ପଲିଥିନ୍ ପ୍ରଭାବରେ ପ୍ରଦୁଷିତ ହେଉଛି ଯାଜପୁର ସହର । ଏଣେତେଣେ ପଡିଛି ହଜାର ହଜାର ପଲିଥିନ୍ ।

କନକ ବ୍ୟୁରୋ: ଦିନକୁ ଦିନ ପ୍ରଦୁଷିତ ହେଉଛି ପରିବେଶ । ମଣିଷର ଆବଶ୍ୟକତା ବୃଦ୍ଧି ସହିତ ଆଧୁନିକ ଜୀବନ ଶୈଳୀ ଯୋଗୁଁ ପ୍ରଦୁଷଣର ମାତ୍ରା ବଢୁଛିି । ଜଳ, ସ୍ଥଳ ଓ ବାୟୁ ସବୁ ପ୍ରଦୂଷିତ ହୋଇଗଲାଣି । ପ୍ରଦୁଷଣର ଅନେକ କାରଣ ମଧ୍ୟରୁ ପଲିଥିନ ହେଉଛି ଅନ୍ୟତମ । ତେଣୁ ପଲିଥିନ ବ୍ୟବହାରକୁ ସରକାର…

ଗରିବ ଲୋକଙ୍କ ପାଖରେ ପହଞ୍ଚୁନି ସରକାରୀ ସହାୟତା । ଲୁଟି ନେଉଛନ୍ତି ସରକାରୀ ବାବୁ ।

କନକ ବ୍ୟୁରୋ: ଅଭାବୀଙ୍କ ଅଭାବ ଦୂର କରିବା ପାଇଁ ସରକାରୀ ସ୍ତରରେ ଋଣର ବ୍ୟବସ୍ଥା କରାଯାଇଛି । ଅନେକ ସମୟରେ ଖୁବ୍ କମ୍ ସୁଧ ଓ ବିନା ସୁଧରେ ବି ଋଣ ଦେବାର ପ୍ରାବଧାନ ରହିଛି । କିନ୍ତୁ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବା ଆଗରୁ ବାଟବଣା ହୋଇଯାଉଛି । କେତେକ କ୍ଷେତ୍ରରେ ଗରୀବ…

ଆଇପିଏଲର ଦୁଇ ନୂଆ ଟିମ୍ ପାଇଁ ଶେଷ ହେଲା ବିଡ୍ ଦାଖଲ ପ୍ରକ୍ରିୟା । ଖୁବଶୀଘ୍ର ହୋଇପାରେ ବଡ ଘୋଷଣା ।

କନକ ବ୍ୟୁରୋ: ଆଇପିଏଲରେ ସାମିଲ ହେବେ ୨ ନୂଆ ଟିମ୍ । ଏଥିପାଇଁ ଆଜି ଦୁବାଇରେ ଶେଷ ହୋଇଛି ବିଡ୍ ଦାଖଲ ପ୍ରକ୍ରିୟା । ତେବେ କେଉଁ ଦୁଇ ନୂଆ ଟିମ୍ ଆଇପିଏଲରେ ସ୍ଥାନ ପାଇବେ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ ମିଳିଥିବା ସୂଚନା ମୁତାବକ, ଅହମ୍ମଦାବାଦ ଓ ଲକ୍ଷ୍ନୌ ଟିମ୍…

ମହାଲିଙ୍ଗ କଲେଜ ପରିଚାଳନା କମିଟିର ସାମ୍ବାଦିକ ସମ୍ମିଳନୀ । କହିଲେ, କଲେଜକୁ ଜାଣିଶୁଣି କରାଯାଉଛି ବଦନାମ । କଲେଜର…

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଥିବା ମହାଲିଙ୍ଗ କଲେଜର ପରିଚାଳନା କମିଟି ପକ୍ଷରୁ ଆଜି କରାଯାଇଛି ସାମ୍ବାଦିକ ସମ୍ମିଳନୀ । ଏହି ପ୍ରେସମିଟରେ ପରିଚାଳନା କମିଟିର ସଦସ୍ୟ କଲେଜକୁ ଜାଣିଶୁଣି ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ, ଏହି…

ସାଂଘାତିକ ଅଭିଯୋଗ ଆଣିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । କହିଲେ, ମମିତା ମୃତ୍ୟୁର ୨ ମାସ ପୂର୍ବରୁ…

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ପୋଲିସ ଉପରେ ମଧ୍ୟ ବର୍ଷିଛନ୍ତି । ବିଜୟ କହିଛନ୍ତି, ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କ ଏଭଳି…

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ସାହିଦ୍ ଆଫ୍ରିଦିଙ୍କ ବଡ ବୟାନ । କହିଲେ, ମ୍ୟାଚରେ ଟିମ୍ ଇଣ୍ଡିଆର ପଲ୍ଲା ରହିବ ଭାରି ।

କନକ ବ୍ୟୁରୋ: ଆଜି ସନ୍ଧ୍ୟାରେ କ୍ରିକେଟ୍ ପଡିଆରେ ମୁହାଁମୁହିଁ ହେବେ ଭାରତ-ପାକ୍ । ଯାହାକୁ ନେଇ ଏବେ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି । କିଏ ଏହି ମ୍ୟାଚ୍ ଜିତିବ? ମ୍ୟାଚରେ କାହାର ପଲ୍ଲା କେତେ ଭାରି ରହିବ ତାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଆକଳନ । ଆଉ ଏହାରି ଭିତରେ ଟିମ୍…