Browsing Category

ନିର୍ବାଚନ ଖବର

ପୁଣି ଥରେ କ୍ଷମତାକୁ ଆସିବେ ନରେନ୍ଦ୍ର ମୋଦି ! ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ଅନୁସାରେ ଏନଡ଼ିଏକୁ ମିଳିବ ୨୮୩ ସିଟ

କନକ ବ୍ୟୁରୋ : ପୁଣି ଥରେ କ୍ଷମତା ଦଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାପେକ୍ଷା ମୋଦି ଲେହେର ଥମି ଯାଇଥିଲେ ହେଁ ସରକାର ଗଢ଼ିବ ବିଜେପି । ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ମୁତାବକ ପୁଣି ଥରେ ସତ୍ତାକୁ ଆସିବ ଏନଡ଼ିଏ । ସର୍ଭେ ଅନୁସାରେ ୫୪୩ ଲୋକସଭା ଆସନରୁ ଏନଡ଼ିଏ ହାତକୁ ଆସିବ…
Read More...

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତାରା ! କହିଲେ,ପ୍ରଦୀପ ମାଝି ଚାହିଁଲେ ଟିକେଟ ଦିଅନ୍ତି ଓ…

କନକ ବ୍ୟୁରୋ : ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ବିରୋଧର ସ୍ୱର ଉଠିବା ସାଧାରଣ କଥା । ଟିକେଟ ନମିଳିଲେ ନେତାମାନେ ଦଳ ଛାଡ଼ିବା କଥା ମଧ୍ୟ ସାଧାରଣ କଥା । ଗତକାଲି ବିଜେଡ଼ି ସୁପ୍ରିମୋ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟରାତ୍ରରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ…
Read More...

ପ୍ରାର୍ଥୀ ତାଲିକା ଘୋଷଣା ପରେ ବଢ଼ିଲା ଅସନ୍ତୋଷ । ବିଜେଡିରୁ ଇସ୍ତଫା ଦେଲେ କୁସୁମ ଓ ପ୍ରମୋଦ ।

କନକ ବ୍ୟୁରୋ: ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ବଢୁଛି ଅସନ୍ତୋଷ । ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ ଓ କଳାହାଣ୍ଡି ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ । ତେବେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି କୁସୁମ ବୋଲି ସୂଚନା…
Read More...

ମାଓ ଅଞ୍ଚଳ ପାଇଁ କଟକଣା: ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ

କନକ ବ୍ୟୁରୋ: ଓଡ଼ିଶାରେ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୩ଟି ଲୋକସଭା ଆସନ ଅନ୍ତର୍ଗତ ୧୯ଟି ମାଓ ଅଧ୍ୟୁଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ଘଣ୍ଟା ପୂର୍ବରୁ ମତଦାନ ସମ୍ପୂର୍ଣ୍ଣ କରିବାକୁ ଭାରତ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରଥମ…
Read More...

ନିର୍ବାଚନ ବେଳେ ମଦର ବନ୍ୟା ! ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଅବକାରୀ ସଚିବ, ବଢ଼ିପାରେ ନକଲି ଓ ଅବୈଧ ମଦ ବିକ୍ରି

କନକ ବ୍ୟୁରୋ: ରାଜ୍ୟକୁ ସରଗରମ କରିଛି ସାଧାରଣ ନିର୍ବାଚନ। ନିର୍ବାଚନ ପ୍ରଚାର ପ୍ରସାରକୁ ବ୍ୟାପକ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନରେ ଭୋଟ କିଣିବାକୁ ଟଙ୍କାବଣ୍ଟା ହେବା କିଛି ବିଚିତ୍ର ନୁହେଁ। ଏହା ଦ୍ବାରା ଗାଁ ଗଣ୍ଡା, ସହରାଞ୍ଚଳରେ ମଦ ବିକ୍ରି ବହୁ…
Read More...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି : ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଦାଖଲ ହେବ ନାମାଙ୍କନ

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ଘୋଷଣା ମୁତାବକ ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର…
Read More...

ବାପ-ପୁଅ ପଲିଟିକ୍ସ ପାଇଁ ଝୁଲିଲା ବଲାଙ୍ଗୀରର ଦୁଇ ଆସନ? ଶେଷ ପର୍ଯ୍ୟନ୍ତ ସସପେନ୍ସରେ ରଖିପାରନ୍ତି ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଲଢେଇ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଏହି ଲୋକସଭା ଅଧୀନରେ ଆସୁଥିବା ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକାକୁ ନେଇ କନଫ୍ୟୁଜନରେ ରହିଛି ବିଜେଡି । ଯେଉଁଥିରେ ବଲାଙ୍ଗୀରର…
Read More...

ପାର୍ଲାମେଣ୍ଟ ଲଢେଇ ପାଇଁ ମଫସଲି ଗାଁର ପ୍ରମିଳାଙ୍କୁ ବାଛିଲେ ନବୀନ । ୭୦ ବର୍ଷର ସାହସୀ ସିପାହୀଙ୍କୁ ଧରି ନିର୍ବାଚନ…

କନକ ବ୍ୟୁରୋ : ଦଦରା ଘରୁ ଦିଲ୍ଲୀ ପାଇଁ ଟିକେଟ । ନବୀନ ନିବାସରୁ ଯେତେବେଳେ ଆଜି ବିଜେଡି ସୁପ୍ରିମୋ ଆସ୍କା ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ନବୀନ ଯେଉଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ନା ତାଙ୍କୁ କେହି ପୂର୍ବରୁ…
Read More...

୧୪ ବିଧାୟକଙ୍କ ଟିକେଟ କାଟିଲେ ନବୀନ । ଜାଣନ୍ତୁ ବଦଳରେ କାହାକୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଲେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ୯ ଲୋକସଭା ଆସନ ମଧ୍ୟରୁ ୮ଟି ଓ ୫୪ ବିଧାନସଭା ଆସନ ମଧ୍ୟରୁ ୨୭ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ଖାସକରି ଦଳ ଚଳିତ…
Read More...

ଦ୍ୱିତୀୟ ପର୍ଯ୍ୟାୟରେ ନବୀନ ଦେବେ ଦୁଇଟି ପରୀକ୍ଷା । ଦକ୍ଷିଣରୁ ହିଞ୍ଜିଳି ଓ ପଶ୍ଚିମରୁ ବିଜେପୁରରେ ସୁପ୍ରିମୋଙ୍କ ଡବଲ…

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ ନବୀନ । ନିଜ ପାରମ୍ପାରିକ ହିଞ୍ଜିଳି ବିଧାନସଭା କ୍ଷେତ୍ର ସହ ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ଗୋଟିଏ ଦିନରେ ଦେବେ ଦୁଇ ଦୁଇଟି ପରୀକ୍ଷା । ଏକଥା ଆମେ ଏଥିପାଇଁ କହୁଛୁ ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…
Read More...