Browsing Category

ନ୍ୟୁଜ୍

ମୋଦି ନେଇଗଲେ ‘ମମତା’! କେନ୍ଦ୍ର ଓ ରାଜ୍ୟର ମିଳିତ ଯୋଜନାରେ ଗର୍ଭବତୀ ପାଇବେ ୬ହଜାର ଟଙ୍କା

କନକ ବ୍ୟୁରୋ : ଗର୍ଭବତୀ ମହିଳାଙ୍କୁ ନେଇ ୨୦୧୧ରୁ ନବୀନ ସରକାର ଆରମ୍ଭ କରିଥିବା ମମତା ଯୋଜନାକୁ ଛଡ଼ାଇନେଲେ ମୋଦି । ଏଣିକି ଏହାକେବଳ ଆଉ ନବୀନଙ୍କ ଯୋଜନା ହୋଇ ରହିବ ନାହିଁ । ଏହି ଯୋଜନା ବଦଳରେ ଲାଗୁ ହେବ ମୋଦିଙ୍କ ଯୋଜନା । ତେବେ ଏଥିରେ ଲାଭବାନ ହେବେ ସରକାରୀ ଡାକ୍ତରଖାନାରେ ପ୍ରସବ…
Read More...

ବିଶ୍ୱ ଦୃଷ୍ଟିହୀନ ଟି-୨୦ କ୍ରିକେଟ ମ୍ୟାଚ : ଚଳିତ ମାସ ୨୯ ତାରିଖରୁ ଫେବ୍ରୁୟାରୀ ମାସ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ…

କନକ ବ୍ୟୁରୋ : ବିଶ୍ୱ ଦୃଷ୍ଟିହୀନ ଟି-୨୦ କ୍ରିକେଟ ଚଳିତ ମାସ ୨୯ ତାରିଖରୁ ଫେବ୍ରୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାରତ ସହିତ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନେପାଳ, ନ୍ୟୁଜିଲାଣ୍ଡ, ପାକିସ୍ଥାନ ଆଦି ୧୦ ଟି ଦେଶ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ । ଫେବୃୟାରୀ ୭…
Read More...

ୟୁନିଟ ୧ ଆଦିବାସୀ ପଡିଆ ଠାରେ ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ବର୍ଷର ଆଦିବାସୀ ମେଳା ଉଦଘାଟିତ ହୋଇଛି । ୟୁନିଟ ୧ ଆଦିବାସୀ ପଡିଆ ଠାରେ ଆୟୋଜିତ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ମେଳାରେ ଆଇଟିଡିଏ ପକ୍ଷରୁ ୨୧ଟି ପ୍ରକଳ୍ପ, ୧୮୫ ଟି ଷ୍ଟଲ ଏବଂ…
Read More...

ସରିଲା ପୁରୀ ବିଚ୍ କାର୍ନିଭାଲ : ଶେଷ ସଂଧ୍ୟାରେ ବଲିଉଡ ଷ୍ଟାର ଗୋବିନ୍ଦାଙ୍କୁ ଦେଖିବାକୁ ପ୍ରବଳ ଭିଡ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ୭ଦିନ ଧରି ଚାଲିଥିବା ପୁରୀ ବିଚ୍ କାର୍ନିଭାଲ ଶେଷ ହୋଇଛି । ଉଦଘାଟନୀ ସଂଧ୍ୟାରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଆରମ୍ଭରେ ବ୍ରାଜିଲର କାର୍ନିଭାଲ ଗର୍ଲଙ୍କ ନୃତ୍ୟ ଲୋକଙ୍କ ମନକୁ କିଣି ନେଇଥିଲା । ନୃତ୍ୟଗୀତ ସହ ଆଧୁନିକ, ପପ୍ ଓ ଲୋକପ୍ରିୟ ରଙ୍ଗବତୀ ଗୀତ…
Read More...

ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ର ପ୍ରାକ୍ଟିକାଲ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ୨ର ପ୍ରାକ୍ଟିକାଲ ପରୀକ୍ଷା । ଏହା ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହି ପରୀକ୍ଷା ଜାନୁଆରୀ ୧୮ରୁ ୨୭ ମଧ୍ୟରେ ହେବା ପାଇଁ ସ୍ଥିର ହୋଇଥିଲା । ଯୁକ୍ତ ୨ର ଥିଓରୀ ପରୀକ୍ଷା ମାର୍ଚ୍ଚ ୬ରୁ ୨୮ ମଧ୍ୟରେ ହେବ । ଚଳିତ ବର୍ଷ ଯୁକ୍ତ ୨…
Read More...

ଭୁବନେଶ୍ୱରରୁ ବିଦେଶକୁ ସିଧା ହେବ ମାଲ ପରିବହନ : ଆଜିଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ…

କନକ ବ୍ୟୁରୋ : ଆଜି ଆନ୍ତର୍ଜାତୀୟ ଖାଉଟି ଦିବସ । ଏହି ଅବସରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ମାଲ ପରିବହନ ଉଡାଣ । ରାଜ୍ୟର ସାମୁଦ୍ରିକ ଖାଦ୍ୟ, କୃଷି ଜାତ ସାମଗ୍ରୀ, ହ୍ୟାଣ୍ଡଲୁମ୍, ମସଲା ପ୍ରସ୍ତୁତକାରୀ ସଂସ୍ଥାମାନେ ସେମାନଙ୍କ ସାମଗ୍ରୀର ରପ୍ତାନୀ…
Read More...

ଆଜିଠାରୁ ପଂଚାୟତ ନିର୍ବାଚନ ପାଇଁ ପୁଣି ନାମାଙ୍କନ ପତ୍ର ଦାଖଲ : ୩୦ ଯାଏଁ ଚାଲିବ ଏହି ପ୍ରକ୍ରିୟା

କନକ ବ୍ୟୁରୋ : ଆଜିଠାରୁ ପଂଚାୟତ ନିର୍ବାଚନ ପାଇଁ ପୁଣି ନାମାଙ୍କନ ପତ୍ର ଖାଲ କରିହେବ । ନିର୍ବାଚନ କମିଶନଙ୍କ ଅନୁସାରେ ଯେଉଁ ସ୍ଥାନରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ ବା ସମସ୍ତ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା, ସେଠାରେ ନିର୍ବାଚନ ପାଇଁ ଏହି ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା…
Read More...

ପଂଚାୟତ ନିର୍ବାଚନରେ ସୋମରସ ବନାମ ଗୋରସ : ଭୋଟ୍ ପାଇଁ ଭଦ୍ରକ ଜିଲ୍ଲା ବନ୍ଧୁଗାଁରେ ପ୍ରାର୍ଥୀ ବାଂଟୁଛନ୍ତି କ୍ଷୀର

କନକ ବ୍ୟୁରୋ : ମଦ ବନାମ କ୍ଷୀର । ପଂଚାୟତ ନିର୍ବାଚନ ପାଇଁ ଚାଲିଛି ସରଗରମ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତା ଚଲାଇଛନ୍ତି ଜୋରଦାର ପ୍ରୟାସ । ଆଉ ପ୍ରଚାରର ମାଧ୍ୟମ ସାଜିଛି ମଦ । ବଡ ବଡ ନେତା ବି ଏହାକୁ ସମର୍ଥନ କରୁଛନ୍ତି । ହେଲେ ଏହାମଧ୍ୟରେ ସାମ୍ନାକୁ ଆସିଛି ପ୍ରଚାରର ନୂଆ…
Read More...

ନୈତିକତା ନା ଚାପ ! ଚଂଚକତା ଧରା ପଡିବା ପରେ ଚାପରେ କେନ୍ଦ୍ରାପଡା ବିଧାୟକ

କନକ ବ୍ୟୁରୋ : ଦୀର୍ଘ ୪ ଦିନର ବିବାଦ ପରେ ନେତା କହିଲେ ନୈତିକତାର କଥା । ଯିଏ ନିଜ ଧର୍ମପତ୍ନୀଙ୍କୁ ରାଜନୀତିରେ ପଦବୀଟିଏ ଯୋଗାଇ ଦେବାକୁ ନୀତି ନୈତିକତାକୁ ବଳି ଦେଇଥିଲୋ ସେହି ନେତା ଏବେ କହୁଛନ୍ତି ନିର୍ବାଚନ ଫଳ ଘୋଷଣା ପରେ ସ୍ତ୍ରୀ ଇସ୍ତଫା ଦେବେ । ବିଧାୟକ କିଶୋର ତରାଇଙ୍କ ଏହି…
Read More...

ସାଧାରଣତନ୍ତ୍ର ଦିବସରେ ଶକ୍ତି ଦେଖାଇଲା ସେନା : ଆକାଶର ଆକର୍ଷଣ ସାଜିଲେ ତ୍ରିଶୁଲ ଓ ତେଜସ

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜାତୀୟ ପତାକା ଉତ୍ତୋଳନକରିବା ପରେ ଉତ୍ସବମୁଖର ହୋଇପଡିଥିଲା ଦିଲ୍ଲୀର ରାଜପଥ । ଜାତୀୟ ସଂଗୀତ ବାଜିବା ମାତ୍ରେ ଦେଶପ୍ରୀତିର ଭାବରେ ସମସ୍ତେ ଯେମିତି ଭାବବିହ୍ୱଳ ହୋଇ ପଡୁଥିଲେ । ହେଲେ ସମସ୍ତଙ୍କ ଅପେକ୍ଷା ଥିଲା ରାଜପଥ ପରେଡରେ ପ୍ରଥମଥର ପାଇଁ…
Read More...