ଖେଳରତ୍ନ ପାଇଁ ୧୧ ଜଣ ଖେଳାଳିଙ୍କ ନାଁ ସୁପାରିସ । ଲିଷ୍ଟରେ ନୀରଜ ଚୋପ୍ରା, ମିଥାଲି ରାଜ ଏବଂ ଓଡିଆ ପୁଅ ପ୍ରମୋଦ…

କନକ ବ୍ୟୁରୋ: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ମନୋନୀତ ହେଲେ ୧୧ ଜଣ ଭାରତୀୟ ଖେଳାଳି । ବୁଧବାର ନ୍ୟାସନାଲ ସ୍ପୋଟର୍ସ ଆୱାର୍ଡ କମିଟି ଏହି ୧୧ ଜଣ ଖେଳାଳିଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ କରିଛି । ତେବେ ଦେଶର ଏହି ସବୋର୍ଚ୍ଚ ଖେଳ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ସୁନାପୁଅ ନୀରଜ…

ICC T20 Rankings : ତଳକୁ ଖସିଲେ ବିରାଟ କୋହଲି, କେ.ଏଲ. ରାହୁଲ । ଉପରକୁ ଉଠିଲେ ଏହି ପାକିସ୍ତାନୀ ଖେଳାଳି…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ପରାଜୟ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ମହଙ୍ଗା ହେବାରେ ଲାଗିଛି । ଦଳର ଖେଳାଳିମାନେ ଆଇସିସି ଟି-୨୦ ରାକିଙ୍ଗରେ ତଳକୁ ତଳକୁ ଖସିବାକୁ ଲାଗିଥିବାବେଳେ , ପାକିସ୍ତାନ ଦଳର ଖେଳାଳିମାନେ ଟି-୨୦ ରାକିଙ୍ଗର ଉପରକୁ ଉଠିବାରେ ଲାଗିଛନ୍ତି ।…

ଚୀନ୍ ସରକାରଙ୍କୁ ବିରୋଧ କରିବା ପଡିଲା ମହଙ୍ଗା । ୨୫.୫୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲା ଅଲିବାବା କମ୍ପାନୀ ।

କନକ ବ୍ୟୁରୋ: ଚୀନ ସରକାରଙ୍କ ବିରୋଧରେ କିଛି ବି ଶବ୍ଦ ସେଠାକାର ଜନସାଧାରଣ କିମ୍ବା ବ୍ୟବସାୟୀଙ୍କୁ ମହଙ୍ଗା ପଡିଥାଏ । ସରକାରଙ୍କୁ ବିରୋଧ କରିବା ଅର୍ଥ ସେଠାରେ ବିପଦକୁ ଟାଣି ଆଣିବା ସହିତ ତୁଳନା କରାଯାଏ । ଯାହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଅଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍ ମା…

ଉପ-ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ଲାଲୁ ଯାଦବ ମୋତେ ଗୁଳି ମାରିଦେଇପାରନ୍ତି । 

କନକ ବ୍ୟୁରୋ: ଲାଲୁ ଯାଦବଙ୍କୁ ଟାର୍ଗେଟ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୋମବାର ଆରଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ କହିଛନ୍ତି, ଲାଲୁ ଯାଦବ ତାଙ୍କର କିଛି ବି କରିପାରିବେନି । ହେଲେ…

ବାବର ଆଜମଙ୍କ ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ । ୧୦ ବର୍ଷ ଧରି ଯୌନଶୋଷଣ କରିଥିବା ଅଭିଯୋଗ ଆଣିଥିଲେ ପ୍ରେମିକା ।

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍ ଏବେ ସବୁ ଗଣମାଧ୍ୟମରେ ଚର୍ଚ୍ଚାର ଶୀର୍ଷବିନ୍ଦୁ ସାଜିଛନ୍ତି । ଭାରତ ବିପକ୍ଷରେ ପାକିସ୍ତାନର ବଡ ବିଜୟ ତାଙ୍କୁ ଏହି ଖାସ୍ ଉପଲବ୍ଧି ଦେଇଛି । ତେବେ କ୍ରିକେଟ୍ ବ୍ୟତୀତ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ୍…

ବିଶ୍ୱକପ୍ ସେମିଫାଇନାଲରେ କେମିତି ପହଞ୍ଚିବ ଟିମ୍ ଇଣ୍ଡିଆ? ଜାଣନ୍ତୁ, ପଏଣ୍ଟ ଟେବୁଲର ଗଣିତ..

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାଜିତ ହୋଇସାରିଛି ଟିମ୍ ଇଣ୍ଡିଆ । ଆଉ ଆଗାମୀ ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଓ ନାମିମ୍ବିଆକୁ ଭେଟିବାକୁ ଯାଉଛି । ଯାହାକି ବିଶ୍ୱକପର ସେମିଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ କରିବ । ତେବେ…