Browsing Category

ଜୀବନଚର୍ଯ୍ୟା

ମାତ୍ର ୧୦ ଟଙ୍କାରେ କମାଇପାରିବେ ଶରୀରର ଓଜନ । ଜାଣନ୍ତୁ କିପରି……..

ଜିମ ଯାଇ ମୋଟାପଣ କମାଇବା ପାଇଁ ପ୍ରତିମାସ ଲୋକେ ୩ରୁ ୪ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ଆପଣ ପ୍ରତିଦିନ ମାତ୍ର ଅଧ ଘଂଟା ଚଲାବୁଲା ଏବଂ କିଛି ସହଜ ତରିକା ଆପଣାନ୍ତି ତେବେ ଆପଣଙ୍କ ଓଜନ କମିବା ଖୁବ୍ ସହଜ ହୋଇଯିବ । ତେବେ ଆଖୁ ରସ ପିଇ ଆପଣ ଅତି ସହଜରେ ଓଜନ କମାଇପାରିବେ । କାରଣ ଏହା…
Read More...

ସୋୟାବିନକୁ କରନ୍ତୁ ଖାଦ୍ୟରେ ସାମିଲ : ମଧୁମେହ ଓ ହୃଦରୋଗ ଦୂର ହେବା ସହିତ ମିଳିବ ଆହୁରି ଫାଇଦା

ସୋୟାବିନରେ ଏକାଧିକ ପୌଷ୍ଟିକ ଉପାଦାନରେ ଭରପୂର ରହିଥାଏ। ସୋୟାବିନରେ ଥିବା ଭିଟାମିନ୍ କେ, ବି୬, ଭିଟାମିନ୍ ସି, ଲୌହସାର, ମାଙ୍ଗାନିଜ୍, କ୍ୟାଲସିୟମ୍, ତନ୍ତୁ ଓ ଆଣ୍ଟିଅକସିଡାଣ୍ଟ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।ସୋୟାବିନକୁ ମାଂସ ଓ ଦୁଗ୍ଧଜାତ ପଦାର୍ଥର ବିକଳ୍ପ…
Read More...

ବର୍ଷାଋତୁରେ ଦେଖାଯାଉଛି କି କେଶ ଝଡିବା ସମସ୍ୟା ? ବ୍ୟବହାର କରନ୍ତୁ ଅଦା ସମସ୍ୟା ଦେଖାଯିବ ନାହିଁ ।

ସାଧାରଣତଃ ଶୀତ ଋତୁ ଓ ବର୍ଷା ଋତୁର ମଜାନେବାକୁ ଯାଇ ଲୋକେ ଅଦା ପକା ଚା’ ପିିଇଥା’ନ୍ତି। କାରଣ ଏହା ଏହି ଋତୁର ମଜାକୁ ଅଦା ଚା’ ଦ୍ୱିଗୁଣିତ କରିଦେଇଥାଏ। କେବଳ ଯେ ଚା’ ତାହା ନୁହେଁ, ଅନେକ ପ୍ରକାରର ବ୍ୟଞ୍ଜନରେ ମଧ୍ୟ ଆମେ ଅଦାର ବ୍ୟବହାର କରିଥାଉ।ଯାହାକି ଖାଦ୍ୟର ସ୍ୱାଦକୁ ବଦଳାଇଦେଇଥାଏ।…
Read More...

ବଜାରରେ ମିଳୁଛି ନକଲି କ୍ଷୀର, ପେଟକୁ ଯିବା କ୍ଷଣି ହୋଇଯାଉଛି ଜହର । ବିନା ପ୍ୟାକେଟ ଖୋଲି ଏଭଳି ଜାଣନ୍ତୁ ଅସଲି ଓ ନକଲି…

ଅପମିଶ୍ରିତ ହୋଇପଡିଛି ସଂପୂର୍ଣ୍ଣ ସହର । ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା ଆଜିର ଏହି ସଭ୍ୟସମାଜ ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ରହୁଛନ୍ତି ଲିପ୍ତ । ତେବେ ଏଥିରେ ବଜାରରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ବି ସାଲିମ । ଟଙ୍କା ଲୋଭରେ ଲୋକେ ଏତେ ଅନ୍ଧ ହୋଇପଡିଛନ୍ତି କି,…
Read More...

ଏହି ଗୋଟିଏ ଉଦାହରଣ ଦେଇ ପିଲାଙ୍କୁ ବୁଝାନ୍ତୁ ଭଲ ଓ ଖରାପ ସ୍ପର୍ଶ ମଧ୍ୟରେ ଫରକ୍ ! ୧୦୯୮ରେ କଲ କରିବା କ୍ଷଣି ତୁରନ୍ତ…

କୋମଳମତି ଶିଶୁଙ୍କ ସହ ହେଉଥିବା ନିର୍ଯ୍ୟାତନା ତଥା ଷଦୁଷ୍କର୍ମ ଭଳି କୁତ୍ସିତ ଘଟଣାରୁ ଜଣା ପଡିଯାଉଛି କି, ସେମାନଙ୍କୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିବିଶେଷ ବାହାର କୌଣସି ବ୍ୟକ୍ତି ନୁହଁନ୍ତି ବରଂ କେହି ପରିଚିତ ଲୋକ ହିଁ ହୋଇଥାନ୍ତି । ଯାହାଙ୍କ ମିଠା ମିଠା କଥାରେ ଛୋଟପିଲା ଅତି ସହଜରେ…
Read More...

ମ୍ୟାଲେରିଆ ପ୍ରକୋପରୁ କେମିତି ବଞ୍ଚିବେ ଜାଣିଛନ୍ତି କି ? ମନେରଖନ୍ତୁ କିଛି ଉପଚାର କାମରେ ଲାଗିପାରେ ।

ଆମ ଦେଶରେ କୋଟି କୋଟି ସଂଖ୍ୟାରେ ମ୍ୟାଲେରିଆରେ ପୀଡ଼ିତ ଲୋକ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଯେଉଁଠି ଛୋଟ ପିଲା ଯାହାର ବୟସ ୫ ବର୍ଷରୁ କମ ତାଙ୍କ ସଂଖ୍ୟା ସବୁଠାରୁ ଅଧିକ ଥାଏ । ମ୍ୟାଲେରିଆ ଏକ ଗମ୍ଭୀର ରୋଗ । ମ୍ୟାଲେରିଆରେ ଠିକ ସମୟରେ ଚିକିତ୍ସା ନକରାଇଲେ ଆପଣ ମୃତ୍ୟୁ…
Read More...

ଏଚଆଇଭି ଠାରୁ ମଧ୍ୟ ଅଧିକ ବିପଦଜନକ ରୋଗ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ । ଜାଣି ରଖନ୍ତୁ…

ଅସୁରକ୍ଷିତ ଯୈାନ ସମ୍ବନ୍ଧ ରଖିବା ଦ୍ୱାରା ଏଚଆଇଭି ବ୍ୟତୀତ କେତେକ ଅନ୍ୟ ବିପଦଜନକ ଦୂରାରୋଗ୍ୟ ରୋଗ ହୋଇପାରେ । ଏହି ସମୟରେ ମାଇକ୍ରୋପ୍ଲେଜମା ଜେନିଟେଲିୟମ ନାମକ ଏକ ରୋଗ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏଚଆଇଭି ଭଳି ଏହି ରୋଗ ମଧ୍ୟ…
Read More...

ହୁସିଆର ! ଏବେ ଗବେଷଣାରୁ ଜଣାପଡିଛି ଲଙ୍କାଗୁଣ୍ଡରୁ ମଧ୍ୟ ହେଉଛି କ୍ୟାନ୍ସର । 

ସମସ୍ତଙ୍କୁ ଜଣା ଧୂମପାନ ଓ ମଦ୍ୟପାନ ଯୋଗୁଁ ଅନେକ ଲୋକ କର୍କଟ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏବେ ଗବେଷଣାରୁ ଜଣାଯାଇଛି ଯେ ଆପଣଙ୍କର ରୋଷେଇ ଘରେ ଥିବା ଲଙ୍କା ଗୁଣ୍ଡ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ। ଗୁଜୁରାଟ ଫୋରେନସିକ୍ ସାଇନ୍ସ ୟୁନିଭରର୍ସିଟି(ଜି ଏଫ୍ ଏସ ୟୁ) ଦ୍ୱାରା…
Read More...

ଓଡିଶା ମୁହାଁ ନିପା ଭାଇରସ୍ ! ଆପଣଙ୍କ ଘରେ ବି ଥାଇପାରେ ଏହି ରୋଗର ଭୂତାଣୁ, ଏଭଳି କରନ୍ତୁ ଚିହ୍ନଟ ଓ ଘରୋଇ ଉପାୟରେ…

ଦିନକୁ ଦିନ ଅଣାୟତ ହେବାରେ ଲାଗିଲାଣି ନିପା ଭାଇରସ୍ । ପ୍ରତିଦିନ ଏହି ଭାଇରସ ନିଜ କାୟ ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ଏପରିକି ଏହି ଭାଇରସ ଏବେ ଓଡିଶାରେ ମଧ୍ୟ ଦେଖାଦେଲାଣି । କଟକ ଏସସିବି ବଡ…
Read More...

କୁକୁର କାମୁଡିବା ଦ୍ୱାରା ତୁରନ୍ତ କରନ୍ତୁ ଏହି ଗୋଟିଏ ଉପଚାର ! ଶରୀର ସାରା ବ୍ୟାପି ପାରିବନି ଟିକିଏ ବି ଜହର

ସାଧାରଣତଃ ବୁଲା କୁକୁରଙ୍କ ମଧ୍ୟରେ ଅନେକ ପ୍ରକାରର ରୋଗଜୀବାଣୁମାନ ଭରି ରହିଥାନ୍ତି । ଅନେକ ସମୟରେ ଆମେ ବାହାରେ ବୁଲୁଥିବା ବେଳେ ହଠାତ୍ କୁକୁର କାମୁଡି ଦେଇଥାଏ । ଯାହାଦ୍ୱାରା ବହୁତ ଯନ୍ତ୍ରଣା ହୋଇଥାଏ । ବୁଲା କୁକୁର କାମୁଡିବା ଦ୍ୱାରା Rabies insect ଶରୀର ମଧ୍ୟକୁ ଚାଲି ଆସିଥାଏ ।…
Read More...