କୃଷକ ଆନ୍ଦୋଳନକୁ ସେଲିବ୍ରେଟିଙ୍କ ସମର୍ଥନ । ପପଷ୍ଟାର ରିହାନା ପରେ ସମର୍ଥନ ଜଣାଇଲେ ହଲିଉଡ ଅଭିନେତ୍ରୀ ସୁସାନ ସାରଡନ

କନକ ବ୍ୟୁରୋ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲିବ୍ରିଟିଙ୍କ ସମର୍ଥନ ବଢିବାରେ ଲାଗିଛି । ପପଷ୍ଟାର ରିହାନାଙ୍କ ସମର୍ଥନ ପରେ ହଲିଉଡର ଆମେରିକୀୟ ଅଭିନେତ୍ରୀ ଓସ୍କାର ବିଜୟୀ ଅଭିନେତ୍ରୀ ସୁସାନ ସାରଡନ କୃଷକ ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିଛନ୍ତି । Standing…

ଯବାନ ହେବାକୁ ଇଚ୍ଛା ରଖିଥିବା ପିଲାଙ୍କ ପାଇଁ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ସେନାରେ ଭର୍ତ୍ତି ହେବା…

କନକ ବ୍ୟୁରୋ: ମୁଁ ଯବାନ ହେବି । ମାଟି ମା ପାଇଁ ଲଢିବି । ଶତ୍ରୁକୁ ଜବାବ ଦେବି । ଏଭଳି କିଛି ସ୍ୱପ୍ନ ଦେଖି ସେନାବାହିନୀରେ ଭର୍ତି ହେବାକୁ ଲକ୍ଷ୍ୟ ରଖିଥିବା ଯୁବକ ଯୁବତୀଙ୍କ ପାଇଁ ଏବେ ବରଦାନ ସାଜିଛି କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର । ଯୁବକ ଯୁବତୀମାନେ ଏଠି ସାମରିକ ଓ ଅଦ୍ଧସାମରିକ…

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ତେବେ ଟ୍ରକ ଧକ୍କାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହା ଦୁର୍ଘଟଣା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଯାହା ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ସଫଳତା ମିଳିଛି ।…

ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି…

କନକ ବ୍ୟୁରୋ: ଶ୍ରମିକ ପରିବାରର ଜୀବିକା ଚିନ୍ତା । ପିପିଲି ପିଡ଼ିଏସ ଗୋଦାମରେ କାମ କରି ପରିବାର ପୋଷୁଥିବା ଶ୍ରମିକ ମାନେ ଏବେ ତାଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପିପିଲି ଅଂଚଳରେ ଥିବା ପିଡ଼ିଏସ ଗୋଦାମ ଗୃହ ସ୍ଥାନାନ୍ତରିତ ହେବାକୁ ରହିଛି । ଆଉ ସ୍ଥାନାନ୍ତରଣ ପାଇଁ…

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା । ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା । ପୁରସ୍କାର ଘୋଷଣା କଲା…

କନକ ବ୍ୟୁରୋ: ଚନ୍ଦକା-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ସାହାଯ୍ୟ  କଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର । ଏଥିସହିତ ଏହି କାମରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କର ପରିଚୟ ମଧ୍ୟ ଗୋପନ ରଖାଯିବ ବୋଲି ଶନିବାର…