Browsing Category

ନ୍ୟୁଜ୍

ପୁଲିସ୍ ଜାଣିଶୁଣି ଗୁମୁଡୁମାହା ହତ୍ୟାକାଣ୍ଡ ଭିଆଇଛି : କଂଗ୍ରେସ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର ବ୍ୟୁରୋ : ଗୁମୁଡୁମାହାରେ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ସାରି ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁଲିସ୍ ଜାଣୁଶୁଣି ଏହି ହତ୍ୟାକାଣ୍ଡ ଭିଆଇଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ ଅଭିଯୋଗ କରିଛି । ଘଟଣାଦିନ ଏକପାଖିଆ ଗୁଳି ଚାଳନା କରାଯାଇଥିଲା ।…
Read More...

ଗୁମୁଡୁମାହା ତଦନ୍ତ ସାରି ଫେରିଲା ଏସଆଇଟି : ଗୁଳିକାଣ୍ଡରେ ଜବତ ସାମଗ୍ରୀ ଫରେନସିକ୍ ଲାବକୁ ପଠାଗଲା

କନ୍ଧମାଳ : କନ୍ଧମାଳ ବାଲିଗୁଡା ଗୁମୁଡୁମାହା ଗସ୍ତ ସାରି ଫେରିଲା ଏସଆଇଟି । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରାଥମିକ ଅନୁସନ୍ଧାନ ସାରି ଫେରିଛି । ଏଟି ଟିମ୍ ଘଟଣା ବାବଦରେ ୨୫ ଜଣଙ୍କ ବୟାନ ରେକର୍ଡ କରିଛି। ଏହାସହ ଗୁଳିକାଣ୍ଡ ଘଟଣାରେ ଜବତ ସାମଗ୍ରୀକୁ ଫରେନସିକ୍ ଲାବକୁ ପଠା ଯାଇଥିବା ନେଇ…
Read More...

ବଲାଙ୍ଗିର : ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ

ବଲାଙ୍ଗିର : ବଲାଙ୍ଗିରରେ ଡବଲ ମର୍ଡର । ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ। ବଲାଙ୍ଗିର ଢୁଲୁସର ଗାଁରେ ଏହି ଅଘଟଣ ଘଟିଛି । ବାପ ସାମନ୍ତ ଦଳେଇ ଓ ବଡଭାଇ ଗୋପି ଦଳେଇଙ୍କ ମୃତ୍ୟୁ ହୋଇଛି । ଏନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତ ସନ୍ତୋଷ…
Read More...

କାଷ୍ଟିଂ କାଉଚରେ ଲିପ୍ତ ବ୍ୟକ୍ତି ସୁଧୁରି ଯିବା ଉଚିତ : ଦୈତାରୀ ପଣ୍ଡା

କନକ ବ୍ୟୁରୋ : ଯଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଅଭିନେତା ଦୈତାରୀ ପଣ୍ଡା । କହିଛନ୍ତି ଅଭିଯୋଗର ବିଦ୍ଧିବଧ ତଦନ୍ତ ହେବା ଜରୁରୀ । ତେବେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ସୁଧୁରି ଯିବା ଉଚିତ ବୋଲି କହିଛନ୍ତି ଏହି ଅଭିନେତା ।
Read More...

ଦାମୋଦର ମହାସୁଆରଙ୍କୁ ଖୋଜିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ

କନକ ବ୍ୟୁରୋ : ନିଳାଦ୍ରୀବିଜେ ବିଭ୍ରାଟ ଘଟଣାର ଖଳନାୟକଙ୍କୁ ଖୋଜୁଛି ପୁରୀ ପୁଲିସ । ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣା ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖଳନାୟକ ଦାମୋଦର ମହାସୁଆରଙ୍କୁ ଖୋଜା ଚାଲିଛି । ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଛାପା ମାରିଥିବା ସୂଚନା…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ପରେ ଇନ୍ଦ୍ରଭୂବନ ଯାତ୍ରା ପାର୍ଟି ମ୍ୟାନେଜର ମନୋଜ ନାୟକ ଅଟକ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଯାତ୍ରା ପାର୍ଟି ଇନ୍ଦ୍ରଭୂବନ ବିରୋଧରେ ଅଭିଯୋଗ ଆସିବା ପରେ ମ୍ୟାନେଜରଙ୍କୁ ଅଟକ ରଖିଛି କଟକ ବାଲିକୁଦା ସଦର ଥାନା ପୁଲିସ । ମ୍ୟାନେଜର ମନୋଜ ନାୟକଙ୍କୁ ଅଟକ ରଖି ଏ ପ୍ରସଙ୍ଗରେ ପଚରା ଉଚରା କରୁଛି ପୁଲିସ । ସେପଟେ ମ୍ୟାନେଜରଙ୍କୁ ଅଟକ ପ୍ରତିବାଦରେ ବାଲିକୁଦା…
Read More...

ଚୌଦ୍ୱାର : ରକ୍ତ ଦାନ ପାଇଁ ମନା କରିବାରୁ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ଅଭିଯୋଗ

କଟକ : ରକ୍ତ ନଦେବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ । ବିଜେଡି ପକ୍ଷରୁ ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ ନେହାବରୁ ଚୌଦ୍ୱାର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅଣଛାତ୍ର ପିଟିଥିବା ଅଭିଯୋଗ ଆସିଛି । ଚୌଦ୍ୱାର ଥାନା ଗାନ୍ଧି ଛକ ଟାଉନ ହଲରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ…
Read More...

କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କଲା କେନ୍ଦ୍ରୀୟ କଂଗ୍ରେସ ଟିମ୍ : ଆଜି ଭୁବନେଶ୍ୱରରେ ପ୍ରେସମିଟ୍

କନ୍ଧମାଳ : କନ୍ଧମାଳ ବାଲିଗୁଡ଼ା ଘଟଣାର ଅନୁଧ୍ୟାନ କରିଛି କେନ୍ଦ୍ରୀୟ କଂଗ୍ରେସ କମିଟିର ୫ ଜଣିଆ ଟିମ୍ । ଗତକାଲି ବାଲିଗୁଡ଼ା ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗୁଳିକାଣ୍ଡ ନେଇ ଲୋକଙ୍କ ସହ ଆଲୋଚନା କରିଥିଲା । ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ କିଶୋର ଚନ୍ଦ୍ର ଦେବଙ୍କ ସମେତ…
Read More...

ନିଖୋଜ ବିମାନ ଏଏନ୍-୩୨ର ସନ୍ଧାନରେ ଲାଗିବ ଚିତ୍ର ଉତୋଳନକାରୀ ଉପଗ୍ରହ

କନକ ବ୍ୟୁରୋ : ନିଖୋଜ୍ ଭାରତୀୟ ବାୟୁସେନାର ବିମାନ ଏଏନ୍-୩୨ର ସନ୍ଧାନ ପାଇଁ ବ୍ୟବହାର ହେବ ରାଡାର ଇମେଜିଂ ସାଟେଲାଇଟ୍ । ଫଟୋ ଉତୋଳନ କରିବାରୁଥିବା ଏହି ଉପଗ୍ରହର ସହାୟତାରେ ନିଖୋଜ ବିମାନର ସନ୍ଧାନ କରାଯିବ । ମେଘୁଆ ସହ ଉଭୟ ଦିନରାତିରେ ସ୍ପଷ୍ଟ ଚିତ୍ର ଉତୋଳନ କରିବାର କ୍ଷମତା ରହିଛି ଏହି…
Read More...

ବଢିଲା ବ୍ଲକଗ୍ରାଂଟ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା : ମୂଳ ଦରମାରେ ୨୫ % ବୃଦ୍ଧି

କନକ ବ୍ୟୁରୋ : ବଢିଲା ବ୍ଲକଗ୍ରାଂଟ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା । ମୂଳ ଦରମାରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଶାସ୍ତ୍ରୀ, ଉପଶାସ୍ତ୍ରୀ କଲେଜ ସମେତ ୪୮୮ ଓ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ । ଅନ୍ୟ ୧୫ ପ୍ରତିଶତ ଦରମା ବୃଦ୍ଧି ଉପରେ ଖୁବ୍ ଶୀଘ୍ର ନିଷ୍ପତି ନେବେ…
Read More...