Browsing Category

ମନୋରଞ୍ଜନ

ଅଭିନେତା ରିତିକ୍ ରୋଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ! ମୁସଲମାନ୍ ଯୁବକଙ୍କୁ ଭଲପାଉଥିବାରୁ…

ମଙ୍ଗଳବାର ଟୁଇଟ୍ କରି ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି ।…
Read More...

ସ୍ୱାମୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟିକୁ ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା ! କହିଲେ , ମୁଁ ପାକିସ୍ତାନ ଟିମ୍ ର…

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ନିଜ ପାକିସ୍ତାନୀ ସ୍ୱାମୀ ତଥା କ୍ରିକେଟ୍ ଖେଳାଳୀ ଶୋଏବ୍ ମଲ୍ଲିକଙ୍କ ହୁକ୍କା ପାର୍ଟି ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲୀକଙ୍କ ଏକ ଟ୍ୱିଟର ପୋଷ୍ଟର ଜବାବ ଦେବାକୁ ଯାଇ ସାନିଆ କହିଛନ୍ତି ଯେ ସେ ନାଁ…
Read More...

ଟ୍ୱିଟରରେ ଆଇସିସି ବିଶ୍ୱକପର ଉଡିଲା ମଜା ! ଅମିିତାଭଙ୍କ ପରେ ବିଶ୍ୱକପକୁ ନେଇ ଏଭଳି ଟ୍ୱିଟ୍ କଲେ ଅଭିନେତା ଋଷି କପୁର୍…

ଏବେ ଆାଇସିସି ବିଶ୍ୱକପ ଉପରେ ସାରା ବିଶ୍ୱର ନଜର ରହିଛି । କିନ୍ତୁ ବର୍ଷା ହେତୁ ଏହାର ଅନେକ ମ୍ୟାଚ୍କୁ ରଦ୍ଦ କରି ଦିଆଯାଉଛି । ବାରମ୍ବାର ମ୍ୟାଚ୍ ରଦ୍ଦ ହେଉଥିବା ଦେଖି କ୍ରିକେଟ ପ୍ରେମୀ ନିରାଶ ହେଉଛନ୍ତି । ଏହା ସହ ଆଇସିସି ବିଶ୍ୱକପକୁ ଇଂଲଣ୍ଡରେ କରାଯିବାକୁ ନେଇ ଅନେକ ବିରୋଧ ପ୍ରଦର୍ଶନ…
Read More...

ଅମିତାଭଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ : ବିଗ ବିଙ୍କ ସ୍ଥାନରେ ଇମ୍ରାନ ଖାନଙ୍କ ଫଟୋ ଲଗାଇଲା ହ୍ୟାକର

କନକ ବ୍ୟୁରୋ : ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍ । ବିଗ ବିଙ୍କ ସ୍ଥାନରେ ହ୍ୟାକର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଇଦେଇଛି । ଅମିତାଭଙ୍କ ପ୍ରୋଫାଇଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଆକାଉଂଟରେ ଲଭ୍ ପାକିସ୍ତାନ ବୋଲି ଲେଖାଯାଇଛି । ତେବେ…
Read More...

ପ୍ରସିଦ୍ଧ ଫିଲ୍ମ କଳାକାର ଓ ଲେଖକ ଗିରିଶ କର୍ଣ୍ଣଡଙ୍କ ପରଲୋକ, ଦୀର୍ଘଦିନର ଅସୁସ୍ଥତା ପରେ ନିଧନ

ଜ୍ଞାନପୀଠ ବିଜେତା ଗିରିଶ କର୍ଣ୍ଣଡଙ୍କ ପରଲୋକ । ବଲିଉଡର ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ସାହିତ୍ୟକ ଭାବେ ବେଶ୍ ପରିଚିତ ଥିଲେ ଗିରିଶ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଦ୍ୱାରା ସମ୍ମାନିତ । ୮୧ ବର୍ଷ ବୟସରେ ସେ ଆଜି ପ୍ରାଣ ହରାଇଛନ୍ତି । ଦୀର୍ଘଦିନରୁ ସେ ଅସୁସ୍ଥ ହୋଇ ବାଙ୍ଗାଲୋରରେ…
Read More...

ଇଦରେ ଭାଇଜାନଙ୍କ ଫିଲ୍ମର ବମ୍ପର ଓପନିଂ! ୪ ହଜାର ସ୍କ୍ରିନରେ ହାଉସଫୁଲ ‘ଭାରତ’, ସଲମାନ ଓ କାଟ୍ରିନାଙ୍କ କେମେଷ୍ଟ୍ରୀକୁ…

କନକ ବ୍ୟୁରୋ : ଇଦରେ ସଲମାନ୍ ଖାନଙ୍କ ଫ୍ୟାନମାନଙ୍କୁ ଭାଇଜାନଙ୍କ ବଡ ଭେଟି । ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ । ଏକ ୟୁନିକ୍ ଲଭ୍ ଷ୍ଟୋରୀ ଓ ପରିବାର ପ୍ରତି ସମର୍ପଣର କାହାଣୀ ହେଉଛି ଭାରତ । ସିନେମାରେ ହିରୋ ସଲମାନ୍ ଖାନ୍, ହିରୋଇନ କ୍ୟାଟ୍ରିନା କୈଫ୍, ସୁନୀଲ୍ ଗ୍ରୋଭର୍,…
Read More...

ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ! କହିଲେ, ଜନତାଙ୍କ ସେବା କରିବା ସହ ଦେଶରେ ପରିବର୍ତ୍ତନ ଆଣିବାର…

କନକ ବ୍ୟୁରୋ : ପ୍ରଥମେ ବଲିଉଡ୍‌ରେ ନିଜକୁ ସଫଳ କରିବା ପରେ ହଲିଉଡ୍‌ରେ ନିଜ ସ୍ଥାନ ଅକ୍ତିଆର କରିବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିବା ସହ ନିକ୍‌ ଜୋନସଙ୍କୁ ବିବାହ କରିବା ତାଙ୍କ ଜୀବନର ବଡ଼ ସଫଳତା ଥିଲା । ଅଭିନୟକୁ ଛାଡ଼ିଦେଲେ ଏବେ…
Read More...

ସିନେମା ଭାରତକୁ ନେଇ ସଲମାନଙ୍କ ପ୍ରିୟଙ୍କା ଚୋର୍ପାଙ୍କ ଉପରେ କରିଥିବା ଟିପ୍ପଣୀ ଉପରେ କଡା ସମାଲୋଚନା କଲେ ଗାୟିକା…

ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଗାୟିକା ସୋନା ମହାପାତ୍ର ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି । ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ଟ୍ୱିଟରରେ ସୋନାଙ୍କ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଲମାନ୍ ଖାନଙ୍କ ସିନେମା “ଭାରତ୍” କୁ ଅଧାରୁ ଛାଡିଥିବା…
Read More...

ଗଙ୍ଗା ତଟରେ ହେଲା ପିଏମ୍ ମୋଦି ସିନେମାର ସ୍କ୍ରିନିଂ ! ସ୍କ୍ରିନିଂ ଦେଖିବାକୁ ଜମା ହେଲେ ହଜାର ହଜାର ଲୋକ,ହାତରେ ଚା’…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସିନେମା ପିଏମ୍ ନରେନ୍ଦ୍ର ମୋଦି ୨୪ ମଇକୁ ସବୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ସିନେମାରେ ବିବେକ୍ ଓବରଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ରିଲିଜର ଦୁଇଦିନ ପରେ ବିବେକ୍ ଓବରଏ ଋଷିକେଷ୍ ରେ ଗଙ୍ଗା…
Read More...

ପତ୍ନୀଙ୍କ ବିରୁଦ୍ଧରେ ଲୋକପ୍ରିୟ ହଲିଉଡ୍ ଅଭିନେତା ଆଣିଲେ ଅଭିଯୋଗ ! କହିଲେ , ମଦ ପିଇ ପିଟୁଥିଲେ ପତ୍ନୀ ।

ହଲିଉଡ୍ ଅଭିନେତା ଜାନି ଡେପ୍ପ୍ ନିଜ ଛାଡପତ୍ରକୁ ନେଇ ଖୁବ୍ ଚର୍ଚ୍ଚିତ ଥିବା ବେଳେ ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ କୋର୍ଟରେ କାନ୍ଦି କାନ୍ଦି ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ସମସ୍ତଙ୍କୁ କହିଥି ଲେ । କିଭଳି ଭାବରେ ତାଙ୍କ ପତ୍ନୀ ମଦନିଶାରେ ଚୁର୍ ରହି ତାଙ୍କୁ ପିଟୁଥିଲେ ଏବଂ…
Read More...