ଦିୱାଲିରେ ଆସିବେ ଦୁଇ ସୁପରଷ୍ଟାର : ରିଲିଜ ହେବ ଆମିରଖାନଙ୍କ ‘ସିକ୍ରେଟ ସୁପରଷ୍ଟାର’ ଓ ରଜନୀକାନ୍ତଙ୍କ ‘୨.୦’ ଫିଲ୍ମ

38

ଆସନ୍ତା ଦିୱାଲିରେ ବଡ ପରଦାରେ ଧୁମ ମଚାଇବ ଏକାବେଳେ ଦୁଇଟି ଫିଲ୍ମ । ରିଲିଜ ହେବ ଆମିର ଖାନଙ୍କ ‘ସିକ୍ରେଟ ସୁପରଷ୍ଟାର’ ଓ ରଜନୀକାନ୍ତ-ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘୨.୦’ ।

ବଲିଉଡର ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି । ଏହି ବର୍ଷ ଏକାବେଳେ ଏହି ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି । ଏନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ବଢିଯାଇଛି ।