Browsing Category

ଜୀବନଚର୍ଯ୍ୟା

କ୍ୟାଲସିୟମ ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ଜରୁରି : ଜାଣନ୍ତୁ କେଉଁ ପନିପରିବା ଖାଇଲେ ଏହାର ଫାଇଦା ପାଇପାରିବେ

କ୍ୟାଲସିୟମ ଶରୀର ପାଇଁ ଆବଶ୍ୟକ । ଯଦି ଶରୀରରେ କ୍ୟାଲସିୟମ ପରିମାଣ କମିଯାଏ, ତେବେ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅଧିକ ମାତ୍ରାରେ ହାଡ଼ ଓ ମାଂସପେଶୀରେ କୁପ୍ରଭାବ ପଡିଥାଏ । ତା’ପରେ ଆପଣ ଜାଣିଥିବେ, ଆମ ଶରୀର ଉପରେ କ’ଣ ପ୍ରଭାବ ପଡିବ । ସେଥିପାଇଁ କ୍ୟାଲସିୟମ…
Read More...

ଶୀତଦିନରେ ଶରୀର ଫାଟୁଛି କି ? ଆପଣାନ୍ତୁ କିଛି ଘରୋଇ ତେଲ, ଉଜ୍ଜଳ ଓ କୋମଳ ରହିବ ତ୍ୱଚା

ଶରୀର ପାଇଁ ମଏଶ୍ଚରାଇଜର ନିହାତି ଦରକାର । ଅଥାର୍ତ ଶୁଷ୍କ ଚର୍ମରେ ଚମକ ଆଣିବା ପାଇଁ ମଏଶ୍ଚରାଇଜର ଆବଶ୍ୟକତା ରହିଛି । ସେଥିପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମଏଶ୍ଚରାଇଜର ମଧ୍ୟ ମିଳୁଛି । ମଏଶ୍ଚରାଇଜରକୁ ବ୍ୟବହାର କରି ତ୍ୱଚାର ଠିକ ଭାବରେ ଯତ୍ନ ନିଆଯାଇପାରୁଛି । ବିଭିନ୍ନ କ୍ରିମ…
Read More...

ବାଦାମକୁ ଖାଲି ଟାଇମ୍ ପାସ୍ ସ୍ନାକ୍ସ ଭାବନ୍ତୁନି :  ଏହାକୁ ନିତି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ 

ମୌସମ ଥଣ୍ଡା ହେଉ କିମ୍ବା ଗରମ ବାଦାମ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏଥିପାଇଁ କୌଣସି ସମୟ ଧାର୍ଯ୍ୟ କରିବାକୁ ପଡ଼େନାହିଁ । କିନ୍ତୁ ବିଶେଷ କରି ଶୀତଦିନରେ ଏହାକୁ ଖାଇବାକୁ ଅଧିକ ଭଲ ଲାଗିଥାଏ । ତେଣୁ ଅଧିକାଂଶ ସମୟରେ ଟାଇମ୍ ପାସ କରିବା ପାଇଁ ଏହାକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଏହାର…
Read More...

କ୍ୟାନସର ଆଶଙ୍କା ଦୂର କରିବ ସାଲାଡ । ଜାଣନ୍ତୁ ଭୋଜନରେ ନିୟମିତ ବ୍ୟବହାର କରିବେ କ’ଣ 

ସାଲାଡ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଅଧିକାଂଶ ଲୋକ ସାଲାଡ ଖାଇବାକୁ ପସନ୍ଦ କରନ୍ତି । ସାଲାଡରେ ରହିଛି ଶରୀର ପାଇଁ ଅନେକ ଉପକାରୀ ଉପାଦାନ । ତେବେ ଏହାର ଉପକାରିତା ନେଇ ଅନେକ ଥର ଗବେଷଣା କରାଯାଇଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଖାଦ୍ୟରେ…
Read More...

ହାର୍ଟ ରୋଗର ଚିକିତ୍ସା କରିବ ମେସିନ ! ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଦ୍ୱାରା ହୋଇପାରେ ଏହାର ସଠିକ୍ ନିରୂପଣ

ଲଣ୍ଡନ : ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସା କରିପାରିବେ । ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା । ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି ।…
Read More...

କମ୍ ପାଣି ପିଉଛନ୍ତି କି ? ଜାଣନ୍ତୁ କ’ଣ କ’ଣ ଅସୁବିଧା ଭୋଗିବେ

ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକ ତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ…
Read More...

ଫ୍ରିଜରେ ରଖିବେ ନାହିଁ କେଉଁ କେଉଁ ସାମଗ୍ରୀ, ଜାଣନ୍ତୁ . . . . .

ଲୋକମାନେ ଅନେକ ସମୟରେ ଖାଇବା ସାମଗ୍ରୀକୁ ଫ୍ରିଜରେ ରଖିଥାନ୍ତି । କାରଣ ଫ୍ରଜରେ ରଖିଥିବା ସାମଗ୍ରୀ ସାମଗ୍ରୀ ସବୁବେଳେ ଫ୍ରେସ ଦେଖାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ? କେତେକ ଜିନିଷକୁ ଫ୍ରିଜରେ ରଖିବା ଦ୍ୱାରା ବିଷାକ୍ତ ହେବା ସମ୍ଭାବନା ଅଧିକ ଦେଖାଦିଏ, ଯାହା ଫଳରେ ପେଟ ଖରାପ ହେବା ସହ…
Read More...

ଜିମ୍ ଯାଉଛନ୍ତି କି ? ପୋଷାକ ଚୟନରେ କରନ୍ତୁ ନାହିଁ ଭୁଲ

ଭିନ୍ନ ଭିନ୍ନ ଅବସରରେ ଆମେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ । ଏପରି କରିବା ଦ୍ୱାରା ଆରାମ ମିଳିବା ସହ ଆମର ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଯେପରି କୌଣସି ପାର୍ଟି କିମ୍ବା ଅଫିସକୁ ଯିବା ସମୟରେ ଆମେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇଥାଉ । ସେହିପରି ଜିମରେ ୱାର୍କଆଉଟ କରିବା ସମୟରେ ମଧ୍ୟ ଠିକ…
Read More...

ସାବଧାନ ! ସାଇଲେଂଟ କିଲର ହାଇ ବ୍ଲଡପ୍ରେସର,ନିୟନ୍ତ୍ରଣ ନକଲେ ମୃତ୍ୟୁ ସୁନିଶ୍ଚିତ

ରକ୍ତଚାପକୁ ସାଇଲେଂଟ କିଲର କୁହାଯାଏ । କାରଣ ରକ୍ତଚାପ ମଣିଷର ଆୟୁଷକୁ କମାଇଦେଇଥାଏ । ଏହାସହ ରକ୍ତଚାପ ହାର୍ଟର ଉଫରେ କୁପ୍ରଭାବ ପାକାଇଥାଏ । ଯଦି ରକ୍ତଚାପ ବଢିଯାଏ ତେବେ ହାର୍ଟକୁ ଅଧିକ କାମ କରିବାକୁ ପଡିଥାଏ । ଏହା ଫଳରେ ହାର୍ଟ ଫେଲ ହେବାର ସମ୍ଭାବନା ଅଧିକ ଥାଏ । କେଉଁ ସବୁ ଜିନିଷ…
Read More...

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା !

ଦୈନନ୍ଦିନ ଜୀବନରେ ତ୍ୱଚାକୁ ସୁନ୍ଦର ରଖିବା ପାଇଁ ସମସ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଯେଉଁଥି ପାଇଁ ଅନେକ ବିୟୁଟି ପାର୍ଲର ଯିବାଠୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣନ୍ତି କି ? ଆପଣଙ୍କ ହାତପାଆନ୍ତାରେ ଏଭଳି ଏକ ସହଜ ଉପାୟ ରହିଛି…
Read More...