Browsing Category

ଜୀବନଚର୍ଯ୍ୟା

ଗବେଷଣାରୁ ଜଣାପଡିଲା ଜୀବଜନ୍ତୁଙ୍କ ପିଲାଙ୍କ ଫଟୋ ଦେଖିଲେ କମ୍ ହୋଇପାରେ ଆମିଷ ଖାଇବା ଇଚ୍ଛା : ଜାଣନ୍ତୁ କାହା ଉପରେ…

ପଶୁଙ୍କ ପିଲାଙ୍କ ଫଟୋ ଦେଖିଲେ ଲୋକଙ୍କ ଆମିଷ ଖାଇବା ଇଚ୍ଛା କମ୍ ହୋଇଥାଏ । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷଙ୍କ ମୁକାବିଲାରେ ମହିଳାଙ୍କ ଉପରେ ଏମିତି ଫଟୋର ଅଧିକ ପ୍ରଭାବ ପଡିଥାଏ । ପଶୁ ଅଧିକାର ସମୂହ ଅଧିକାଂଶ ସମୟରେ ବାଛୁରୀଙ୍କ ଫଟୋର ବ୍ୟବହାର କରନ୍ତି, କିନ୍ତୁ ଏହି ତଥ୍ୟର ଅଧିକ…
Read More...

ବାରମ୍ବାର ସେଲ୍ଫି ନେଉଥିବା ଓ ଏଡିଟିଙ୍ଗ ଆପ୍ ବ୍ୟବହାର କରୁଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ , ନଚେତ୍ ଏହି ମାନସିକ…

ବାରମ୍ବାର ସେଲ୍ଫି ନେବା ଓ ସୁନ୍ଦର ଦେଖାଯିବା ପାଇଁ ଫିଲ୍ଟର୍ସ ପ୍ରୟୋଗ କରି ଫଟୋର ଏଡିଟିଙ୍ଗ କରିବା କୌଣସି ସଉକ ନୁହେଁ ବରଂ ଏହା ଏବେ ମାନସିକ ରୋଗରେ ପରିଣତ ହେବାକୁ ଯାଉଛି । ଏକ ଗବେଷଣାରୁ ଯାହା ଜଣା ପଡିଛି ସ୍ନାପ ଚାର୍ଟ ଓ ଫେସଟ୍ୟୁନ ଭଳି ଆପକୁ ବ୍ୟବହାର କରି ସୋସିଆଲ ମିଡିଆରେ ଅଧିକ…
Read More...

ଏଣିକି ଶସ୍ତାରେ ହୋଇପାରିବ ଏଚଆଇଭି ରୋଗୀଙ୍କ ଚିକିତ୍ସା : ସାରା ଦେଶରେ ସ୍ଥାପିତ ହେବ ଆଣ୍ଟି-ରେଟ୍ରୋଭାଇରାଲ ସେଣ୍ଟର

ସଂସଦର ପ୍ୟାନେଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏଚଆଇଭି ସଂକ୍ରମିତଙ୍କ ପାଇଁ ସାରା ଦେଶରେ ଉପଚାର କେନ୍ଦ୍ର ସ୍ଥାପିତ କରିବା ଏବଂ ତାକୁ ଯୋଡିବା ପ୍ରକ୍ରିୟାରେ ଶୀଘ୍ରତା ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛନ୍ତି । ଏହା ଦ୍ୱାରା ଏଚଆଇଭି ପ୍ରଭାବିତ ରୋଗୀଙ୍କ ଚିକିତ୍ସା ପାଇଁ ଶସ୍ତା…
Read More...

ବନ୍ଧୁତ୍ୱ ଦିବସ ୨୦୧୮ : ଆପଣ ଫ୍ରେଣ୍ଡସିପ୍ ଡେ’ ପାଳୁଛନ୍ତି କି ? ଜାଣନ୍ତୁ ମହାଭାରତ ଓ ବାଇବେଲରେ ବନ୍ଧୁତାର…

କୁହାଯାଏ କି ବନ୍ଧୁମାନେ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ବନ୍ଧୁଙ୍କ ପାଇଁ ସମର୍ପିତ ବନ୍ଧୁତ୍ୱ ଦିବସର ଆରମ୍ଭ ବର୍ଷ ୧୯୩୦ରେ ସେବେ ହୋଇଥିଲା, ଯେତେବେଳେ ହାଲମାର୍କ କାର୍ଡସ୍ ର ସଂସ୍ଥାପକ ଜୋୟେସ ହାଲ ୨ ଅଗଷ୍ଟରେ ଲୋକଙ୍କ ସହ ଛୁଟି ନେଇକି ପାଳନ କଲେ । ଏହାପୂର୍ବରୁ ବନ୍ଧୁତା ନାମରେ…
Read More...

ବିନା ଖର୍ଚ୍ଚରେ କରନ୍ତୁ ହେୟାର ଷ୍ଟ୍ରେଟନିଂ । ଘରେ ପ୍ରସ୍ତୁତ କରନ୍ତୁ ମାସ୍କ

ଆଜିର ଦିନରେ ଲମ୍ବା କେଶ ସାଙ୍ଗକୁ ହେୟାର ଷ୍ଟ୍ରେଟନିଂ କରିବା ମହିଳାଙ୍କ ପାଇଁ ଏକ ଫ୍ୟାସନ ହୋଇଗଲାଣି । ତେଣୁ କେଶକୁ ସିଧା କରିବାକୁ ମହିଳାମାନେ ଘଂଟା ଘଂଟା ଧରି ପାଲରରେ ସମୟ ବିତାଉଛନ୍ତି । ଏଥିସହିତ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି…
Read More...

ଫୁଡ୍ ପଏଜନିଙ୍ଗ୍ ହେଉଥିଲେ ଆପଣାନ୍ତୁ ଏହି ସରଳ ଘରୋଇ ଉପଚାର ! ସମସ୍ୟା ହେବ ଦୂର ।

କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ ହେଉ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ଼୍ ପଏଜନିଙ୍ଗ୍ର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ ଏହି ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ। ତେବେ…
Read More...

କଷ୍ଟ ଦେଉଛି କି ତୁଣ୍ଡ ଘା’ ? ଜାଣନ୍ତୁ  କିପରି କରିବେ ଉପଚାର । 

ଅନେକ ସମୟରେ ପାଟିରେ ଘା’ ହୋଇଥାଏ । ଯେଉଁଥିପାଇଁ  ଖାଇବା ପିଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ତୁଣ୍ଡ ଘା’ର ଉପଚାର ପାଇଁ କିଛି ସହଜ ଉପାୟ ରହିଛି । ଯାହା ଆପଣ ନିଜେ ବ୍ୟବହାର କରି ଏହି ଘା’କୁ ଠିକ କରିପାରିବେ । ଭୋଜନ ସମୟରେ ଖାଇବା ଗରମ ଖାଦ୍ୟକୁ ଠିକ ଭାବେ ନ ଖାଇଲେ…
Read More...

କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଓ ଫାଇବର ଶରୀରକୁ ନିହାତି ଜରୁରୀ । ଜାଣନ୍ତୁ ଦିନକୁ କେତୋଟି ରୁଟି ଖାଇବା ଉଚିତ୍

ବେଳେବେଳେ ଲୋକ ଓଜନ କମାଇବା ପାଇଁ ଡାଏଟିଙ୍ଗ କରନ୍ତି, ସର୍ବପ୍ରଥମେ ଭୋଜନରେ ଯେଉଁ ଜିନିଷକୁ କମାନ୍ତି ତାହା ହେଉଛି ରୁଟିର ସଂଖ୍ୟା । କାର୍ବୋହାଇଡ୍ରେଟ୍ ଦ୍ୱାରା ଭରପୁର ଥିବା କାରଣରୁ ଲୋକଙ୍କୁ ଲାଗେ କି ରୁଟି ଖାଇବା ଦ୍ୱାରା ତାଙ୍କର ଓଜନ ବଢ଼େ ସେଥିପାଇଁ କାର୍ବୋହାଇଡ୍ରେଟ୍ କମାଇବା…
Read More...

ଆଜି ବିଶ୍ୱ ଫୁସଫୁସ କର୍କଟ ଦିବସ ! ଜାଣନ୍ତୁ କିପରି ହୋଇଥାଏ ଏହି ଭୟାବହ ରୋଗ ଏବଂ କେମିତି ରହିବେ ସଚେତନ ।

ଆଜି ହେଉଛି ବିଶ୍ୱ ଫୁସଫୁସ କର୍କଟ ଦିବସ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ଅଟେ । ୨୦୧୫ ମସିହାରେ ଏହି କର୍କଟ ରୋଗ ଯୋଗୁଁ ସମଗ୍ର ବିଶ୍ୱରେ ପାଖାପାଖି ୧୭ଲକ୍ଷ ମଣିଷଙ୍କର ପ୍ରାଣ ଯାଇଥିଲା । ଫୁସଫୁସ କର୍ଳଟରେ ଆକ୍ରାନ୍ତ ହେଲେ,…
Read More...

ନାଜାଲ ସ୍ପ୍ରେ ଠାରୁ ସାବଧାନ ରୁହନ୍ତୁ । ଏହାର ଅତ୍ୟଧିକ ପ୍ରୟୋଗ ଆପଣଙ୍କ ପାଇଁ ହୋଇପାରେ ଘାତକ

ଅନେକ ସମୟରେ ଆମ ନାକ ବନ୍ଦ ହୋଇ ଯାଇଥାଏ ବା ନାକରେ ମଇଳା ଜମି ଯାଇଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ । ଡାକ୍ତରଙ୍କ ପରାମର୍ଶକ୍ରମେ…
Read More...