ଦିନରେ ଲଣ୍ଠନ ଦେଖାଇବା ଡବଲ ଇଞ୍ଜିନ, ଲୋକଙ୍କ ସେବା କରିବା ନବୀନ ଇଞ୍ଜିନ । ବରଗଡରୁ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ୍…

କନକ ବ୍ୟୁରୋ: ବରଗଡରୁ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧା ସିଧା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍ । ରବିବାର ବରଗଡରେ ନିର୍ବାଚନୀ ସଭା କରି ପାଣ୍ଡିଆନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ବରଗଡ ଆସିଥିଲେ, ବହୁତ ବଡ ବଡ କଥା କହିକି ଗଲେ । ହେଲେ ସମ୍ବଲପୁରୀ,…

ହରିୟାଣାରେ ଟଳମଳ ବିଜେପି ସରକାର । ଫ୍ଲୋର ଟେଷ୍ଟ ପାଇଁ ଚାଲିଛି ପ୍ରସ୍ତୁତି । ଏପଟେ ଗଭର୍ଣ୍ଣର ମାଗିଲେ ୩୦ କଂଗ୍ରେସ…

କନକ ବ୍ୟୁରୋ: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ବିଜେପି ସରକାରରୁ ତିନି ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ପରେ, ଏବେ ହରିୟାଣାରେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ଖୁବଶୀଘ୍ର ହରିୟାଣାରେ ସରକାର ଫ୍ଲୋର ଟେଷ୍ଟ ପାସ୍…

ଦିନକ ପରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିରେ ପଡିବ ଭୋଟ । ଏହି ସବୁ ବଡ଼ ବଡ଼ ନେତାଙ୍କର ହେବ ଭାଗ୍ୟ…

କନକ ବ୍ୟୁରୋ: ସୋମବାର ଦିନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହ ୨୮ ବିଧାନସଭା ପାଇଁ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନୀତିରେ ବେଶ ପ୍ରଭାବ…

ମୋଦୀଙ୍କ ପ୍ରଚାର ପରେ ମୁକାବିଲା ପାଇଁ ବିଜେଡି ତୟାର । ଆସନ୍ତାକାଲି ବରଗଡ଼ ଓ ବଲାଙ୍ଗୀରରେ ନବୀନଙ୍କ ମାରାଥନ ପ୍ରଚାର

କନକ ବ୍ୟୁରୋ: ୨୦୧୯ର ଫଳାଫଳ ପଶ୍ଚିମ ଓଡିଶାରେ ବଜାୟ ରଖିବା ପାଇଁ ଧୁଆଁଧାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ । ବଡ ବଡ ଜନସଭା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ମୋଦୀ । ଗୋଟିଏ ଦିନରେ କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ଶକ୍ତି ପ୍ରଦର୍ଶନ କରି ସରକାରଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ ପରେ ବୀରମିତ୍ରପୁରରୁ ଜବାବ ଦେଲେ ପାଣ୍ଡିଆନ । ଗୁଜରାଟ ମଡେଲକୁ କଲେ ତାତ୍ସଲ୍ୟ । କହିଲେ,…

କନକ ବ୍ୟୁରୋ: ଗୋଟିଏ ପଟେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ଭିକେ ପାଣ୍ଡିଆନ । ପେଟ୍ରୋଲ, ଗ୍ୟାସ ଓ ତେଲଦରଠାରୁ ଆରମ୍ଭ କରି କୋଷ୍ଟାଲ ହାଇୱେ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗରେ ବିଜେପିକୁ ଘେରିଛନ୍ତି…

ନିର୍ବାଚନୀ ସଭାରେ ଗିୟର ବଢ଼ାଇଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ଉପରେ ଜୋରଦାର ହମଲା । ଓଡ଼ିଶାରେ ଆଉଟସୋର୍ସିଂ…

କନକ ବ୍ୟୁରୋ: ୬ ତାରିଖରେ ଯେଉଁ ଆକ୍ରମଣ ଆରମ୍ଭ କରିଥିଲେ, ଆଜି ସେହି ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସିଧା ସିଧା ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ନମ୍ବର-୨ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ଭାବେ ଟାର୍ଗେଟ କରିଛନ୍ତି ମୋଦୀ…