ବଦଳି ଯିବ କି ‘ପୁରୀ’ର ନାଁ? କେନ୍ଦ୍ରମନ୍ତ୍ରୀ କହିଲେ ପୁରୀର ନାଁ ‘ଜଗନ୍ନାଥ ଧାମ ପୁରୀ’ ହେଲେ ଭଲ ହୁଅନ୍ତା ।

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଧାମ ପୁରୀର ନାମ ପରିବର୍ତ୍ତନ କରିବାକୁ ଦାବି । ପୁରୀ ନାଁକୁ ବଦଳାଇ ଜଗନ୍ନାଥଧାମ ପୁରୀ କିମ୍ବା ଜଗନ୍ନାଥ ପୁରୀ କରିବାକୁ ଦାବି ହେଉଛି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏନେଇ…

ହ୍ରାସ ପାଇବ ପାମୋଲିନ୍, ସୂର୍ଯ୍ୟମୁଖୀ, ସୋୟାବିନ୍ ଓ ବାଦାମ ତେଲ ଦର । ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିବ…

କନକ ବ୍ୟୁରୋ: ପେଟ୍ରୋଲ ଡିଜେଲ ପରେ ଶସ୍ତା ହେଲା ଖାଇବା ତେଲ । ପାମ୍ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି । ପାମ୍ ତେଲ ଉପରେ କୃଷି ସେସ୍ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର । ସେହିପରି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ କମିଛି…

ପେଟ୍ରୋଲ, ଡିଜେଲ ପରେ ଶସ୍ତା ହେବ ଖାଇବା ତେଲ । ପାମୋଲିନ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କଲେ…

କନକ ବ୍ୟୁରୋ: ଖାଉଟିଙ୍କ ପାଇଁ ଖୁସିଖବର । ଶସ୍ତା ହେବ ଖାଇବା ତେଲଦର । କେନ୍ଦ୍ର ସରକାର ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କରିବା ପରେ ଖାଇବା ତେଲଦର ହ୍ରାସ ପାଇବ ବୋଲି ସୂଚନା ମିଳିଛି । ତେବେ କେନ୍ଦ୍ର ସରକାର ପାମୋଲିନ୍, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲରୁ ଶୁଳ୍କ ହ୍ରାସ କରିଛନ୍ତି । ଯାହା…

ଅଧାରେ ଅଟକି ଯିବନି ଦେବାଶିଷଙ୍କ ସ୍ୱପ୍ନ । ନିଟ୍ ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ରଙ୍କୁ ଡାକ୍ତରୀ ପଢାଇବାକୁ ଆଗକୁ ଆସିଲେ…

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ନିଆରା ଉଦାହରଣ ସୃଷ୍ଟି କଲେ ଜଣେ ଶିକ୍ଷକ । ଆର୍ଥିକ ଅନଟନରେ ଜୁଝି ହେଉଥିବା ଜଣେ ମେଧାବୀ ଛାତ୍ରଙ୍କୁ ଡାକ୍ତରୀ ପାଠ ପଢାଇବେ ପ୍ରଧାନ ଶିକ୍ଷକ । ଯାହା ଗୁରୁଶିଷ୍ୟଙ୍କ ନିଆରା ସମ୍ପର୍କକୁ ପ୍ରମାଣିତ କରିଛି । ସମ୍ବଲପୁର ମାନେଶ୍ୱର ବ୍ଲକ କନବାର ଗାଁର ଜଣେ…

ଡଙ୍ଗରିଆଙ୍କୁ ଆଖି ଯନ୍ତ୍ରଣାରୁ ମିଳିବ ମୁକ୍ତି । ଚକ୍ଷୁ ଚିକିତ୍ସା ଶିବିର କରି ରୋଗୀ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର

କନକ ବ୍ୟୁରୋ: ଡଙ୍ଗରିଆ ଦେଖିବେ ନୂଆ ଦୁନିଆ । ଚକ୍ଷୁ ସମସ୍ୟାରେ ହନ୍ତସନ୍ତ ହେଇଥିବା ଡଙ୍ଗରିଆଙ୍କ ଦୁଃଖ ଦୂର ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଥମ କରି ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ଟୋଏସ୍ । ତେବେ ଚକ୍ଷୁ ଅସ୍ତ୍ରୋପଚାର ହେଉଥିବା ଦେଖି ଡଙ୍ଗରିଆଙ୍କ ଭିତରେ ଆନନ୍ଦ ଖେଳିଯାଇଛି ।…

କେବେ ଯାତ୍ରୀଙ୍କ କାମରେ ଆସିବ ଯାଜପୁର ବସ୍ ଟର୍ମିନାଲ ? କୋଟି କୋଟି ଟଙ୍କାରେ ନିର୍ମିତ କୋଠା ପାଲଟିଛି ଭୂତକୋଠି

କନକ ବ୍ୟୁରୋ: କେବେ ପୂରଣ ହେବ  ଯାଜପୁର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ମୁଖମନ୍ତ୍ରୀଙ୍କ ପ୍ରତିଶ୍ରୁତି  ଯାଜପୁରବାସୀଙ୍କ ପାଇଁ ପାଣିର ଗାର ସାଜିଛି । ୨୦୧୮ରେ  ଯାଜପୁରବାସୀଙ୍କୁ ଦେଖାଇଥିବା  ନୂତନ ବସ ଟର୍ମିନାଲର ସ୍ୱପ୍ନ ଏବେ ଅଧାରେ ଅଟକି ଯାଇଛି । ତେଣୁ ଆଜି ବି ପୁରୁଣା ବସଷ୍ଟାଣ୍ଡ…