Browsing Category

ଜୀବନଚର୍ଯ୍ୟା

‘ଗ୍ରୀନ୍’ ଟି, ‘ବ୍ଲାକ୍’ ଟି ପରେ ଏବେ ମାର୍କେଟକୁ ଆସିଲା ‘ବ୍ଲୁ’ ଟି : କ୍ୟାନସର ସୃଷ୍ଟି କରୁଥିବା କୋଷକୁ କରେ ନଷ୍ଟ

କାହାକୁ ବା ଚା’ ପସନ୍ଦ ନୁହେଁ । ଦିନସାରା ଥକିଯିବା ପରେ କ୍ଷୀର, ଚିନିରେ ତିଆରି କଡା ଚା’ ମିଳିଗଲେ ମନ ଖୁସି ହୋଇଯାଏ । କିନ୍ତୁ ଆଜିକାଲି ଡାଏଟିସିଆନ୍ ଭଲ ସ୍ୱାସ୍ଥ୍ୟ ପାଇଁ ଗ୍ରୀନ୍ ଓ ବ୍ଲାକ୍ ଟି ର ମତାମତ ଦିଅନ୍ତି । ଔଷଧ ଭଳି ଦେଖାଯାଉଥିବା ଏହି ଚା’ କାହାକୁ ପସନ୍ଦ ଆସେନି । କିନ୍ତୁ ଭଲ…
Read More...

ରାତିରେ ଝାଳ ବାହାରିବା ସହ ଶରୀରରେ ଦେଖାଯାଉଛି କି ଏହି ୫ଟି ଲକ୍ଷଣ? ସାବଧାନ କ୍ୟାନସରରେ ପୀଡିତ ହୋଇପାରନ୍ତି ଆପଣ

କ୍ୟାନସର ରୋଗ ଏବେ ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଆଧୁନିକ ସମାଜରେ ପରିବର୍ତ୍ତିତ ଜୀବନ ଶୈଳୀ ହିଁ କ୍ୟାନସର ରୋଗର ମୂଳ କାରଣ । ଏହି ରୋଗ ପାଇଁ ଏବେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କ୍ୟାନସର ପାଇଁ ଏପଯ୍ୟନ୍ତ ଔଷଧ…
Read More...

ସାପ କାମୁଡିଥିଲେ ପ୍ରଥମେ କଣ କରିବେ ? ଡାକ୍ତରଖାନା ନେବା ପୂର୍ବରୁ ଆପଣାନ୍ତୁ କିଛି ଘରୋଇ ଉପଚାର , ବଂଚିଯାଇ ପାରେ…

ଜୀବମାନଙ୍କ ମଧ୍ୟରୁ ସାପ ସବୁଠାରୁ ଅଧିକ ବିଷାକ୍ତ ଜୀବ ଅଟେ ଏବଂ ଏହାର ନାଁ ଆସିବା ମାତ୍ରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥାଏ । ସାପ ନାଁ ଶୁଣିଲେ ଆତଙ୍କ ଖେଳିଯାଏ । ଗାଁ ହେଉ କିମ୍ବା ସହର ସମସ୍ତ ସ୍ଥାନରେ ସାପର ଭୟ ଲାଗିରହିଥାଏ । ସାପ କାମୁଡିବାର କିଛି କ୍ଷଣ ମଧ୍ୟରେ ଯଦି ଏହାର ସଠିକ…
Read More...

ଉପବାସ ଶରୀର ଉପରେ କ’ଣ ପ୍ରଭାବ ପକାଏ : ଆସନ୍ତୁ ଜାଣିବା

ସାଧାରଣତଃ ଶରୀରରୁ ବିଷାକ୍ତ ବା ଅନାବଶ୍ୟକ ଦ୍ରବ୍ୟ ନିଷ୍କାସନରେ ଏକ ବଡ଼ ଉପାୟ ହେଲା‘ଉପବାସ’ ବୋଲି ବିଶ୍ୱାସ ରହିଛି। ଉପବାସର ଭଲ ପ୍ରଭାବ ମନୁଷ୍ୟ ଶରୀର ଉପରେ ପଡ଼ିଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଉପବାସ ଶରୀରର କେତେକ କ୍ଷତି ମଧ୍ୟ କରିଥାଏ। ରୁଷୀୟ ଚିକିତ୍ସା ବିଜ୍ଞାନୀ ବ୍ଲାନ୍ଦିମିର୍…
Read More...

କେଶ ପାଚି ଧଳା ରଙ୍ଗ ହେଉଯାଉଛି କି ? ମହଙ୍ଗା ପ୍ରଡକ୍ଟ ଛାଡି ଆପଣାନ୍ତୁ ଏହି ଉପାୟ ସମସ୍ୟାରୁ ମୁକ୍ତି ପାଇବେ ।

କେଶ ଧଳା ହେବାକୁ ନେଇ ଏବେ ସମସ୍ତେ ଚିନ୍ତିତ । କାରଣ ଅଳ୍ପ ବୟସର ପିଲାଙ୍କର ବି କେଶ ପାଚିବାର ଦେଖା ଯାଉଛି । ଧିରେ ଧିରେ କଳା କେଶ ଧଳା ହୋଇଯାଉଛି । ଏଥିପାଇଁ ନିଜର ଡାଇଟିଂରେ ଏହି ଜିନିଷ ସବୁକୁ ସାମିଲ୍ କରନ୍ତୁ । ବାଦାମ – ବାଦାମରେ କପର ଓ ଭିଟାମିନ୍ –ଇ ପ୍ରଚୁର ପରିପମାଣରେ ଥାଏ ।…
Read More...

ମଣିଷ ଶରୀର ପାଇଁ ପାଣି ଅତ୍ୟନ୍ତ ଜରୁରୀ : ଶରୀରରେ ପାଣିର ଅଭାବ ହେଲେ ଅଣଦେଖା କରନ୍ତୁନି, ଜାଣନ୍ତୁ ଏହାର ଲକ୍ଷଣ

ଶରୀରରେ ଜଳୀୟ ଅଂଶ ଠିକ୍ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ । ମଣିଷ ଶରୀର ପ୍ରାୟ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲାଗେ ତେବେ ଅନେକ…
Read More...

ଭାତ ନା ରୁଟି ? ଡାଇବେଟିସ୍ ରୋଗୀଙ୍କ ପାଇଁ କ’ଣ ଭଲ ? ଜାଣନ୍ତୁ

ଡାଇବେଟିସ୍ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ । ଟାଇପ୍-୧ ଡାଇବେଟିସ୍ ରୋଗୀ ନିଜ ପାଇଁ ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ତିଆରି କରିପାରନ୍ତିନି, ଯେବେକି ଟାଇପ୍-୨ ଡାଇବେଟିସ୍…
Read More...

ଟାଇଟ୍ ଜିନ୍ସ ପିନ୍ଧିବାର ସଉକ୍ ରଖୁଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ : ହୋଇପାରେ ଏହି ଘାତକ ରୋଗ, ଜାଣନ୍ତୁ କ’ଣ

ଆଜିର ଆଧୁନିକ ଯୁଗରେ ଜିନ୍ସ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିବା ଏକ ସାଧାରଣ କଥା । ଯଦି ଜିନ୍ସର କଥା ହେବା ତେବେ ଏମିତି କେହି ନଥିବେ, ଯିଏ ଜିନ୍ସ ପିନ୍ଧୁନଥିବ । ବିଶେଷ କରି ଝିଅ ପିଲାଙ୍କ ଆଲମାରିରେ କିଛି ଥାଉ କି ନଥାଉ ଜିନ୍ସ ନିଶ୍ଚୟ ଥିବ । ଆପଣ ଏହା ବି ଦେଖିଥିବେ ଯେ ଅଧିକାଂଶ ଝିଅ ଟାଇଟ୍…
Read More...

କ୍ୟାନସରର ସବୁଠାରୁ ଶସ୍ତା ଉପଚାର: ମାତ୍ର ୨ରେ ହୋଇପାରିବ କ୍ୟାନସରର ମୂଳୋତ୍ପାଟନ

ଏପର୍ଯ୍ୟନ୍ତ ସାରା ଦୁନିଆରେ କ୍ୟାନସରର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବହିଗଲାଣି, କିନ୍ତୁ କୈାଣସି ବି ଔଷଧ ସମ୍ପୁର୍ଣ୍ଣ ରୂପେ କ୍ୟାନସରକୁ ମୂଳପୋଛ କରିବାରେ ଅସମର୍ଥ ସାବ୍ୟସ୍ତ ହୋଇଛି । ଏପର୍ପ୍ୟନ୍ତ ବଜାରରେ ଯେଉଁ ଔଷଧ ମହଜୁଦ୍ ଅଛି, ସେଇଟା କେବଳ କ୍ୟାନସରକୁ ବଢ଼ିବାରେ ରୋକେ…
Read More...

ମୌସୁମୀରେ ପିନ୍ଧୁଥିବା ମୋଜାରୁ ଦୁର୍ଗନ୍ଧ ବାହାରୁଛି କି ? ଆପଣାନ୍ତୁ ଏହି ଉପଚାର ସମସ୍ୟା ହେବ ଦୂର ।

ମୌସୁମୀର ପ୍ରଭାବରୁ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷା ଆସିବା କ୍ଷଣି ଗୋଟିଏ ସମସ୍ୟାର ଚିନ୍ତା ଲାଗିରହିଥାଏ । ସମସ୍ୟାଟି ହେଲା ଚାରିପଟେ ପାଣି ଥିବାରୁ ଗୋଡ ସବୁବେଳେ ଓଦା ରହିବା ସହ ପିନ୍ଧୁଥିବା ଜୋତା ଏବଂ ମୋଜା ମଧ୍ୟ ଓଦା ହୋଇଥାଏ । ମୋଜା ଓଦା ହେଲେ ମଧ୍ୟ ଶୀଘ୍ର ଶୁଖି ନଥାଏ ।…
Read More...