିତ ମାମଲା । ଇଡି ନଜରରେ ନେହା କକ୍କଡ, ଟାଇଗର ଶ୍ରର୍ଫ ସମେତ ବଲିଉଡର ୧୭ କଳାକାର

କନକ ବ୍ୟୁରୋ : ଇଡି ଦୁବାଇରେ ଅନଲାଇନ ଜୁଆ ଆପକୁ ଚଳାଉଥିବା ସୌରଭ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ରବି ଓପ୍ପଲଙ୍କ ବିରୋଧରେ ୫ ହଜାର କୋଟି ଟଙ୍କାର ଅର୍ଥ ହେରଫେର ମାମଲାର ଯାଂଚ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୌରଭ ଚନ୍ଦ୍ରାକର ଓ ରବି ଓପ୍ପଲ ଏବେ ନିଖୋଜ ରହିଛନ୍ତି । ଏହି…
Read More...

ଭୁବନେଶ୍ୱରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ହେବେ ସାମିଲ

କନକ ବ୍ୟୁରୋ: ଓଡିଶାରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିମାନ ଯୋଗେ ନୂଆ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଛନ୍ତି । ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ସାମିଲ ହେବାକୁ ରାମନାଥ କୋବିନ୍ଦ ଭୁବନେଶ୍ୱର ଆସିଛନ୍ତି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ…
Read More...

ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ : କହିଲା ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ସରକାର ତୁରନ୍ତ କରନ୍ତୁ ସମାଧାନ

କନକ ବ୍ୟୁରୋ : ଆନ୍ଦୋଳନରତ ଶିକ୍ଷକଙ୍କୁ ଓଷ୍ଟାର ସମର୍ଥନ । ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି…
Read More...

ଭାରତ ମଣ୍ଡପମ୍ ଠାରୁ ଯଶୋଭୂମିକୁ ନେଇ କାହିଁକି ହେଉଛି ଅଧିକ ଚର୍ଚ୍ଚା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀ ପ୍ରଗତୀ ମଇଦାନରେ ପ୍ରସ୍ତୁତ ହୋଇଥିବା ଭାରତ ମଣ୍ଡପମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ଏହାର ଆକାର ଠାରୁ ଗଠନ ଶୈଳୀ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଜି-୨୦ ସମ୍ମିଳନୀ ପରେ ପୁଣି ଏକ କନଭେନସନ ସେଣ୍ଟରକୁ ନେଇ ଅଧିକ ଚର୍ଚ୍ଚା ହେବାରେ…
Read More...

ରାଜ୍ୟ ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି : ପ୍ରଦୀପ ପୁରୋହିତ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଧାନ ଓ ଚାଉଳ ସଂଗ୍ରହ ନିଷ୍ପତ୍ତିକୁ ବିରୋଧୀଙ୍କ କଡ଼ା ସମାଲୋଚନା । ସରକାରଙ୍କ ୫୪ ଲକ୍ଷ ମାଟ୍ରିକ ଟନ୍ ଚାଉଳ ନିଷ୍ପତ୍ତି ମିଛ ପ୍ରତିଶ୍ରୁତି ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ସେ କହିଛନ୍ତି ଓଡ଼ିଶାର ଚାଷୀଙ୍କୁ ପ୍ରତାରଣା କରିବା ଛଡ଼ା ଆଉ କିଛି…
Read More...