Browsing Category

ଜୀବନଚର୍ଯ୍ୟା

ସାବଧାନ ! ଛୋଟ ପିଲାଙ୍କୁ  ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ , ଏହା କ୍ଷତିକାରକ ହୋଇପାରେ 

ଏବେ ସ୍ମାର୍ଟଫୋନ ସମସ୍ତଙ୍କୁ କିମିଆ କରିଛି । ଛୋଟ ଠାରୁ ବଡ ସମସ୍ତେ ଏଥିରେ ପାଗଳ । ଏହା ମନୋରଂଜନର ଦ୍ରବ୍ୟ ପାଲଟିଯାଇଛି । ଆପଣଙ୍କ ପିଲା ଆବଶ୍ୟକତା ଠାରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାରରେ ବିତାଉଛନ୍ତି କି ? ସାବଧାନ ହୋଇଯା’ନ୍ତୁ । ଏହା ପିଲାଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ…
Read More...

କର୍କଟକୁ ରୋକ ଦେବ ଘରୋଇ ଉପଚାର । ଦୂର କରିବା ପାଇଁ ଆପଣାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ  

କର୍କଟ ରୋଗ  ବା କ୍ୟାନସରକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖିବାକୁ ମିଳିଥାଏ । ତେବେ ଏହାକୁ ଆପଣ କିଛି ଘରୋଇ ଉପଚାର ଦ୍ୱାରା ପ୍ରତିରୋଧ କରିପାରିବେ । ସକାଳେ ଉଷୁମ ପାଣି ପିଇଲେ,ପୁରାତନ ରୋଗ ଭଲ ହୋଇଥାଏ।ଏହା ମସ୍ତିଷ୍କର ସୁରକ୍ଷା କରିଥାଏ।ଯେଉଁମାନେ ମାନସିକ ଅବସାଦର ଶିକାର…
Read More...

ତରଭୁଜ ମଂଜି ବହୁତ ରୋଗର ନିରାକରଣ କରିଥାଏ   : ଜାଣନ୍ତୁ ଏହାର ଅନେକ ଉପକାରୀ ଗୁଣ ବିଷୟରେ 

ତରଭୁଜ ଯେ ଜଳରେ ଭରପୁର ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହା ମଧ୍ୟରେ ଥିବା ମଂଜିର ଫାଇଦା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ । • ତରଭୁଜର ମଂଜିକୁ ମିଠା ତିଆରି କରିବାରେ ବ୍ୟବହାର କରାଯାଏ, ଯାହା ଦ୍ୱାରା ଏହାର ସ୍ୱାଦ ବଢିଥାଏ । କାରଣ ଏହା ଯେତିକି…
Read More...

୧୦୦ କିଲୋରୁ ଅଧିକ ଓଜନ ଥିଲେ ଏହି ଯୁବତୀ ! ଏବେ ଅନ୍ୟମାନଙ୍କୁ ସେୟାର କରୁଛନ୍ତି ତାଙ୍କ ଫିଟନେସର ମନ୍ତ୍ର 

କନକ ବ୍ୟୁରୋ : ଥରେ ଓଜନ ବଢିଗଲେ , ଏହାକୁ କମାଇବା ମୁସ୍କିଲ ହୋଇପଡେ । ଅଧିକା ଓଜନକୁ ନେଇ ଝିଅମାନେ ଖୁବ୍ ଚିନ୍ତିତ ହୋଇପଡନ୍ତି । କାରଣ ସେମାନେ ଅନୁଭବ କରନ୍ତି କି ଥରେ ମୋଟା ହୋଇଗଲେ ଏହାକୁ କମାଇବା ବଡ ଅସୁବିଧା ହୋଇଥାଏ । ଏହି ଝିଅକୁ ଦେଖିଲେ  ଆପଣ ବିଶ୍ୱାସ କରିବେନି ଯେ ଦିନେ ୧୦୦ କିଲୋ…
Read More...

ଖୁସିରେ ଜୀବନ ଅତିବାହିତ କରିବା ପାଇଁ ଚାହୁଁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . .

ଜୀବନକୁ ନେଇ ପ୍ରତ୍ୟେକଙ୍କ ବିଚାର ଭିନ୍ନ ଭିନ୍ନ । ତେବେ ଜୀବନ ହେଉଛି ଏମିତି ଏକ ଦୁର୍ଲଭ ଜିନିଷ, ଯାହାକି ଆମକୁ ବଡ଼ ଭାଗ୍ୟରୁ ହିଁ ମିଳିଥାଏ । ଯଦି ଥରେ ମାତ୍ର ଆମ ଜୀବନର ଶେଷ ହୁଏ ତ ତେବେ ଆମକୁ ତାହାକୁ ଆଉ ଫେରିପାଉନା । ତେଣୁ ଜୀବନକୁ ଆନନ୍ଦର ସହ ଅତିବାହିତ କରିବାରେ ହିଁ ଏହାର ସାର୍ଥକତା…
Read More...

ତ୍ୱଚା ପାଇଁ ତେନ୍ତୁଳି ! ଜାଣନ୍ତୁ କିପରି କରିବେ ବ୍ୟବହାର ?

ତେନ୍ତୁଳି ଖାଇବା ପାଇଁ ଝିଅମାନେ ଅଧିକ ପସନ୍ଦ କରନ୍ତି । ଦକ୍ଷିଣ ଭାରତରେ ତେନ୍ତୁଳି ବହୁଳ ରୂପରେ ବ୍ୟବହାର ହୁଏ । ସାମ୍ବର, ଛୋଲେ, ଚଟଣୀ କିମ୍ବା କଡ଼ୀରେ ମୁଖ୍ୟ ରୂପେ ବ୍ୟବହାର କରାଯାଏ ତେନ୍ତୁଳି । ତେବେ ତେନ୍ତୁଳିରେ ଅଛି ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାର ସମାଧାନ । ବହୁତ କମ ଲୋକ…
Read More...

ଖରାପ ଅଭ୍ୟାସରେ ଲଗାନ୍ତୁ ବ୍ରେକ । ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ 

ପ୍ରକୃତିରୁ ହିଁ ମନୁଷ୍ୟକୁ ଚିହିଁ ହୁଏ । ଖରାପ ଅଭ୍ୟାସ ମନୁଷ୍ୟର ସୃଜନଶୀଳତା ପାଇଁ ବିଷ ପରି ହୋଇଥାଏ । ଯାହା ମନୁଷ୍ୟର ପ୍ରକୃତିକୁ ନଷ୍ଟ କରିଦେଇଥାଏ । ଖରାପ ଅଭ୍ୟାସ ସହଜରେ ପାଖ ଛାଡେ ନାହଁ । କିନ୍ତୁ ଖରାପ ଅଭ୍ୟାସକୁ ଯୋଜନାବଦ୍ଧ ଭାବେ ଓ ଅଧ୍ୟବସାୟ ବଳରେ ଦୂରେଇ ରଖାଯାଇପାରିବ । ଆସନ୍ତୁ…
Read More...

ବାରମ୍ବାର ହ୍ୟାଙ୍ଗ ହେଉଛି କି ସ୍ମାର୍ଟଫୋନ । ଆପଣାନ୍ତୁ କିଛି ଟିପ୍ସ, ଦୂର ହୋଇଯିବ ସବୁ ସମସ୍ୟା

ସ୍ମାର୍ଟଫୋନ ବାରମ୍ବାର ହ୍ୟାଙ୍ଗ ହେବା ଏବଂ ସ୍ଲୋ ଚାଲିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ତେବେ ସେ ଫୋନଟି ନୂଆ ହୋଇଥାଉ କିମ୍ବା ପୁରୁଣା ହେଉ । ଯାହାଦ୍ୱାରା ଆପଣଙ୍କର ସମସ୍ୟା ଆହୁରୀ ଦ୍ୱିଗୁଣିତ ହୋଇଯାଇଥାଏ ଆଉ ଏଭଳି ପରିସ୍ଥିତିରେ ଆପଣ କଣ କରିବେ ମୁଣ୍ଡରେ କିଛି ପସିନଥାଏ । ତେଣୁ…
Read More...

ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ମୋବାଇଲ, କମ୍ପ୍ୟୁଟର, ଲାପଟପ୍ ! ଜାଣନ୍ତୁ ଆଖିର ସୁରକ୍ଷା ପାଇଁ କ’ଣ କ’ଣ କରିବେ ?

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି କାମ ପାଇଁ କମ୍ପ୍ୟୁଟର ଉପରେ ନର୍ଭର କରୁଛନ୍ତି । ଆଉ ସେ ଯୁଗ ନାହିଁ, ହାତଗଣି ଅଙ୍କ କଷିବା ବା କୌଣସି ବିଷୟରେ ଜାଣିବାକୁ ଗୁରୁ କିମ୍ବା ଶିକ୍ଷକ, ଶିକ୍ଷୟିତ୍ରୀ ପାଖକୁ ଯାଇ ପ୍ରଶ୍ନର ଉତ୍ତର ଆଣିବା । ଆଧୁନିକ ଜ୍ଞାନକୌଶଳ ଯୋଗୁ ବର୍ତ୍ତମାନ କମୋବାଇଲ,…
Read More...

ଖାଆନ୍ତୁ ନାହିଁ ଅଧିକ ଚିନି ! ଜାଣନ୍ତୁ କାହିଁକି ?

ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି ନାହିଁ । କାରଣ ଚିନିକୁ ଅନେକ ଶରୀର ପାଇଁ କ୍ଷତିକାରକ ବୋଲି ମନେ କରନ୍ତି । ତଥାପି ଦୈନନ୍ଦିନ ଜୀବନରେ ଆମେ ଶର୍କରାଯୁକ୍ତ ଖାଦ୍ୟ ଗ୍ରହଣ କରିଥାଉ। ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି । ଚିନି ଆମକୁ ମିଠା ଲାଗେ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରାଇଥାଏ ।…
Read More...