ପଞ୍ଚାୟତ ଲଢ଼େଇରେ କେତେ ଟଙ୍କା ଦରକାର ହୁଏ? ମତ ଦେଲେ ସରପଞ୍ଚ ଆଶାୟୀ । ଏପଟେ ସର୍ବଦଳୀୟ ବୈଠକରେ ଖର୍ଚ୍ଚ ସୀମା…

କନକ ବ୍ୟୁରୋ: ଏଥର ବ୍ୟୟବହୁଳ ହେବ କି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ? କାରଣ ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ବଢ଼ାଇବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଛି । ସରପଞ୍ଚଙ୍କ ପାଇଁ ସର୍ବାଧିକ ଖର୍ଚ୍ଚସୀମା ୮୦ ହଜାର ଥିବା ବେଳେ ଏହାକୁ ୨ ଲକ୍ଷ କରିବାକୁ ଦାବି ହୋଇଛି । ନିର୍ବାଚନରେ କେତେ…

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି । ବିରୋଧ କରିବା ପାଇଁ ବିରୋଧୀଙ୍କ ଜୋରଦାର ପ୍ରସ୍ତୁତି ।

କନକ ବ୍ୟୁରୋ: ମମିତା ମେହେର ମାମଲାରେ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସମରସଜ୍ଜା କରିଛନ୍ତି ବିରୋଧୀ । ବିଜେପି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ଦାବି କରିଥିବା ବେଳେ କଂଗ୍ରେସ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ…

ବଞ୍ଚିିବାକୁ ଆସିଥିଲେ, ହେଲେ ନିଆଁ ନେଇଗଲା ଜୀବନ । ମହାରାଷ୍ଟ୍ର ଅହମ୍ମଦନଗରରେ କୋଭିଡ ୱାର୍ଡରେ ବଡ ଧରଣର ଅଗ୍ନିକାଣ୍ଡ…

କନକ ବ୍ୟୁରୋ: ମହାରାଷ୍ଟ୍ର ଅହମ୍ମଦନଗର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଡାକ୍ତରଖାନାର କୋଭିଡ୍ ଆଇସିୟୁରେ ନିଆଁ ଲାଗିବା ଫଳରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଅନେକ ରୋଗୀଙ୍କର ଅବସ୍ଥା ଗୁରୁତର ରହିଛି । କରୋନା ଭଳି ମାରାତ୍ମକ ରୋଗରୁ ଭଲ ହେବା…

ଅଳିଆ, ଆବର୍ଜନା ଓ ପଙ୍କରେ ଭର୍ତ୍ତି ହୋଇଛି ପୋଖରୀ । ବ୍ରହ୍ମପୁର ସହରରୁ ଆସିଲା ଏପରି ଅଭିଯୋଗ

କନକ ବ୍ୟୁରୋ: ବ୍ରହ୍ମପୁର ସହର ଏକ ଏମିତି ସହର ଯେଉଁଠି, ଆଜି ବି ବଜାୟ ରହିଛି ପରମ୍ପରା, ସଂସ୍କୃତି, ଓ ଭାଇଚାରା । ସହରର ଅନ୍ୟତମ ସୌନ୍ଦର୍ଯ୍ୟ ହେଉଛି ସହରରେ ଥିବା ପୋଖରୀ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏବେ ବି ୪୦ରୁ ଅଧିକ ପୋଖରୀ ରହିଛି । କିନ୍ତୁ ଅନେକ ପୋଖରୀର ଅବସ୍ଥା କହିଲେ…

ଦୁଇ ବର୍ଷ ବନ୍ଦ ରହିବା ପରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଆଗାମୀ ବିଧାନସଭା ନିର୍ବାଚନ ନେଇ…

କନକ ବ୍ୟୁରୋ: କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବନ୍ଦ ରହିଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତାକାଲି ହେବାକୁ ଯାଉଛି । ଯେଉଁଥିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମେତ ସମସ୍ତ ରାଜ୍ୟର ପାର୍ଟି ଅଧ୍ୟକ୍ଷ ଓ ମହାସଚିବ ଭାଗ ନେବେ । ଏଥିସହିତ ଆଗାମୀ ବର୍ଷରେ ବିଭିନ୍ନ…

ମହାରାଷ୍ଟ୍ରର ଅହମଦନଗରରେ ବଡ ଧରଣର ଅଗ୍ନିକାଣ୍ଡ । କୋଭିଡ୍ ୱାର୍ଡରେ ନିଆଁ ଲାଗି ଜଳିଗଲେ ୧୦ ରୋଗୀ ।

କନକ ବ୍ୟୁରୋ: ମହାରାଷ୍ଟ୍ର ଅହମଦନଗରରେ ବଡ ଧରଣର ଅଗ୍ନିକାଣ୍ଡ । ସିଭିଲ ହସପିଟାଲର କୋଭିଡ ୱାର୍ଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ୧୦ ଜଣ କରୋନା ରୋଗୀ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି…