Browsing Category

ମନୋରଞ୍ଜନ

ରାକ୍ଷୀଙ୍କ ମତିଭ୍ରମ ! ଇନଷ୍ଟାରେ “ରେଷ୍ଟ ଇନ୍ ପିସ୍” ଲେଖି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଙ୍କ ଫଟୋ କଲେ ସେୟାର୍…

ବିବାଦୀୟ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟୁଥିବା ବଲିଉଡ୍ ଆଇଟମ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଫଟୋ ସେୟାର୍ କରି ଏବେ ଫସଛନ୍ତି । ପୂର୍ବତନ…
Read More...

ବିଶ୍ୱ ଦେଖିବ କଶ୍ମୀର କଥା ! ଆସନ୍ତା ବର୍ଷ ସ୍ୱାଧିନତା ଦିବସରେ ପରଦାକୁ ଆସିବ କଶ୍ମୀର ଉପରେ ଅଧାରିତ ଫିଲ୍ମ ‘ଦ କଶ୍ମୀର…

କନକ ବ୍ୟୁରୋ: ପରଦାକୁ ଆସିବ କାଶ୍ମୀର କଥା । ସିନେମା ମାଧ୍ୟମରେ ସାରା ବିଶ୍ୱ ଦେଖିବ ମୋଦି ସରକାରଙ୍କ ସବୁଠାରୁ ବଡ଼ ସଫଳତା । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ବର୍ଷ ସ୍ୱାଧିନତା ଦିବସ ଅବସରରେ ପରଦାକୁ ଆସିବ କଶ୍ମୀର…
Read More...

ପାକିସ୍ତାନରେ ଗୀତ ଗାଇ ଅଡୁଆରେ ବଲିଉଡ୍ ଗାୟକ ମିକା ସିଂହ ! ଭାଇରାଲ୍ ହେଲା ଭିଡିଓ , ବ୍ୟାନ୍ କଲା ଅଲ୍ ଇଣ୍ଡିଆ ସିନେ…

ପଞ୍ଜାବୀ ପପ୍ ଗାୟକ ମିକା ସିଂହଙ୍କୁ ପାକିସ୍ତାନରେ ସଂଗୀତ ପରିବେଷଣ କରିବା ମହଙ୍ଗା ପଡିଛି । ପାକିସ୍ତାନରେ ଗୀତ ଗାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଭାରତରେ ଖୁବ୍ ଆଲୋଚନା ହୋଇଛି । ବର୍ତ୍ତମାନ ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ମିକାଙ୍କ ଉପରେ ବ୍ୟାନ୍…
Read More...

ବନ୍ଧୁ ପ୍ରତି ବନ୍ଧୁର ପ୍ରେମକୁ ନେଇ ବଲିଉଡରେ ନିର୍ମିତ ହୋଇଥିଲା ଫିଲ୍ମ ! ବନ୍ଧୁତା ଦିବସରେ ମନେପଡେ ଏଭଳି ମନଛୁଆଁ…

ସମସ୍ତେ ଚାହାନ୍ତି ତାଙ୍କ ଜୀବନକୁ ଏଭଳି ବନ୍ଧୁଙ୍କ ଆଗମନ ହେଉ ଯେଉଁମାନେ ସୁଖ,ଦୁଃଖ,ରାଗ,କ୍ଲେଷ,ପ୍ରେମ ପ୍ରତି ମୁହୂର୍ତ୍ତରେ ତାଙ୍କ ସଙ୍ଗେ ରୁହନ୍ତୁ । କିନ୍ତୁ କିଛି ଲୋକଙ୍କ ଭାଗ୍ୟରେ ସଚ୍ଚୋଟ ବନ୍ଧୁଙ୍କ ହାତ ଥାଏ । ତେବେ ସେ ଯାହା ହେଉନା କାହିଁକି ହିନ୍ଦୀ ସିନେମାରେ ବନ୍ଧୁତାକୁ ନେଇ ବହୁତ…
Read More...

ବଲାଙ୍ଗିରରୁ ବଲିଉଡ୍ ଯାତ୍ରା ! ହିନ୍ଦୀ ଫିଲ୍ମ ‘ଜଜମେଂଟାଲ ହୈ କ୍ୟା’ରେ ହନୁମାନ ଚରିତ୍ରରେ ନଜର ଆସିଲେ ଓଡ଼ିଆ ପୁଅ…

କନକ ବ୍ୟୁରୋ: ବଲିଉଡରେ ଓଡିଆ ପୁଅର କମାଲ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ଚମକ୍ରାର ଅଭିନୟ କରି ଏବେ ଚର୍ଚ୍ଚାରେ ଓଡିଆ ପୁଅ ଦେବଦୋଶ ଦର୍ଜୀ । ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ଦେବଦୋଶ ଏହି ସିନେମାରେ ଦୁଇଟି ଚରିତ୍ରରେ ନଜର ଆସିଛନ୍ତି । ଏବଂ ନିଜ…
Read More...

ଲୋକପ୍ରିିୟ ପଞ୍ଜାବୀ ପପ୍ ଗାୟକ ଗୁରୁ ରନ୍ଧାୱାଙ୍କ ଉପରକୁ ଆକ୍ରମଣ ! ଅଜ୍ଞାତ ଯୁବକଙ୍କ ଆକ୍ରମଣରେ ଗୁରୁଙ୍କ ମୁଣ୍ଡରେ…

ଲୋକପ୍ରିିୟ ପଞ୍ଜାବୀ ପପ୍ ଗାୟକ ଗୁରୁ ରନ୍ଧାୱାଙ୍କୁ କାନାଡାରେ ହତ୍ୟା ଉଦ୍ୟମ କରାଯାଇଛି । କାନାଡାର ବେକୁମ୍ବରରେ ଜଣେ ଅଜ୍ଞାତ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁ କାନାଡାରେ ଭିନ୍ନ ଭିନ୍ନ ସ୍ଥାନରେ କିଛି ଦିନ ହେଲା କନସର୍ଟ କରିଆସୁଥିଲେ । ବେକୁମ୍ବରରେ ରବିବାର ଦିନ ତାଙ୍କର…
Read More...

ବିଗ୍ ବିଙ୍କ ବଡ଼ପଣ ! ଆସାମ ବନ୍ୟା ପ୍ରପୀଡିତଙ୍କ ପାଇଁ ଆଗେଇ ଆସିଲେ ଅମିତାଭ ।

ଆସାମରେ ଏବେ ବନ୍ୟା ତାଣ୍ଡବ ରଚିଥିବା ବେଳେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଏହି ବନ୍ୟାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଏଭଳି ପରିସ୍ଥିତିରେ ସାରା ଦେଶବାସୀ ଆସାମକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ପ୍ରୟାସ…
Read More...

ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ ! ଟିକଟକ୍ ରେ ବିବାଦୀୟ ଭିଡିଓ ସେୟାର୍ କରି ଥାନାକୁ…

ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ କୁ ମୁମ୍ବାଇ ପୋଲିସ୍ ଗୁରୁବାର ଗିରଫ କରିଛି । ଟିକଟକ୍ ଷ୍ଟାର ଫେଜୁଙ୍କ ସମର୍ଥନରେ ଭିଡିଓ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ଲାଗିଛି । ବାସ୍ତବରେ ଏହି ମାମଲା ମହାରାଷ୍ଟ୍ର ଭିଡହିଂସା ସହ ଜଡିତ ଅଛି । ନିକଟରେ ଟିକଟକରେ ୭ ଜଣ ଯୁବକ ତବରେଜ୍ ଅନ୍ସାରୀ…
Read More...

ପୁଣି ଟ୍ରୋଲର ଶିକାର ହେଲେ ବିବେକ ! ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ପରାଜୟ ପରେ କ୍ରିକେଟ୍ ପ୍ରେମୀଙ୍କ ମଜା…

ସିନେମାରୁ ଅଧିକ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ବିବେକ ଓବରଏ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର ମଧ୍ୟ ସେ ଏକ ସୋସିଆଲ୍ ମିଡିଆ ଟ୍ରୋଲର ଶିକାର ହୋଇଛନ୍ତି । ଶୁକ୍ରବାର ବିବେକ ବିଶ୍ୱକପ୍ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ର ପରାଜୟକୁ…
Read More...

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଘରେ ପହଁଚିଲା ୟୁପି ପୋଲିସ୍ । ୨୪ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ହୋଇଛି…

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୪ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି ଆୟୋଜକ । ଥାନାରେ ଏତଲା ପରେ ସୋନାକ୍ଷୀଙ୍କ ମୁମ୍ବାଇସ୍ଥିତ ଘରେ ଛାପା ମାରିଛି ମୁରାଦାବାଦର ପୋଲିସ୍ । ତେବେ…
Read More...