ଦୁଇ ଦିନ ହେଲା ରାଜ୍ୟରେ ସାମାନ୍ୟ ହ୍ରାସ ପାଉଛି ଦୈନିକ ସଂକ୍ରମଣ । ବିଶେଷଜ୍ଞଙ୍କ ମତରେ ସରକାରଙ୍କ କଟକଣା ଯୋଗୁଁ ଧୀରେ ଧୀରେ ଭାଙ୍ଗୁଛି ସଂକ୍ରମଣ ଚେନ୍ । ସେପଟେ ପଶ୍ଚିମ ଓଡ଼ିଶାରେ ପଜିଟିଭିଟି ରେଟ୍ ଅଧିକ । ସମ୍ବଲପୁରରେ ୫୨.୩ ପ୍ରତିଶତ, ପ୍ରତି ଦୁଇ ଜଣରେ ଜଣେ ଆକ୍ରାନ୍ତ ।

12