Browsing Category

ଜୀବନଚର୍ଯ୍ୟା

ଜିରା ଓ ଗୁଡ ମିଶ୍ରିତ ପାଣି କରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର : ମୁଣ୍ଡ ବ୍ୟଥା, ପେଟ ଯନ୍ତ୍ରଣା ବ୍ୟତୀତ ଆହୁରି…

ଗୁଡ ଓ ଜିରା ଏଭଳି ଦୁଇଟି ସାମଗ୍ରୀ,ଯାହା ଆମର ରୋଷେଇ ଘରେ ଥାଏ। ଜିରା ଏକ ମସଲା ଭାବେ ବ୍ୟବହୃତ ହୋଇଥାଏ। ଅନ୍ୟ ପକ୍ଷରେ ଗୁଡକୁ ଆମେ ଖଟାରେ ପ୍ରୟୋଗ କରିଥାଉ। ଏପରିକି ଚୁଡାରେ ଗୁଡ ମିଶାଇ ଖାଇଥାଉ। ଜିରା ଓ ଗୁଡର ମିଶ୍ରିତ ପାଣିକୁ ପିଇଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହେ ନାହିଁ।…
Read More...

ଭାଙ୍ଗ କରିବ କ୍ୟାନସରର ମୁକାବିଲା : ଭାଙ୍ଗ ପତ୍ରରୁୁ ତିଆରି ହେବ ଔଷଧ । ଏମ୍ସର ରୋଗୀଙ୍କ ଉପରେ ହେବ ଉପଯୋଗ 

କର୍କଟ ରୋଗ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଏହାର ନିରାକରଣ ପାଇଁ ବିଭିନ୍ନ ଗବେଷଣା ଓ ଅଧ୍ୟୟନ ହେଉଛି। ତେବେ କର୍କଟ ରୋଗ ଯନ୍ତ୍ରଣା କମାଇବା ପାଇଁ ଏବେ ଭାରତୀୟ ବୈଜ୍ଞାନିକମାନେ ଭାଙ୍ଗରୁ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଭାଙ୍ଗ ଏକ ନିଶାଦ୍ରବ୍ୟ ଏବଂ ଏହା ମଧ୍ୟ…
Read More...

ଅଧ୍ୟୟନରୁ ହେଲା ଖୁଲାସା । ଲିଭର ଓ କିଡନୀକୁ ଖରାପ କରିପାରେ କ୍ଷୀର ! ଜାଣନ୍ତୁ କେମିତି ?

ଯଦି କ୍ଷୀରରେ ଅପମିଶ୍ରଣ ହୋଇଛି, ତେବେ ଏହା ଲିଭର ଓ କିଡନୀକୁ ଖରାପ କରିପାରେ । ଚିକିତ୍ସକଙ୍କ କହିବାନୁସାରେ, ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ଭଳି ବିପଦଜନକ ରୋଗର ଶିକାର ହୋଇପାରନ୍ତି । ଭାରତୀୟ…
Read More...

ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି କି ? ଆଣ୍ଟିବାୟୋଟିକ୍ କମ୍ କରିବାକୁ ଡାକ୍ତର ବି ଦେଉଛନ୍ତି ପରାମର୍ଶ ।…

ଆଣ୍ଟିବାୟୋଟିକ୍ ଏକ ଗ୍ରୀକ୍ ଶବ୍ଦ, ଯାହା ଆଣ୍ଟି ଓ ବାୟୋସ୍ ମିଶି କି ହୋଇଛି । ଆଣ୍ଟି ର ଅର୍ଥ ‘ବିରୋଧ’ ଓ ‘ବାୟୋସ’ ର ଅର୍ଥ ଜୀବାଣୁ । ଅର୍ଥାତ୍ ବ୍ୟାକ୍ଟେରିଆକୁ ବିରୋଧ କରୁଥିବା ଜିନିଷ । ଏହା ଜୀବାଣୁର ବିକାଶକୁ ରୋକେ । ବ୍ୟାକ୍ଟେରିଆର ସଂକ୍ରମଣକୁ ରୋକି ତାହାର ଉପଚାରରେ ସହାୟକ ହୁଏ ।…
Read More...

ଘନ କେଶ ପାଇବା ପାଇଁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ଭେଣ୍ଡି . . . . .

ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜି କାଲି ଝିଅମାନେ ପାର୍ଲର ଯିବାସହ ପ୍ରାକୃତିକ ଉପଚାର ଆପଣାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ଆପଣ ୟୁଟ୍ୟୁବ୍ ଓ ନେଟରେ ବହୁତ ବ୍ୟୁଟି ବ୍ଲଗ ଦେଖୁଥିବେ । ଆଉ ସେସବୁ ଦେଖି ଅନେକ ଘରୋଇ ଉପଚାର ମଧ୍ୟ ଆପଣାଉଥିବେ । ତେବେ ଭେଣ୍ଡିକୁ ଆପଣ ଏକ ପରିବା ରୂପେ ଜାଣନ୍ତି…
Read More...

ଶୀତୁଆ ସକାଳରେ କଅଁଳ ଖରାରେ ବସିଲେ ମିଳିବ ଏହିସବୁ ଫାଇଦା

କନକ ବ୍ୟୁରୋ : ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ଯାଇ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ…
Read More...

ଅଧକପାଳି ସମସ୍ୟାର ସମାଧାନ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ! ମୁଣ୍ଡବ୍ୟଥାରୁ ପାଇବେ ନିସ୍ତାର ।

ଅନେକ ଲୋକଙ୍କ ଠାରେ ଅଧକପାଳି ସମସ୍ୟା ଦେଖାଦିଏ । ଯାହା ବହୁତ ଲମ୍ବା ସମୟ ଧରି ଚାଲେ । ଅଧକପାଳିର କୌଣସି ଚିକିତ୍ସା ନାହିଁ କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଯାହାକୁ ଅଧକପାଳି ହୁଏ ତାଙ୍କୁ ବହୁତ ଜୋରରେ ମୁଣ୍ଡବ୍ୟଥା ହୁଏ, ଯାହା ବହୁତ ଅସହ୍ୟ । ତେବେ ଏହି ମୁଣ୍ଡବ୍ୟତା କେବଳ…
Read More...

ଶୀତଦିନେ ଗରମ ଲେମ୍ବୁ ପାଣିର ସେବନ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକାରକ ? ଜାଣନ୍ତୁ ।

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
Read More...

ସାବଧାନ ! ଧୂପକାଠିର ସୁଗନ୍ଧରେ ରହିଛି ଅନେକ ଘାତକ କଣିକା । ମୃତ୍ୟୁର କାରଣ ମଧ୍ୟ ହୋଇପାରେ 

ପୂଜାର୍ଚ୍ଚନା କଲାବେଳେ ଧୂପକାଠି ଜାଳିବା ଭାରତରେ ଏକ ପୁରାତନ ପରମ୍ପରା ଭାବେ ଚାଲି ଆସୁଛି। ଧୂପକାଠିରୁ ସୁଗନ୍ଧ ବାହାରୁଥିବାରୁ ଭାରତୀୟମାନେ ନିଜ ଘରକୁ ସୁଗନ୍ଧିତ କରିବା ପାଇଁ, ଧ୍ୟାନ କରିବା ଓ ପୂଜା କରିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏଥିରେ ରହିଥାଏ ଅନେକ ଘାତକ କଣିକା…
Read More...

କେଶ ପାଇଁ ମହୌଷଧି ଭଳି କାମ କରେ ତୁଳସୀ ପତ୍ର ! ଝଡୁଥିବା କେଶରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଥରେ ବ୍ୟବହାର କରି…

ଭାରତରେ ତୁଳସୀକୁ ପବିତ୍ର ଗଛ ବୋଲି ଭାବି ଲୋକମାନେ ଏହାର ପୂଜା କରିଥାନ୍ତି । ତୁଳସୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟି-ଇନଫ୍ଲେମେଣ୍ଟ୍ରି ଗୁଣ ରହିଥାଏ,ଯାହାଦ୍ୱାରା ତୁଳସୀର ସେବନ ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ? ଶରୀରକୁ ସୁସ୍ଥ ରଖିବା ସହ ଏହା କେଶ ଜନିତ…
Read More...