ଲାଲ କରିଡରରେ ପଶିଲା କରୋନା ଭୂତାଣୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ମାଓ ସଂଗଠନର ଛାମୁଆ ନେତା ପଜିଟିଭ୍ ଥିବା ସୂଚନା । ପୁଲିସ କହିଲା, ଆତ୍ମ ସମର୍ପଣ କଲେ, କରାଯିବ ଚିକିତ୍ସା ।

12