ବିକ୍ଷୋଭ ଭିତରେ ସରିଲା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ । ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇ ସଭାମଞ୍ଚରେ…

କନକ ବ୍ୟୁରୋ: ମମିତା ହତ୍ୟାକୁ ଯେଉଁ ଦିନ ମାସେ ପୁରିଛି, ଠିକ୍ ସେହି ଦିନ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ମାର୍ଟ କାର୍ଡ ଯୋଜନାରେ ଜିଲ୍ଲାକୁ ସାମିଲ କରାଇଛନ୍ତି । ବିରୋଧୀଙ୍କ ତମାମ ଧମକ, ଆନ୍ଦୋଳନର ଚେତାବନୀ, ବିକ୍ଷୋଭ ଓ ପ୍ରତିବାଦ ଭିତରେ ଆୟୋଜିତ ହୋଇଥିବା ଏହି…

ଦିନେ କମଳା ବିକୁଥିଲେ, ଆଜି ‘ପଦ୍ମଶ୍ରୀ’ ପାଇଲେ । ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୬୪ ବର୍ଷୀୟ ବୃଦ୍ଧଙ୍କୁ…

କନକ ବ୍ୟୁରୋ: କୁହାଯାଏ ଚେଷ୍ଟା କଲେ କିଛି ଅସମ୍ଭବ ନୁହେଁ । କଷ୍ଟ କଲେ ଜଣେ ମଣିଷ ନିଶ୍ଚୟ ନିଜ ଲକ୍ଷ୍ୟ ପଥରେ ପହଞ୍ଚିଯିବ । ଆଉ ଏହି କଥାକୁ ଏବେ ସତ କରି ଦେଖାଇଛନ୍ତି ଜଣେ ୬୪ ବର୍ଷୀୟ ବୃଦ୍ଧ । ସେ ନିଜେ ପାଠ ପଢିନଥିଲେ, ହେଲେ ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ମିଳିଛି…

ଅଚାନକ ବଢାଇ ଦିଆଗଲା ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷା ବ୍ୟବସ୍ଥା । ମୁମ୍ବାଇର ଟ୍ୟାକ୍ସିବାଲାଙ୍କୁ ଠିକଣା…

କନକ ବ୍ୟୁରୋ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷାକୁ ସୋମବାର ଅଚାନକ ବୃଦ୍ଧି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ କର୍ମୀମାନେ ପଇଁତରା ମାରୁଥିବାବେଳେ ଏନେଇ ଏବେ ଅଧିକ ସୂଚନା ଦେଇଛି ମୁମ୍ବାଇ ପୋଲିସ । ପୋଲିସର କହିବା ମୁତାବକ, ସୋମବାର ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଟ୍ୟାକ୍ସି…

ଟୁକୁନି ସାହୁଙ୍କ ପରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡାମାଡ । କଳାହାଣ୍ଡି କଲମପୁରରେ…

କନକ ବ୍ୟୁରୋ: ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ମନ୍ତ୍ରୀଙ୍କ ଉପରକୁ ଅଣ୍ଡମାଡ କରିଛନ୍ତି ବିଜେପି କର୍ମୀ । କଳାହାଣ୍ଡିର କଲମପୁର ଅଞ୍ଚଳରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପରକୁ ଏହି ଅଣ୍ଡାମାଡ…

ପାଣି ପାଇଁ ରାସ୍ତାରେ ମାଠିଆ ଭାଙ୍ଗିଲେ ଗ୍ରାମବାସୀ । ନିଆଳିରେ ପ୍ଲା-କାର୍ଡ ଧରି ରାଲି କଲେ ଶହଶହ ଲୋକେ

କନକ ବ୍ୟୁରୋ: ଗାଁ ପାଖରେ ଜଳ ଯୋଗାଣ ପ୍ରକଳ୍ପ ଅଛି, କିନ୍ତୁ ଗାଁ ଲୋକଙ୍କ ଶୋଷ ମେଂଟୁନି । କାରଣ ୨୦୧୪ ମସିହାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଏବେ ଅଚଳ ହୋଇ ପଡିଛି । ଏହାର ମରାମତି କରି ଗାଁକୁ ପାଣି ଯୋଗାଇ ଦେବା ଦାବିରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ହାତରେ ପ୍ଲା-କାର୍ଡ ଧରି…

ସେନାକୁ ମିଳିବ ଶକ୍ତି । ଆଇଇଡି ବିସ୍ଫୋରକ ଖୋଜିବ ଏହି ଚାଳକ ବିହୀନ ଗାଡି ।

କନକ ବ୍ୟୁରୋ: ଅନେକ ସମୟରେ ଆପଣ ଆଇଇଡି ବିସ୍ପୋରଣର କଥା ଶୁଣିଥିବେ । ଶତ୍ରୁ ପକ୍ଷର ଚାଲରେ ଫସି, ଆଇଇଡି ବିସ୍ଫୋରଣରେ ପ୍ରାଣ ହରାଇଥାନ୍ତି ଆମ ଦେଶର ଅନେକ ଯବାନ । ହେଲେ ଏବେ ଶତ୍ରୁକୁ ମାତ୍ ଦେବ ସେନା । ଆଇଇଡି ବିସ୍ଫୋରଣରେ ଆଉ ମରିବେନି ଦେଶର କୌଣସି ଯବାନ । କାହିଁକି ନା ଆଇଇଡି…