Browsing Category

ନ୍ୟୁଜ୍

ଚାଲିଛି ମାନଭଂଜନ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ମାନଭଞ୍ଜନ ପାଇଁ ଲାଗିଛନ୍ତି ବିଜେପିର ଛାମୁଆ ନେତା । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ରୁଷିଛନ୍ତି ବିଜେପି ବିଧାୟକ । ଆସନ୍ତାକାଲି ରାଉରକେଲାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ବିକାଶ…
Read More...

ରାଜନୀତିରେ ଲେଖାଶ୍ରୀ ବିବାଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜର ଷ୍ଟୁଡିଓ ବିତର୍କକୁ ନେଇ ରାଜ୍ୟ ରାଜନୀତିରେ ଝଡ । ବିଜେଡି ବନାମ ବିଜେପି । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପତ୍ନୀଙ୍କୁ ଦେହ ବେପାର କରିବାକୁ ପଡୁଛି ବୋଲି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂଘାରଙ୍କ ବୟାନ ପରେ…
Read More...

ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶା ଛୁଇଁବ ମୌସୁମୀ । ଓଡିଶାରେ ଜାରି ରହିଥିବା ପାଗ ମୌସୁମୀ ଆଣିବାରେ ବେଶ୍ ଅନୁକୂଳ ହେଉଛି ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଶରତ ସାହୁ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ଛୁଇଁବ…
Read More...

ଶେଷରେ ଶୁଣିଲେ ସରକାର

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶେଷରେ ଶୁଣିଲେ ସରକାର । ୯ ଦଫା ନେଇ ୬ ମାସର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ହୋଇଛି । ପୂରଣ ହୋଇଛି ବୁର୍ଲା ଜୁନିୟର ଡାକ୍ତର ସଂଘର ଦାବି । ବୁର୍ଲା ମେଡିକାଲକୁ ଆସିଛି ୯ କୋଟି ଟଙ୍କାର ଏମଆରଆଇ ମେସିନ ଓ ୪୦ ଲକ୍ଷ ଟଙ୍କାର ଏଲ୍ଇଡ଼ି ଫଟୋ ଥେରାପି ମେସିନ ।…
Read More...

ସିଏମସି ନିର୍ବାଚନ ପରାଜୟକୁ ନେଇ ବିଜେଡିରେ କନ୍ଦଳ

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ କଟାକ୍ଷ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ସିଏମସି ୨୧ ନମ୍ବର ୱାର୍ଡ, ବିଜେଡି ହାତରୁ ଚାଲିଗଲା ପରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଥିଲେ ଦାମ ବାବୁ । କହିଥିଲେ…
Read More...

ନିୟମଗିରିରେ ଡଙ୍ଗରିଆ କନ୍ଧଙ୍କ ବିଶାଳ ସମାବେଶ

ଲାଂଜିଗଡ : ବିଶ୍ୱ ପରିବେଶ ଦିବସ ଅବସରରେ ଲାଂଜିଗଡରେ ନିୟମଗିରି ସୁରକ୍ଷା ସମିତି ଆୟୋଜନ କରିଥିଲା ସ୍ୱତନ୍ତ୍ର ସମାବେଶ । ଏ ସାମବେଶ ଡଙ୍ଗରିଆଙ୍କ ଲଢେଇ ପାଇଁ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହୋଇଥିଲେ ନିୟମଗିରି ପାହାଡ ଉପରେ ରହୁଥିବା ଡଙ୍ଗରିଆ, ଝରଣିଆ ଓ ଆଦବାସୀ । ଆଉ ଏମାନଙ୍କ…
Read More...

ରୁଷିଛନ୍ତି ଦିଲ୍ଲୀପ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଚାଲିଛି ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ମାନଭଞ୍ଜନ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ରୁଷିଛନ୍ତି ବିଜେପି ବିଧାୟକ । ଆସନ୍ତାକାଲି ରାଉରକେଲାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ବିକାଶ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଘୋଷଣା…
Read More...

ବିବାଦରେ ବିଜେପି ନେତ୍ରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜର ବିତର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ଲେଖାଶ୍ରୀଙ୍କ ବୟାନକୁ ନେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ବିଜେପି ନେତ୍ରୀଙ୍କ ବୟାନ…
Read More...

ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଗାଣ୍ଡାଡିହି ଗାଁରେ । ମୃତକମାନେ ହେଲେ  ବିଜୟ ହରିଜନ, ଉପେନ୍ଦ୍ର ହରିଜନ ଓ ରାଜୁରାମ ହରିଜନ । ଅନ୍ୟଜଣେ ଜଗନ୍ନାଥ ହରିଜନ ଆହତ ହୋଇ ରାଇଘର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ö ତେବେ …
Read More...

ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ

କୋଣାର୍କ : ମାଟିରେ ମିଶୁଛି ବାନା ବାବାଙ୍କ ଆଶ୍ରମ । ଆଜି ତୃତୀୟ ଦିନରେ କଳକୀ ଆଶ୍ରମରେ ଜବରଦଖଲ ଉଚ୍ଛେଦ ଜାରି ରଖିଛି ପ୍ରଶାସନ । ୫ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଭଂଗାଚାଲିଛି ଆଶ୍ରମର ମୁଖ୍ୟ ବିଲଡିଂ । ଗତକାଲି ନାଟ୍ୟ ମଣ୍ଡପ ଓ ବାବା ବସିବା ସ୍ଥାନ ଭଂଗାଯାଇଛି । ଉଚ୍ଛେଦ କାମରେ…
Read More...