Browsing Category

ନିର୍ବାଚନ ଖବର

ବିଜେପିରେ ସାମିଲ ହେଲା ପରେ କେଉଁଠୁ ଲଢିବେ ଦାମ ରାଉତ ବଢିଲା ଉତ୍କଣ୍ଠା ! ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ,…

କନକ ବ୍ୟୁରୋ : ପଦ୍ମ ଶିବିରରେ ଦାମ । ସବୁ କଳ୍ପନାଜଳ୍ପନାର ଅନ୍ତ କରି ଶେଷରେ ଦିଲ୍ଲୀ ଯାଇ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦାମ ପଦ୍ମ ଧରିଛନ୍ତି । ଦାମଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ…
Read More...

‘ମୋଦି ହେ ତୋ ମୁମକିନ୍ ହେ’ ! ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ନାରା

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ କିପରି ସାଧିବ ବିଜେପି ? କେଉଁ ନାରା ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସମସ୍ତଙ୍କ ନଜର ଥିଲା । ପୂର୍ବ ଲୋକସଭା ନିର୍ବାଚନରେ ବିଜେପିର ଅନେକ ନାରା ଥିଲା । ସେଥିମଧ୍ୟରୁ ଲୋକପ୍ରିୟ ହୋଇଥିଲା ‘ଅବକି ବାର ମୋଦି ସରକାର’ । ଚଳିତ ଲୋକସଭା…
Read More...

ପଦ୍ମ ଧରିଲେ ପାରାଦୀପ ବିଧାୟକ ! ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ଦାମୋଦର ରାଉତ

କନକ ବ୍ୟୁରୋ : ପଦ୍ମ ଧରିଲେ ପାରାଦୀପ ବିଧାୟକ । ବିଜେପିରେ ଯୋଗଦେଲେ ବରିଷ୍ଠ ନେତା ଦାମୋଦର ରାଉତ । ଗେରୁଆ ରଙ୍ଗରେ ରଙ୍ଗୀନ ହେଲେ ଦାମ । ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ…
Read More...

ଆଗାମୀ ୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି ! ଜାଣନ୍ତୁ କେଉଁ କେଉଁ ସାଂସଦଙ୍କ ଟିକେଟ୍ କଟିବ…

କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା…
Read More...

ମିଳିତ ଭାବେ ଲୋକଙ୍କ ପାଖରେ ପହଞ୍ଚିବ ସପା-ବସପା ମେଂଟ ! ଅଖିଲେଶ ଯାଦବ କହିଲେ, ଏକାଠି କରାଯିବ ନିର୍ବାଚନୀ ରାଲି

କନକ ବ୍ୟୁରୋ : ଏକାଠି ନିର୍ବାଚନୀ ରାଲି କରିବେ ସପା-ବସପା ମେଂଟ । ଭୋଟରଙ୍କ ମନ ଜିଣିବା ପାଇଁ ଉଭୟ ଦଳ ମିଳିତ ଭାବେ ଲୋକଙ୍କୁ ପାଖରେ ପହଞ୍ଚିବ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁକଖ୍ୟ ଅଖିଲେଶ ଯାଦବ କହିଛନ୍ତି ଲୋକସଭା ନିର୍ବାଚନ ପାଇଁ ସପା ଓ ବସପା ଏକ…
Read More...

ଏନସିପି ଜାରି କଲା ପ୍ରାର୍ଥୀ ତାଲିକା ! ପୁଣି ଥରେ ବାରାମତୀ ଲୋକସଭା ଆସନରୁ ଲଢ଼ିବେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଟିକେଟ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ କସରତ୍ ଜାରି ରଖିଛନ୍ତି । କାହାକୁ ମିଳିବ ଲୋକସଭା ଟିକେଟ । ଏବେ ସବୁଦଳ ତରଫରୁ ତୁହାକୁ ତୁହା ବୈଠକ ବସୁଛି । ଆଉ ଦିନେ ଦୁଇ ଦିନ ଭିତରେ ପ୍ରାୟ ସମସ୍ତ ଦଳ ନିଜର ପ୍ରାର୍ଥୀ ତାଲିକା ଜାରି…
Read More...

ନବୀନ ନିବାସରେ ବାବା ! ଟିକେଟ ପାଇଁ ନୁହେଁ ବରଂ ୨୦୧୯ ପାଇଁ ବିଜେଡି ସୁପ୍ରିମୋଙ୍କୁ ଦେଲେ ଆଶୀର୍ବାଦ

କନକ ବ୍ୟୁରୋ : ନେତା ନୁହେଁ ନବୀନ ନିବାସରେ ବାବା । ଟିକେଟ ପାଇଁ ନୁହେଁ ବରଂ ବିଜୟ ପାଇଁ ଦେଇଛନ୍ତି ଆଶୀର୍ବାଦ। ଗତ କିଛି ଦିନ ଧରି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳୁଥିଲା । କିନ୍ତୁ ଏହି ଭିଡ ଭିତରେ ଆଜି ବାରି ହୋଇପଡିଥିଲେ ଗେରୁଆ ବସ୍ତ୍ରଧାରୀ ବାବା । ଆଜି ନବୀନ ନିବାସରେ…
Read More...

ଯାଜପୁରରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି : ଏପ୍ରିଲ ୨୯ରେ ୧ହଜାର ୬୧୯ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି କଡା ତାଗିଦ । ଏଥିପାଇଁ ପ୍ରସ୍ତୁତି କରୁଛି ଯାଜପୁର ଜିଲ୍ଲା ପ୍ରଶାସନ । ଏପ୍ରିଲ ୨୯ ତାରିଖରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ପଡିବ । ଏଥିପାଇଁ…
Read More...

ଗେରୁଆ ଶିବିରର ସିପାହୀ ସାଜିବେ ଦାମ? ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ : ଦିଲ୍ଲୀ ଯିବେ ଦାମ ରାଉତ । ଗତକାଲି ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିବା ପରେ ଆଜି ପୁଣିଥରେ ନିଜର ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ଦିଲ୍ଲୀ ଗସ୍ତରେ ଦାମୋଦର ରାଉତ ଯାଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ସନ୍ଧ୍ୟାରେ ଦାମ ରାଉତ ନୂଆ ଶିବିରର…
Read More...

ଅମାନିଆ ଦାମ ! ବିଜେଡି ବିରୋଧରେ ବର୍ଷିଲେ, କହିଲେ ମୋତେ ନିନ୍ଦିତ କରିଛନ୍ତି ମୁଁ ନିନ୍ଦିତ କରିବି । ।

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ନେଇ ଚର୍ଚ୍ଚା ସେତିକି ବଢିବାରେ ଲାଗିଛି । ବିଜେଡିରୁ ବିଦା ହେବା ପରେ ଦାମଙ୍କୁ ଆଗାମୀ ନିର୍ବାଚନରେ କେଉଁ ଭୂମିକାରେ ଦେଖିବାକୁ ମିଳିବ ତାହା ଏବେ ରାଜନୈତିକ ଦୃଶ୍ୟପଟ୍ଟର ବଡ ରହସ୍ୟ ପାଲଟିଛି । ନିର୍ବାଚନ…
Read More...