Browsing Category

ଜୀବନଚର୍ଯ୍ୟା

ପ୍ରତିଦିନ ଖାଆନ୍ତୁ ଗୋଟିଏ ସେଓ ! ରହିଛି ଅନେକ ଔଷଧୀୟ ଗୁଣ, ଶାରୀରିକ ସମସ୍ୟାରୁ ମିଳିଥାଏ ମୁକ୍ତି ।

ସେଓଫଳ ଖାଇବା ଶରୀର ପାଇଁ କେତେ ଲାଭଦାୟକ ତାହା ଲୋକମାନେ ଜାଣି ମଧ୍ୟ ନିଜ ପ୍ରତିଦିନର ଖାଦ୍ୟରେ ତାକୁ ସାମିଲ କରନ୍ତି ନାହିଁ । କିଛି ଲୋକ ଚାହିଁ ଖାଇ ପାରୁ ନଥିବା ବେଳେ କିଛି ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ପ୍ରତିଦିନ ଗୋଟେ ସେଓ ଫଳ ଖାଇବା ଦ୍ୱାରା ଶରୀରକୁ ମିଳୁଥିବା…
Read More...

ଘରେ ଲାଗୁଛି କି ଜନ୍ଦା,ପିମ୍ପୁଡିଙ୍କ ଲମ୍ବା ଲାଇନ୍ ? ଏହି ସମସ୍ୟାରୁ ବର୍ତ୍ତିବା ଆପଣାନ୍ତୁ କିଛି ସରଳ ଟିପ୍ସ ।

ବର୍ଷାଦିନେ ଘରେ କିମ୍ବା ବଗିଚାରେ ଜନ୍ଦା ଏବଂ ପିମ୍ପୁଡିଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥାଏ । ଯାହା ପାଇଁ ନାହିନଥିବା ଅସୁବିଧାର ସାମ୍ମା କରିବାକୁ ପଡେ । ଘରକୁ କେହି ଅତିଥି ଆସିଲେ ଅସହଜ ଭଳି ମନେ ହୁଏ ଏବଂ ଘରେ ରଖିଥିବା ଜଳଖିଆ ହେଉ କିମ୍ବା ମିଠେଇ,ନମକିନ୍ ଜଲଦି ଖରାପ ହୋଇଯାଏ । ତେବେ…
Read More...

ଟାଇଫଏଡ୍ ରୋଗରେ ପୀଡିତ ବ୍ୟକ୍ତିଙ୍କୁ କ’ଣ ଖାଇବା ଉଚିତ୍ ଜାଣନ୍ତୁ ।

ବ୍ୟାକ୍ଟେରିଆ ସାଲମୋନେଲା ଟାଇଫି ମଣିଷ ଶରୀରକୁ ପ୍ରବେଶ କଲେ ଟାଇଫଏଡ଼୍ ଭଳି ସମସ୍ୟା ଦେଖାଯାଇଥାଏ । ଏହି ବ୍ୟାକ୍ଟେରିଆ ଜମା ହୋଇଥିବା ପାଣି, ଦୂଷିତ ଅଞ୍ଚଳ ଏବଂ ଦୂଷିତ ଖାଦ୍ୟରେ ରହିଥାଏ । ଏହି ରୋଗ ସଂକ୍ରାମକ ହୋଇଥିବା ବେଳେ ବର୍ଷାଦିନେ ଏହା ଅଧିକ ହେବାର ସମ୍ଭାବନା ରହିଥାଏ । ଏହି ରୋଗ…
Read More...

ଭିଟାମିନ୍ ବି-୧୨ ଶରୀର ପାଇଁ ନିତାନ୍ତ ଆବଶ୍ୟକ : ଏହାର ଅଭାବରେ ଦେଖାଯାଉଥିବା ଲକ୍ଷଣ ବିଷୟରେ ହୁଅନ୍ତୁ ସଚେତନ

ଭିଟାମିନ୍ ବି-୧୨କୁ କୋବାଲାମିନ୍ ମଧ୍ୟ କୁହାଯାଏ । ଏହା ଏକ ମହତ୍ୱପୂର୍ଣ୍ଣ ଜଳ ଦ୍ରବଣୀୟ ଭିଟାମିନ୍ । ଭିଟାମିନ୍ ବି-୧୨ ଶରୀରର ଫ୍ୟାଟକୁ ଉର୍ଜ୍ଜାରେ ବଦଳାଇଥାଏ। ଏହା ଆପଣଙ୍କ ଲୋହିତ ରକ୍ତ କଣିକା ଓ ଡିଏନଏର ଉତ୍ପାଦନରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହା ସହିତ ଆପଣଙ୍କ ସ୍ନାୟୁ…
Read More...

ଶରୀରରେ ଏହି ସବୁ ଲକ୍ଷଣ ଦେଖାଯାଉଛି କି ? ଆପଣ ସ୍ତନକର୍କଟରେ ପୀଡିତ ନାହାନ୍ତି ତ ?

ସ୍ତନ କର୍କଟ ଏକ ଏମିତି ରୋଗ ଯାହା ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ମୃତ୍ୟୁ ମୁଖକୁ ନେଇ ଯାଇଥାଏ। ଯଦିଓ ଏହି ସମସ୍ୟା ଏବେ ପୁରୁଷମାନଙ୍କ ଭିତରେ ଦେଖାଯାଉଛି, କିନ୍ତୁ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇଥାଏ । ବଦଳୁଥିବା ଜୀବନଚର୍ୟ୍ୟା ଏବଂ ଖାଇବା ପିଇବାର ସମୟ…
Read More...

ହୃଦରୋଗର ଆଶଙ୍କାକୁ ଜାଣିବା ପାଇଁ ଆସିଲା ନୂଆ ଡିଭାଇସ୍ : ହୃଦୟ ରୋଗର ଅନୁମାନ ଲଗାଇପାରିବ ‘ହେଲଥ୍ କାଲକ୍ୟୁଲେଟର୍’

ବୈଜ୍ଞାନିକମାନେ ହୃଦୟ ରୋଗର ଆଶଙ୍କାକୁ ଜାଣିବା ପାଇଁ ନୂଆ ଅନଲାଇନ୍ ‘ହେଲଥ କାଲକ୍ୟୁଲେଟର୍’ ର ବିକାଶ କରିଛନ୍ତି । ଏହି କାଲକ୍ୟୁଲେଟର ସାହାଯ୍ୟରେ ଜଣାପଡିବ ଯେ, କୈାଣସି ବ୍ୟକ୍ତି କେତେବେଳେ ହୃଦରୋଗର ପରିସରକୁ ଆସିବ ? କାନାଡାର ଓଟାୱା ହସପିଟାଲର ବରିଷ୍ଠ ବୈଜ୍ଞାନିକ ଡି ମାନୁଅଲ କହିଛନ୍ତି…
Read More...

କେବଳ ସ୍ୱାଦରେ ହିଁ ନୁହେଁ ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ ରସଗୋଲା : ଜଣ୍ଡିସ୍ ଠାରୁ ଆରମ୍ଭ କରି ହାଡକୁ ମଜବୁତ୍…

ସ୍ୱାଦିଷ୍ଟ ମିଠା ତ ବହୁତ ଗୁଡାଏ ଥାଏ, କିନ୍ତୁ ରସଗୋଲାର ମହତ୍ୱ ଅଲଗା । ସାଧାରଣତଃ ରସଗୋଲା ପ୍ରତ୍ୟେକଙ୍କୁ ବହୁତ ପସନ୍ଦ ହୋଇଥାଏ । କିନ୍ତୁ ସ୍ୱାସ୍ଥ୍ୟକୁ ନେଇ ସଜାଗ ରହୁଥିବା ଅଧିକାଂଶ ଲୋକ ଏହା ଭାବି ରସଗୋଲା ଠାରୁ ଦୂରେଇ ରୁହନ୍ତି କି ତାଙ୍କ ସ୍ୱାସ୍ଥ୍ୟ ଉପରେ ଭାରି ନପଡିଯାଏ । କିନ୍ତୁ…
Read More...

ଖାଦ୍ୟ ହଜମ ନହେବା ସମସ୍ୟାର ସମାଧାନ ଚାହୁଁଛନ୍ତି କି? ଏହି ସରଳ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ । 

ହଜମ ନହେବା ଆଜିକାଲି ପିଢ଼ି ପାଇଁ ଏକ ସାଧାରଣ ସମସ୍ୟା। ଖଇବାରେ ଏପଟ ସେପଟ ଓ ଶୋଇବାରେ କୌଣସି ଠିକ୍ ଠିକଣା ନଥିବା ହେତୁ ଆଜିକାଲି ଅଧିକାଂଶ ଲୋକଙ୍କର ଉତ୍ତମ ହଜମ ହେଉନାହିଁ। ଖାଦ୍ୟ ଯଦି ଠିକ୍ ଭାବେ ହଜମ ନହୁଏ ତେବେ ନାନା ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ମାତ୍ର ଆପଣ ଖାଦ୍ୟ ଗ୍ରହଣ…
Read More...

ଡେଙ୍ଗୁ ଜ୍ୱରରୁ ବଞ୍ଚିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ ଆପଣାନ୍ତୁ ଏହି ଗୋଟିଏ ଘରୋଇ ଉପଚାର , ଆପଣଙ୍କ ପାଖ…

ମଶାମାନଙ୍କ ଉପଦ୍ରବ କାରଣରୁ ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ଡେଙ୍ଗୁ ଏବଂ ଚିକେନଗୁନିଆ ଏଭଳି ଏକ ରୋଗ ଯାହା ମଣିଷ ଶରୀରକୁ ଦୁର୍ବଳ କରିଦେଇଥାଏ । ଡାକ୍ତରଙ୍କ କହିବାନୁସାର ଏହି ରୋଗରେ ଶରୀରରୁ ପ୍ଲେଟଲେଟସ୍ କମିଯାଉଥିବାରୁ ଠିକ୍ ସମୟରେ ଚିକିତ୍ସା ନକଲେ…
Read More...

ଏହି ୫ ଟି ଖାଦ୍ୟ ଶରୀରର ହାଡକୁ ନଷ୍ଟ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ ! ଆପଣ ମଧ୍ୟ ଏହି ଖାଦ୍ୟ ଖାଉନାହାନ୍ତି ତ ? 

ଶରୀରର ହାଡ଼କୁ ମଜଭୁତ ରଖିବା ପାଇଁ ଆମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଆବଶ୍ୟକ ହୋଇଥାଏ। କିନ୍ତୁ ଦିନ ସାରା ଆମେ ବହୁ ଏମିତି ଖାଦ୍ୟ ଖାଇଥାଉ ଯାହା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍…
Read More...