Browsing Category

ଜୀବନଚର୍ଯ୍ୟା

ଚାକିରି କରୁଛନ୍ତି କି ? ଆପଣାନ୍ତୁ ୫ଟି ଟିପ୍ସ, ଦିନସାରା ତାଜା ଅନୁଭବ କରିବେ . . .

ଆଜିକାଲି ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ କର୍ମଜୀବି । ଖାଲି ବସି ନରହି ସମସ୍ତେ କିଛି ନାଁ କିଛି କାମ କରିବା ପାଇଁ ପସନ୍ଦ କରୁଛନ୍ତି । ତେବେ କର୍ମବ୍ୟସ୍ତତା ମଧ୍ୟରେ ଅନେକ ଲୋକ ନିଜର ଧ୍ୟାନ ନେବାକୁ ଭୁଲିଯାଉଛନ୍ତି । ଘର ଓ ଅଫିସ କାମ ମଧ୍ୟରେ ଅନେକ ତ୍ୱଚା ପ୍ରତି ଧ୍ୟାନ ଦେବାକୁ ଭୁଲି…
Read More...

ତ୍ୱଚାକୁ ଦିଅନ୍ତୁ ନୂଆ ଚମକ ! ବାହାରକୁ ଯିବା ପୂର୍ବରୁ ଆପଣାନ୍ତୁ କିଛି ଘରୋଇ ଉପଚାର ।

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମହିଳା ବା ପୁରୁଷ ସମସ୍ତେ ପ୍ରାକୃତିକ ଉପଚାରକୁ ପ୍ରୟୋଗ ନକରି ବଜାରରେ ବିକ୍ରିହେଉଥିବା ପ୍ରସାଧନ ସାମଗ୍ରୀକୁ ଅଧିକ ବ୍ୟବହାର କରୁଛନ୍ତି । ଏଗୁଡିକର ଦାମ ବେଶି ହେଲେ ବି ଏହାକୁ ବ୍ୟବହାର କରିବାକୁ ଲୋକମାନେ ଅଧିକ ଆଗ୍ରହ ଦେଖାଉଛନ୍ତି । ଏହା ବେଳେବେଳେ ଆମ…
Read More...

କୋଷ୍ଠକାଠିନ୍ୟ ସମସ୍ୟାରେ ପିଡୀତ କି ! ଜାଣନ୍ତୁ ମୁକ୍ତି ପାଇବେ କିପରି

ଅଦା ସ୍ୱାସ୍ଥ୍ୟ ପାଇଁ ହିତକର । ଅଦାକୁ ଥଣ୍ଡା ବା ଶୀତ ଦିନେ ପ୍ରାୟ ଲୋକ ଖାଇଥାନ୍ତି । ଚା’ରେ ଅଦାକୁ ମିଶାଇ ପିିଇବା ଦ୍ୱାରା ଆରାମ ଲାଗିଥାଏ । ଶୀତ ଋତୁରେ ଅଦା ଖାଇବା ଦ୍ୱାରା ଥଣ୍ଡା ଜ୍ୱର, କଫ ଭଳି ସମସ୍ୟା ଦୂର ହୋଇଥାଏ । ଅଦାରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲସିୟମ ରହିଛି…
Read More...

ଓଜନ କମାଇବାର ଫର୍ମୂଲା । ଆସୁଛି ନୂଆ ମହୌଷଧୀ, ମନପସନ୍ଦର ଖାଦ୍ୟ ଖାଇବାରେ ଲାଗିବନି ବ୍ରେକ

ଶରୀରର ଓଜନକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ । କିପରି ଓଜନ କମିବ ସେନେଇ ବିଭିନ୍ନ ଉପାୟ ଆପଣାଇଥାନ୍ତି ଲୋକ । ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା କମାଇ ଦେଇଥାନ୍ତି ବା ଭୋକରେ ରହିଥାନ୍ତି । କିନ୍ତୁ ଏହାପାଇଁ ମଧ୍ୟ ମହୋଷଧି ବଜାରକୁ ଆସିଛି । ବୈଜ୍ଞାନିକ ମାନେ…
Read More...

ଜିମ ନଯାଇ ବି ରହିପାରିବେ ଫିଟ୍ । ପୁରୁଷମାନଙ୍କ ପାଇଁ  କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ  

ସମସ୍ତଙ୍କ ଉପରେ କାମର ଚାପ ରହିବା ସ୍ୱାଭାବିକ କଥା । ଆଜିକାଲି ଏହା ଏକ ସାଧାରଣ ଘଟଣା । ଯାହା ଦ୍ୱାରା ନିଜେ ମଧ୍ୟ ଶରୀରର ଯତ୍ନ ନେବାକୁ ମଧ୍ୟ ସମୟ ହୁଏନାହିଁ । କାର୍ଯ୍ୟବ୍ୟସ୍ତତା ଯୋଗୁ  ଖାଦ୍ୟପେୟ  ପ୍ରତି ଦୃଷ୍ଟି ଦେବାରେ ମଧ୍ୟ ସମସ୍ତେ ଅବହେଳା କରନ୍ତି । ତେଣୁ ଶରୀରର ଆକୃତିରେ ମଧ୍ୟ…
Read More...

ବିବାହ ପୂର୍ବରୁ ଝିଅକୁ କିଛିକଥା ଲୁଚାଇଥାଆନ୍ତି ବାପାମାଆ । ଜାଣନ୍ତୁ କାହିଁକି ?  

ପ୍ରତ୍ୟେକ ପିତା ମାତା ଚାହାଁନ୍ତି ତାଙ୍କ ଝିଅ ପାଇଁ ସଠିକ ଜୀବନସାଥୀ ଖୋଜିବା ପାଇଁ । ଯେମିତି ତାଙ୍କ ଝିଅ ସବୁବେଳେ ଖୁସିରେ ରହିବ । କେବେ ନା କେବେ ଆମେ ପିତା ମାତାଙ୍କୁ କହିବାର ଶୁଣିଥିବା ଯେ ଏହି ସମୟ ବିବାହ ପାଇଁ ସଠିକ ସମୟ ଏବଂ ବିବାହ ଆମ ଜୀବନର ଏକ ବିଶେଷ ଅଂଶ ଓ ଏମିତି ଅନେକ କିଛି ।…
Read More...

ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ଗୁଜୁରାତି । ଜାଣନ୍ତୁ ଏହାର କିଛି ଔଷଧୀୟ ଗୁଣ ସଂପର୍କରେ . . .

ସାଧାରଣତଃ ଦୁଗ୍ଧଜନିତ ଖାଦ୍ୟ ସମସ୍ତଙ୍କର ପ୍ରିୟ ହୋଇଥାଏ ହେଲେ ଏଥିରେ ଗୁଜୁରାତିର ଏକ ପ୍ରମୁଖ ଭୂମିକା ରହିଛି । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । କେବଳ ସ୍ୱାଦ ନୁହେଁ ବରଂ ଖାଦ୍ୟର ବାସ୍ନା ମଧ୍ୟ ଦ୍ୱିଗୁଣିତ କରିଥାଏ । ତେବେ ସମସ୍ତେ ଜାଣନ୍ତି କି ଏହାର ସ୍ୱାଦ ଏବଂ ବାସ୍ନା…
Read More...

ଥଣ୍ଡାଜନିତ ସମସ୍ୟରୁ ମୁକ୍ତି ଦେଇଥାଏ, ଏହି ସବୁ ପରିବା

ଶରୀରର ଯତ୍ନ ନେଉଥିବା ବ୍ୟକ୍ତିମାନେ ସବୁବେଳେ ସେମାନଙ୍କର ଖାଦ୍ୟପ୍ରତି ଦୃଷ୍ଟି ଦେଇଥାନ୍ତି । ତେବେ ଋତୁ  ଅନୁୂସାରେ ଯଦି ଖାଦ୍ୟର ଯତ୍ନ ନିଆଯାଏ ତେବେ ଶରୀର ସୁସ୍ଥ ରହିଥାଏ । କେବଳ ସେତିକି ନୁହେଁ ବରଂ ହୃଦରୋଗ ଜନିତ ରୋଗ ଏବଂ ମଧୁମେହରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହିତ ଶରୀରରେ…
Read More...

କଳା ଓଠ ପାଇଁ ଲଜ୍ଜିତ ହେବାକୁ ପଡ଼ୁଛି କି ? ଆପଣାନ୍ତୁ ଘରୋଇ ଉପାୟ

ଶୀତ ଦିନେ ତ୍ୱଚା ଶୁଷ୍କ, ରୁକ୍ଷ ପଡିବା ସାଧାରଣ ସମସ୍ୟା । ତେବେ ତ୍ୱଚାର ସୌଦର୍ଯ୍ୟ ବଢାଇବାକୁ ଓଠ ଏକ ମୁଖ୍ୟ ଭୂମିକା ରହିଛି । କିନ୍ତୁ ଏହି ଗୋଲାପି ଓଠ ଥଣ୍ଡା ଦିନେ ଅଧିକ କଳା ପଡିଯାଏ । ତେବେ ଆପଣ ଜାଣିଛନ୍ତି କି ଶୀତଦିନେ ଓଠ ଶୁଷ୍କ ହୋଇ କଳା କାହିଁକି ପଡିଥାଏ । ଯଦି ଜାଣି ନାହାନ୍ତି…
Read More...

ଚାର୍ଜିଂ ସମୟରେ କରନ୍ତୁ ନାହିଁ ୫ଟି ଭୁଲ୍ ! ନଚେତ୍ ଜଳିଯାଇପାରେ ଆପଣଙ୍କର ସ୍ମାର୍ଟଫୋନ

ସାଧାରଣତଃ ସ୍ମାର୍ଟଫୋନଗୁଡିକର ସବୁଠାରୁ ବଡ ସମସ୍ୟା ହେଉଛି ବ୍ୟାଟେରୀଜନିତ ସମସ୍ୟା । ଅଧିକାଂଶ ସମୟରେ ଏପରି ହୋଇଥାଏ କି ବିଭିନ୍ନ କଂପାନୀର ବେଷ୍ଟରୁ ବେଷ୍ଟ ମୋବାଇଲ ଫୋନ କେବଳ ତାର ବ୍ୟାଟେରୀ ପାଇଁ ହିଁ ଫ୍ଲପ୍ ହୋଇଯାଇଥାଏ । ଅର୍ଥାତ୍ ଫୋନର ବ୍ୟାଟେରୀ ଖୁବ୍ ଶୀଘ୍ର ଶେଷ ହୋଇଯିବା ଭଳି ନଜୀର…
Read More...