ପୁଅ ବୋହୂର କଳିର କରୁଣ ପରିଣତି । ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । 

କନକ ବ୍ୟୁରୋ: ପୁଅ ବୋହୂର କଳି ସହିନପାରି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ । ବୁର୍ଲା ଥାନା ଗୋଶାଳା ଝାରମୁଣ୍ଡା ଗାଁର ଏକ ପଡିଆରେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୁଇ ମୃତକ ହେଲେ ଟଙ୍କଧର ମହାକୁଡ ଏବଂ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ । ଘଟଣାସ୍ଥଳରେ…

ବିନା ଶବରେ ଜଳିଲା ଜୁଇ । ନିଖୋଜ ମଣିଷର ହେଲା ଶବ ସଂସ୍କାର

କନକ ବ୍ୟୁରୋ: କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ । ପତ୍ନୀ ବାହୁନି ବାହୁନି କାନ୍ଦୁଥିଲେ, ପୁଅ ନିଆଁ ବୋରିଆ ଧରି ଆଗେ ଆଗେ ଯାଉଥିଲେ । ଖାଲି ସେତିକି ନୁହେଁ ନାତି ଖଇ କଉଡି ପକାଇ ପକାଇ ଚାଲିଥିଲେ ଆଉ ତାପରେ ସେହି ପ୍ରତୀକାତ୍ମକ ଶବରେ ମୁଖାଗ୍ନି…

ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ମୁଖ୍ୟ କୋଚ୍ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଲା ବିସିସିଆଇ ।

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ଦି ୱାଲଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବୁଧବାର କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ…

ରହସ୍ୟମୟ ହେଉଛି ରୂପେଶଙ୍କ କାହାଣୀ । ଖେଳନା ବନ୍ଧୁକ ଧରି ଆକ୍ରମଣ କରି ଫଶିଗଲେ । ପଢନ୍ତୁ, କେମିତି ଥିଲା ସେଦିନର ପୂରା…

କନକ ବ୍ୟୁରୋ: ରାଜଧାନୀରେ ରହସ୍ୟମୟୀ ଛୁରାମାଡ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଯୁବତୀ ବେଶରେ ଆସିଥିବା ରୂପେଶ ପଣ୍ଡାଙ୍କୁ ଘରେ ଥିବା ମାଆ ଓ ଝିଅ କେମିତି ମୁକାବିଲା କଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ରୂପେଶ ନିଜ ସହ ଏକ ନକଲି ବନ୍ଧୁକ ଆଣିଥିଲେ । ଏହି ବନ୍ଧୁକ…

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । କମିବ ପେଟ୍ରୋଲ ଓ ଡିଜେଲ ଦାମ । ଜାଣନ୍ତୁ, କେତେ ଟଙ୍କା କମିବ…

କନକ ବ୍ୟୁରୋ: ଦେଶବାସୀଙ୍କ ପାଇଁ ଖୁସିଖବର । କମିବ ପେଟ୍ରୋଲ ଓ ଡିଜେଲ ଦାମ । ବଢୁଥିବା ତୈଳଦର ଭିତରେ ଲୋକଙ୍କ ପାଇଁ ଏଭଳି ଏକ ଆଶ୍ୱସ୍ତିକର ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏକ୍ସସାଇଜ୍ ଡ୍ୟୁଟିକୁ ହ୍ରାସ କରିବା ସହିତ ଆସନ୍ତାକାଲିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ଶସ୍ତା ହେବ ବୋଲି…

କେଉଁଠି ମିଳୁଛି ସବୁଜ ବାଣ? ସରକାର ଅନୁମତି ଦେଲେ, ହେଲେ ବଜାରରେ ନାହିଁ…

କନକ ବ୍ୟୁରୋ: ଏଥର ଦୀପାବଳୀରେ ସବୁଜ ବାଣକୁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ ସ୍ଥିତି ଏମିତି ହୋଇଛି ଯେ, ଅନୁମତି ମିଳିଥିବା ବାଣକୁ ନା ବ୍ୟବସାୟୀ ଜାଣିଛନ୍ତି ନା ସାଧାରଣ ଲୋକେ । ସବୁଜ ବାଣ କେଉଁଠି କିଣିବେ ତାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଅନ୍ୟପଟେ ପାରମ୍ପରିକ ବାଣ ଓ…