ଶୀର୍ଷରେ ଚାଲିଛି କି କରୋନା ସଂକ୍ରମଣ। କିଛି ଦିନ ହେଲା ସାମାନ୍ୟ ଉପର ତଳ ହେଉଛି ଦୈନିକ ପଜିଟିଭ ମାମଲା । ବିଶେଷଜ୍ଞଙ୍କ ଆକଳନ, ଜୁନ ଆଡକୁ ଧୀରେ ଧୀରେ ହ୍ରାସ ପାଇପାରେ କରୋନା ।

11