ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ? ତାହା ଏବେ ବି ରହସ୍ୟ ଘେରରେ । ପୁଲିସ ଏବେ ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ଏବେ ବି ତା ଉପରୁ ପରଦା ହଟିନି । ଏହାରି ଭିତରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କାହାଣୀ ହତ୍ୟାକାଣ୍ଡର ମୋଡ ନେବା ପଛର କାରଣ ହେଲା ଅଭିଯୁକ୍ତ ରାକେଶ ବିରୋଧରେ ଲାଗିଛି ଦଫା ୩୦୨…

୧୬୪୮ରୁ ୨୦୨୧ ମସିହାକୁ ଦେଖିଛି ଦିଲ୍ଲୀର ଲାଲକିଲ୍ଲା । ସିପାହୀ ବିଦ୍ରୋହଠାରୁ ଚାଷୀ ଆନ୍ଦୋଳନର ମୁକସାକ୍ଷୀ ଏହି ଲାଲଗଡ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର କେନ୍ଦ୍ରରେ ଅବସ୍ଥିତ ଲାଲ କିଲ୍ଲା । ଆମ ଦେଶର ସୌନ୍ଦଯ୍ୟ, ଭବ୍ୟତା ଓ ସ୍ୱାଧୀନତାର ପ୍ରତୀକ । ଦୀର୍ଘ ୪ ଶତାବ୍ଦୀ ଧରି ଏହି ଲାଲକିଲ୍ଲା ଭାରତର ଇତିହାସକୁ ଦେଖିଆସିଛି । ସେଇଥିପାଇଁ ତ ଏହି କିଲ୍ଲାକୁ ଦେଖିବାକୁ ଚାରିଆଡୁ ଲୋକମାନେ ଦିଲ୍ଲୀକୁ ଧାଇ ଆସନ୍ତି ।…

ଦିଲ୍ଲୀରେ ବିସ୍ଫୋରଣ । ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ । ଏକାଧିକ କାର କ୍ଷତିଗ୍ରସ୍ତ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ହେଲା ବିସ୍ଫୋରଣ । ଶୁକ୍ରବାର ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଯାହା ଫଳରେ ଘଟଣା ସ୍ଥଳରେ ଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ପହଞ୍ଚି ଯାଇଥିବାବେଳେ…

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଧାରଣା ଦେଲା କଂଗ୍ରେସ । ସଂସଦର ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ସାଂସଦଙ୍କ ପ୍ରତିବାଦ

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ବିରୋଧ କରି ଧାରଣା ଦେଲା କଂଗ୍ରେସ । ଶୁକ୍ରବାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସର ସାଂସଦମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେବା ସହିତ ତୁରନ୍ତ ନୂଆ କୃଷି ଆଇନକୁ ପ୍ରତ୍ୟାହାର  କରିବାକୁ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ଏହି କଂଗ୍ରେସ…

ଏଲଏସିରେ ଚୀନକୁ ଚେକମେଟ ଦେବା ଲାଗି ଭାରତୀୟ ସେନାର ନୂଆ ରଣନୀତି । ସେନା ଅଧିକାରୀ କରିବେ ତିବ୍ଦତୀୟ ଅଧ୍ୟୟନ ।

କନକ ବ୍ୟୁରୋ: ଚୀନକୁ  ପ୍ରତିରୋଧ କରିବା ପାଇଁ ତିବ୍ଦତୀୟ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛି ଭାରତୀୟ ସେନା । ଗତ ବର୍ଷ ଠାରୁ ଉତ୍ତର ଲଦାଖ ଠାରେ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ନୂଆ ରଣନୀତି ପ୍ରସ୍ତୁତ କରିଛି ଭାରତ । ତିବ୍ଦତର ଭାଷା, ସଂସ୍କୃତି ଓ ଇତିହାସକୁ ଅଧ୍ୟୟନ କରିବା…

ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ।…

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ସେଠାରେ ପତାକା ଲଗାଇଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା । ଏହି ଘଟଣାରେ ୨୩ ବର୍ଷୀୟ ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ର୍ନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସେପଟେ ତାଙ୍କୁ…