ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ପରିଖିବା ପାଇଁ ଆସିଲେ ବିଜେପି କେନ୍ଦ୍ରୀୟ ଟିମ୍ । ହିସାଂକାଣ୍ଡ ଅଞ୍ଚଳ ବୁଲିଦେଖିବା…

କନକ ବ୍ୟୁରୋ: ହନୁମାନ ଜୟନ୍ତୀକୁ ନେଇ ସମ୍ବଲପୁରରେ ହୋଇଥିବା ଦଙ୍ଗା ଏବେ ରାଜନୀତିରେ ବଡ ପ୍ରସଙ୍ଗ ପାଲଟିଛି । ହିଂସାକାଣ୍ଡର ସ୍ଥିତି ଯାଞ୍ଚ କରିବା ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ ସମ୍ବଲପୁରରେ ପହଞ୍ଚିଛି । ସେପଟେ ବିଜେଡି କହିଛି ଛୋଟମୋଟ ହିଂସାକାଣ୍ଡକୁ ସାମ୍ପ୍ରଦାୟିକ ଦଙ୍ଗାର…

ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ଓଡିଆ ସାମ୍ବାଦିକତା ଜଗତରେ ଶୋକର ଛାୟା । 

କନକ ବ୍ୟୁରୋ: ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର । ସୋମବାର ସକାଳେ ତାଙ୍କ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ହେଲେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବା ସହିତ ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ…

ଫିଲ୍ମ ‘କେରଳ ଷ୍ଟୋରୀ’ ଉପରେ ବ୍ୟାନ୍ ଲଗାଇବାକୁ ଦାବି । ଫିଲ୍ମରେ ରହିଛି ଏକ ହଜାର ଝିଅଙ୍କ ଧର୍ମ ପରିବର୍ତ୍ତନର କାହାଣୀ…

କନକ ବ୍ୟୁରୋ: ଫିଲ୍ମ ‘କେରଳ ଷ୍ଟୋରୀ’କୁ ନେଇ ଏବେ ସବୁଠି ଚର୍ଚ୍ଚା । ବିବାଦ ଭିତରେ ଫସିଥିବା ଏହି ଫିଲ୍ମକୁ ଏବେ ବ୍ୟାନ୍ କରିବାକୁ ଦାବି ହେଉଥିବାବେଳେ, କେରଳ ସରକାର ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବା ସପକ୍ଷରେ ବାହାରିଛନ୍ତି । ଖାଲି ସେତିକି ନୁହେଁ, କେରଳର ଅନ୍ୟ ରାଜନୈତିକ ଦଳ ମାନେ…

୬୩୫ ରୁମ୍, ୩୦୦ ସିସିଟିଭି, ୨୬ ମାସ ସମୟ । ଜାଣନ୍ତୁ, ତେଲେଙ୍ଗାନାର ନୂଆ ସଚିବାଳୟର ଖାସ୍ କଥା ।

କନକ ବ୍ୟୁରୋ: ରେକର୍ଡ ସମୟ ଭିତରେ ପ୍ରସ୍ତୁତ ହୋଇସାରିଛି ତେଲେଙ୍ଗାନାର ଭବ୍ୟ ସଚିବାଳୟ । ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଏହାର ଉଦଘାଟନ କରିଛନ୍ତି । ତେବେ ଏହି ଭବନର ଭବ୍ୟତା ଏବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଦେଶର ସବୁଠୁ ଭବ୍ୟ ସଚିବାଳୟ ବୋଲି ଏହାକୁ କୁହାଯାଉଛି । ତେବେ…

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । କୋରାପୁଟ ଲାଣ୍ଡିଗୁଡାର ଦିବ୍ୟାଙ୍ଗ ବୃଦ୍ଧା ରୁକୁଣା ଗୌଡ଼ଙ୍କୁ ମିଳିଲା ସହୟତା ।

କନକ ବ୍ୟୁରୋ: କନକ ନ୍ୟୁଜରେ ଖବର ବାଜିବା ପରେ ଚେତିଲା ପ୍ରଶାସନ । ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିବା ଦିବ୍ୟାଙ୍ଗ ବୃଦ୍ଧା ରୁକୁଣା ଗୌଡଙ୍କୁ ମିଳିଲା ସହାୟତା । ବୃଦ୍ଧାଙ୍କ ଗାଁକୁ ଯାଇ କୋରାପୁଟ ପୌରପାଳିକା ଏକ ଟ୍ରାଇ ସାଇକେଲ ଦେବା ସହ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି । ଆଉ ଏହି ଭତ୍ତା…

କିଡନୀ ରୋଗରେ ଆକ୍ରାନ୍ତ ଶଯ୍ୟାଶାୟୀ ରୋଜଗାରିଆ ପୁଅ । ଅଭାବ ଅନଟନ ସାଧୁଛି ଦାଉ ।

କନକ ବ୍ୟୁରୋ: ପୁଅକୁ ବଞ୍ଚାଇବାକୁ ମା’ବି କିଡନୀ ଦେବାକୁ ପ୍ରସ୍ତୁତ । ହେଲେ ଅସୁସ୍ଥ ମା’ର କିଡନୀ ନେବାକୁ ମନା କରିଦେଲେ ଡାକ୍ତର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡାର ବାବୁ ସେଠୀ । ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କିଡନୀ ଖରାପ ହୋଇଯିବା ଯୋଗୁ ଏବେ ଚାଲିଛି…