Browsing Category

ମନୋରଞ୍ଜନ

ଋଷି କପୁରଙ୍କ ଠାରୁ ଆମୀର୍ ଖାନ୍ ଯାଏ ଏହି ନିର୍ଦ୍ଦେଶକଙ୍କୁ ଦେଇନଥିଲେ ସମୟ : ଗୋବିନ୍ଦା କିନ୍ତୁ କରିଥିଲେ ସାହାଯ୍ୟ !

ବି-ଟାଉନର ଖୁସି ମିଜାଜ୍ ଏବଂ ଡାନ୍ସିଂ ନାୟକଙ୍କ ମଧ୍ୟରେ ଗୋବିନ୍ଦା ଜଣେ । ଦର୍ଶକେ ଗୋବିନ୍ଦାଙ୍କୁ ଫିଲ୍ମରେ ହସିବା ଏବଂ ହସାଇବାର ଦେଖିଥାନ୍ତି । ଗୋବିନ୍ଦାଙ୍କ ବିଷୟରେ ଯେବେ ବି କଥା ଉଠେ ସେତେବେଳେ ‘ଛୋଟେ ମିୟାଁ- ବଡେ ମିୟାଁ’ , ‘ଭାଗମ ଭାଗ’ ପରି ଅନେକ ଫିଲ୍ମ କଥା ମନେପଡେ ଯେଉଁଥିରେ ସେ…
Read More...

‘ନାଗିନ’ର ନୂଆ ସିରିଜରେ ଦର୍ଶକ ମୌନୀଙ୍କ ପରିବର୍ତ୍ତେ ଦେଖିବେ କ୍ରିଷ୍ଟଲଙ୍କୁ

ଏକତା କପୁର ପ୍ରଯୋଜିତ ‘ନାଗିନ’ ସିରିଏଲ ମାଧ୍ୟମରେ ଅଭିନୟ କରି ଅଭିନେତ୍ରୀ ମୌନୀ ରୟ ପାଇଥିଲେ ଢେର ଲୋକପ୍ରୟତା । ଏପରିକି ଟେଲିଭିଜନର ନାଗିନ ଭାବେ ତାଙ୍କୁ ମିଳିଥିଲା ପରିଚୟ । ଆଉ ଏହି ଲୋକପ୍ରିୟତାକୁ ନେଇ ମୌନୀ ଏବେ ବଲିଉଡରେ ମଧ୍ୟ ପ୍ରବେଶ କରିଗଲେଣି । ଏକତା କପୁରଙ୍କ ଚର୍ଚ୍ଚିତ ଏବଂ ସଫଳ…
Read More...

ବିରାଟ-ଅନୁଷ୍କାଙ୍କ ବିବାହ ଖବରକୁ ନେଇ ମନଦୁଃଖ କଲେ ଜେଜେ ମା’ ! ଜାଣନ୍ତୁ କଣ ରହିଛି କାରଣ?

ଇଣ୍ଡିଆ ଟିମର କ୍ୟାପଟେନ ବିରାଟ କୋହଲି ଓ ବି-ଟାଉନର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ କେମେଷ୍ଟ୍ରି ସୋସିଆର ମିଡିଆରେ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶେଷ ସୂତ୍ରରୁ ଜଣାପଡିଛି ଯେ ବିରାଟ କିଛି ଦିନ ପୂର୍ବରୁ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇ ଠାରୁ…
Read More...

ଆଜି ଫିଲ୍ମି ଫ୍ରାଇ ଡେ’ରେ ପରଦାକୁ ଆସିବ କମେଡି ଫିଲ୍ମ ଫୁକରେ ରିଟର୍ଣ୍ଣସ! ବକ୍ସ୍ ଅଫିସରେ ଟକ୍କର ଦେବ ରୋମାଂଟିକ୍ ଓ…

କନକ ବ୍ୟୁରୋ : ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସୁଛି କମେଡି ସିନେମା ଫୁକରେ ରିଟର୍ଣ୍ଣସ୍ । ଏହା ୨୦୧୩ରେ ରିଲିଜ୍ ହୋଇଥିବା ଫୁକରେ’ର ସିକ୍ୱେଲ । ଏଥିରେ ରହିଛି ଭରପୁର ମନୋରଞ୍ଜନ ସହିତ ମସାଲେଦାର କମେଡି ତଡକା । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ଫରହାନ…
Read More...

ଭଙ୍ଗାଯିବ ଫିଲ୍ମ ‘ବାହୁବଳୀ’ର ଚର୍ଚ୍ଚିତ ସେଟ୍ ! ଦର୍ଶକ ହେବେ ନିରାଶ

ବକ୍ସ ଅଫିସରେ ଧୁମ ମଚାଇଥିବା ଓ ଦର୍ଶକଙ୍କ ହୃଦୟ ଜିଣିଥିବା ଫିଲ୍ମ ‘ବାହୁବଳୀ ’ ଚଳିତବର୍ଷ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ସାଜିଛି । ଯାହା କି ବଦଳେଇଦେଇଛି ହିନ୍ଦି ଫିଲ୍ମର ଇତିହାସ । ଷ୍ଟାରକାଷ୍ଟ ଠାରୁ ନେଇ ଫିଲ୍ମର ଆକର୍ଷଣୀୟ ସେଟ୍ ମନ୍ତ୍ରମୁଗ୍ଧ କରିଦେଇଛି ଦର୍ଶକଙ୍କୁ ।…
Read More...

ଅଜୟଙ୍କ ସହ କାମ କରିବାକୁ ଭଲ ଲାଗେ ! କହିଲେ, ବଲିଉଡ଼୍ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍

ବଲିଉଡ ସିନେମା ‘ବାଦଶାହୋ’ରେ ପ୍ରଥମଥର ପାଇଁ ଅଭିନେତା ଅଜୟ ଦେବଗନ ଏବଂ ଇଲିଆନା ଡିକ୍ରୁଜଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା । ସିନେମାରେ ଦୁହିଁଙ୍କ ଅନସ୍କ୍ରିନ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏବେ ପୁଣି ଥରେ ଏହି ଯୋଡି କମବ୍ୟାକ କରିବାକୁ ଯାଉଛନ୍ତି । ରାଜକୁମାର ଗୁପ୍ତାଙ୍କ…
Read More...

ଅରାଧ୍ୟାଙ୍କ ପାଠପଢ଼ା ନେଇ ନୀଳ ନୟନାଙ୍କ ଦାୟିତ୍ୱବୋଧ ଉପରେ ଉଠିଲା ପ୍ରଶ୍ନ ! ବିରକ୍ତ ହେଲେ ଅଭିଷେକ ବଚ୍ଚନ, ଦେଲେ କଡ଼ା…

ସୋସିଆଲ ମିଡ଼ିଆରେ ସେଲିବ୍ରିଟିଙ୍କୁ ଟ୍ରୋନ କରିବା ଆଜିକାଲି ଖୁବ୍ ସାଧାରଣ କଥା ହୋଇଗଲାଣି । ନିକଟରେ ଏପରି କିଛି ହୋଇଛି ଜୁନିୟର ବଚ୍ଚନଙ୍କ ସହ । କିନ୍ତୁ  ଉଚିତ୍ ଜବାବ ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଅଭିଷେକ ବଚ୍ଚନ । ବି-ଟାଉନର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ…
Read More...

ବିରାଟଙ୍କ ହାତ ଧରିବେ ଅନୁଷ୍କା ! ଭାରତ ବାହାରେ ବିବାହ ପାଇଁ ଚାଲିଛି ପ୍ରସ୍ତୁତି

ଭାରତୀୟ ଟିମ୍ କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ହେବାକୁ ଯାଉଅଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଷ୍ଟାର ଭାରତ ବାହାରେ ବିବାହ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣରୁ କିକ୍ରେଟ କଂଟ୍ରୋଲ…
Read More...

ଓଡ଼ିଶାରେ ଧୁମ୍ ମଚେଇବେ ବଲିଉଡ଼୍ ଗାୟିକା ! ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ମନ ମୋହିବେ ନେହା କକ୍କର

ଗୋପାଳପୁରରେ ବିଚ ଫେଷ୍ଟିଭାଲରେ ଧୁମ ମଚେଇବେ ନେହା କକ୍କର ! “ମିଲେ ହୋ ତୁମ ହମକୋ” ଏବଂ “କାଲା ଚଷମା” ଭଳି ଅନେକ ସୁପରହିଟ ସଂଗୀତରେ ଝୁମି ଉଠିବ ଗୋପାଳପୁର । ଚଳିତ ବର୍ଷ ବିଚ ଫେଷ୍ଟିଭାଲରେ ଲୋକଙ୍କ ମନକୁ ଚୋରାଇବାକୁ ଆସୁଛନ୍ତି ବଲିଉଡ ସଂଗୀତ ଦୁନିଆରେ ଲୋକପ୍ରିୟ ଗାୟିକା ନେହା କକ୍କର ।…
Read More...

‘ନାଗିନ-୩’ ରୁ ବାହାରିଲେ ମୌନି ରାୟ ଏବଂ ଅଦା ଖାନ୍ : ନଜର ଆସିବେ ନୂଆ ଅଭିନେତ୍ରୀ

ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମୌନି ରାୟ ଜଣେ । ସେ ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ମେଗା ଧାରାବାହିକରେ ନୁହେଁ ବରଂ ରିୟାଲିଟି ଶୋରେ ମଧ୍ୟ ସେ ନିଜର ଜଲୱା ଦେଖାଇ ସାରିଛନ୍ତି । ଆଉ କେବେ କେବେ ସେ ବିଗବସ୍ ଏଣ୍ଡରେ ସଲମାନଙ୍କ ସହିତ…
Read More...