Browsing Category

ନିର୍ବାଚନ ଖବର

ବରଗଡରେ ପହଂଚିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ! ପରିବର୍ତ୍ତନ ମହାସମାବେଶରେ ହେଲେ ସାମିଲ

କନକ ବ୍ୟୁରୋ : ବରଗଡରେ ପହଂଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଜୟପୁର ଗସ୍ତର ଠିକ ସାତ ଦିନ ପରେ ଆଜି ବରଗଡରେ ପରିବର୍ତନ ସମାବେଶରେ ଉଦବୋଧନ ଦେବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରାହଲୁଙ୍କ ଏହି…
Read More...

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମହାରଥୀ ! ନିର୍ବାଚନ ଲଢିବାକୁ ପ୍ରସ୍ତୁତ ବୋଲି କହିଲେ ପିପିଲି…

କନକ ବ୍ୟୁରୋ : ନିର୍ବାଚନ ଲଢ଼ିବେ ପ୍ରଦୀପ ମହାରଥୀ । ଟିକେଟ୍ ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି ।  ଆଲୋଚନା ପରେ ଏଥର ନିର୍ବାଚନ ଲଢ଼ିବି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଦୀପ ମହାରଥୀ । ଏଥର ନିଶ୍ଚିତ ଭାବେ ନିର୍ବାଚନ ଲଢ଼ିବି ଏବଂ…
Read More...

ଦକ୍ଷିଣ ଦୁର୍ଗରୁ ରଣହୁଙ୍କାର । କ୍ଷମତା ରାଜନୀତିର ପ୍ରଥମ ଅଧ୍ୟାୟରେ ୨୦୧୪ର ନାୟକ ବିଜେଡି, ୨୦୧୯ରେ ଦୁର୍ଗ ଭେଦି ପାରିବ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି । ବିଭିନ୍ନ ଦଳ ପକ୍ଷରୁ ଯୋଦ୍ଧାଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ବିଜୟ ସମ୍ଭାବନାକୁ ୧୦୦ ପ୍ରତିଶତ କରିବାକୁ ଅନ୍ୟ ଶିବିରର ଯୋଦ୍ଧାଙ୍କୁ ପୋଚିଂ କରିବାର ସୁଯୋଗକୁ ହାତଛଡା କରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ ।…
Read More...

ବିଜେଡିକୁ ଫେରିଲେ ଶ୍ରମିକ ନେତା ହୁସେନ ରବି ଗାନ୍ଧି ! ନୀବନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ କହିଲେ ଦଳ ଯାହା…

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶ୍ରଣ ପର୍ବ ରାଜନୀତି ଜୋର ଧରିଛି । ରୀତିମତ ଭାବେ ଦଳ ଡ଼େଉଁଛନ୍ତି ନେତା । ଟିକେଟ କସରତ ଭିତରେ ନବୀନ ନିବାସରେ ଦେଖିବାକୁ ମିଳିଥିଲା ଯାଜପୁରର ଶ୍ରମିକ ନେତା ହୁସେନ ରବି ଗାନ୍ଧୀଙ୍କୁ । ବିଜେଡିକୁ ଆଜି ତାଙ୍କର ଘର ବାହୁଡା ହୋଇଛି । ତେବେ…
Read More...

ଜାତୀୟ ରାଜନୀତିରେ ଝଡ ! କଂଗ୍ରେସ- ବିଜେପି ମଧ୍ୟରେ ମହାଲଢେଇ, ଜାଣନ୍ତୁ କାହାର ପଲଡା ଭାରି ?

ଲୋକସଭା ନିର୍ବାଚନ ୨୦୧୯ର ମହାସଂଗ୍ରାମ ଏବେ ଚରମ ସୀମାରେ ପହଂଚିବାକୁ ବସିଲାଣି । ଏଥରକ ଲଢେଇ ବର୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ଏବଂ ବ୍ୟୟବହୁଳ ମୁକାବିଲା ହେବା ସହ କୌହୁଳପୂର୍ବକ ପ୍ରମାଣିତ ହେବାକୁ ଯାଉଛି । ସେପଟେ ଉଭୟ ବିଜେପି ଏବଂ କଂଗ୍ରେସ ଛୋଟ ଛୋଟ ଦଳମାନଙ୍କୁ ନିଜ ପାର୍ଟିରେ ସାମିଲ…
Read More...

ମୁଲାୟମଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ ! ୧୯ ଏପ୍ରିଲରୁ ମେନପୁୁରୀରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ ମାଗିବେ…

କନକ ବ୍ୟୁରୋ : ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ ବସପା ସୁପ୍ରିମୋ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ମାୟାବତୀ । ବସପା ମୁଖ୍ୟ ମାୟାବତୀ ୧୯ ଏପ୍ରିଲରୁ ଉତ୍ତରପ୍ରଦେଶ ମେନପୁରୀରୁ ରାଲି ଆରମ୍ଭ କରିବେ । ମୁଲାୟମ ସିଂ ଯାଦବ…
Read More...

ଓଡ଼ିଶା ଫେରୁଫେରୁ ପୁଣି ନବୀନଙ୍କ ଉପରେ ଗର୍ଜିଲେ ଦାମ ! କହିଲେ, ବିଜେପି ସାହାଯ୍ୟରେ ଓଡ଼ିଶାରୁ ଭ୍ରଷ୍ଟାଚାର ଶାସନ ହଟିବ

କନକ ବ୍ୟୁରୋ : ଆଜିଠାରୁ ଗେରୁଆ ଗଡ଼ରୁ ଶୁଭିବ ଦାମଙ୍କ ଶାଣିତ ସ୍ୱର । ଏବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ଦାମ ରାଉତ । ବିଜେପିରେ ସାମିଲ ହେବା ପରେ ବରିଷ୍ଠ ନେତା ଦାମୋଦର ରାଉତ ଆଜି ଭୁବନେଶ୍ୱର ଫେରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ କରିବା ପାଇଁ ଅନେକ ସମର୍ଥକ…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ଦାମ ! ଏବେ ଗେରୁଆ ଗଡ଼ରୁ ଶୁଭିବ ଶାଣିତ ସ୍ୱର, କ’ଣ ରହିବ ଆଗାମୀ ରାଜନୈତିକ ପଦକ୍ଷେପ ?

କନକ ବ୍ୟୁରୋ : ଗତକାଲି ଗେରୁଆ ଶିବିରରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାେରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ ।…
Read More...

ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ ! ବାୟୋଡାଟା ଧରି ନବୀନ ନିବାସରେ ପଂହଚିଲେ ନେତା,୧୬୮ଟି ଆସନ ପାଇଁ ୩୦ ହଜାରରୁ ଅଧିକ…

କନକ ବ୍ୟୁରୋ : ନିର୍ବାଚନ ପାଇଁ ବିଜେଡିରେ ବଢୁଛି ଆଶାୟୀଙ୍କ ଭିଡ । ଆଜି ମଧ୍ୟ ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ଆଶାୟୀଙ୍କ ପ୍ରବଳ ଭିଡ । ହାତରେ ବାୟୋଡାଟା ଧରି ନବୀନ ନିବାସରେ ନେତାଙ୍କ ଲମ୍ୱା ଲାଇନ୍ ଲାଗିଛି । ବିଧାନସଭା ଓ ଲୋକସଭାକୁ ମିଶାଇ ମୋଟ୍ ୧୬୮ ଟି ଆସନ ପାଇଁ ଗତ ୪ ଦିନ…
Read More...

ଲୋକସଭା ନିର୍ବାଚନ ଜିତିବା ଗୈରିକ ଦଳର ମାଷ୍ଟର ପ୍ଲାନ୍ ! ବିଜେପି ଫୋକସରେ ୫ ବର୍ଗର ଭୋଟର 

କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ସାଧାରଣ ନିର୍ବାଚନ ।  ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସେତିକି ବଢୁଛି । ଜନତାଙ୍କ ନିକଟତର ହେବାକୁ ଚାଲିଛି ଅଙ୍କକଷା । ନିର୍ବାଚନ ତାରିଖ ଘୋଷଣା ପରେ କିଛି କିଛି ଦଳ ପ୍ରାର୍ଥୀ ତାଲିକା ଘୋଷଣା…
Read More...