ବଡ଼ ମେଡିକାଲର ବଡ଼ ସତ: ଇଟା ପଥର ତଳେ ରୋଗୀଙ୍କ ଜୀବନ !

କନକ ବ୍ୟୁରୋ: ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । କଟକ ମେଡିକାଲରେ କେମିତି ଅଛନ୍ତି ରୋଗୀ ଆଉ କେମିତି ଅଛନ୍ତି ରୋଗୀଙ୍କ ସମ୍ପର୍କୀୟ ? ଏକଥା ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି । ଆଜ୍ଞା ହଁ କଟକରେ କାନ୍ଦୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ରୋଗୀଙ୍କୁ ଡାକ୍ତର ଦେଖାଇବାକୁ…

ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ଆଣିଲେ ଅନୁଭବଙ୍କ ନାଁରେ ଅଭିଯୋଗ । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା…

ଜ୍ୱର ସାଜିଲା ଯମ ! ବିହାରରେ ଲିଚୁ ଖାଇ ୫୪ ଶିଶୁଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ: ବିହାରରୁ ଆସିଲା ବଡ ଖବର । ବିହାର ମୁଜାଫରପୁରରେ ଜ୍ୱର ନେଉଛି ଜୀବନ । ମୁଜାଫରପୁର ସମେତ ଆଖପାଖ ଜିଲ୍ଲାରେ ମଧ୍ୟ ଜ୍ୱର କଅଁଳ ଶିଶୁଙ୍କ ଜୀବନ ନେଉଛି । ଜ୍ୱରରେ ୫୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଶ୍ରୀକୃଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ୪୬ ଶିଶୁଙ୍କ ମୃତ୍ୟୁ…

ସାକ୍ଷାତ କମାଇବ ସମଦୂରତା ? ବିକାଶ ପାଇଁ ବାକଯୁଦ୍ଧରେ ପଡି଼ବ କି ଯବନିକା…?

କନକ ବ୍ୟୁରୋ: ଶୁକ୍ରବାର ଓଡିଶା ରାଜନୀତି ପାଇଁ ଏକ ଶୁଭ ଦିନ । କାରଣ ଶୁକ୍ରବାର ସାମ୍ନାସାମ୍ନି ହେବେ ଓଡିଶା ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରା । ଦିଲ୍ଲୀରେ ଭେଟାଭେଟି ହେବେ ଦୁଇ ହେଭିୱେଟ ନବୀନ ଓ ଧର୍ମେନ୍ଦ୍ର । ନିର୍ବାଚନ ପରେ ଯଦିଓ ଏହା ଦ୍ୱିତାୟ ସାକ୍ଷାତ ହେଲେ ପରସ୍ପରଙ୍କୁ ସମୟ ଦେଇ…

ଅଭିମାନ କଲେ, ଅନୁପସ୍ଥିତ ରହିଲେ: ମନ୍ତ୍ରୀପଦ ମିଳିଲାନି ବୋଲି ମନମାରିି ବସିଲେ ଜୁଏଲ

କନକ ବ୍ୟୁରୋ: ଅଭିମାନ କଲେ ଜୁଏଲ ଓରାମ । ମନ୍ତ୍ରୀପଦ ମିଳିଲାନି ବୋଲି ମନମାରି ମୋଦିଙ୍କ ଶପଥ ଉତ୍ସବକୁ ଗଲେନି ଜୁଏଲ ଓରାମ । ମନ୍ତ୍ରୀପଦ ନମିଳିବାରୁ ଶପଥ ଉତ୍ସବରେ ସାମିଲ ହୋଇନଥିବା କଥା ଆଜି କହୁ କହୁ କହି ଦେଇଛନ୍ତି ଜୁଏଲ । ଏକ ସଭାରେ ଭାଷଣ ଦେବା ବେଳେ ନିଜ ମନର କଥା କହିଛନ୍ତି ଜୁଏଲ ।…

ତିନି ବର୍ଷ ପରେ ପୁଣି ତାଜା ହୋଇଛି ନଗଡାର ନଗ୍ନ ଚିତ୍ର: ଭୋକର ଭୂଗୋଳ ଭିତରେ ଖାଦ୍ୟ ଖୋଜୁଛି ନଗଡାର ଭାଗ୍ୟ

କନକ ବ୍ୟୁରୋ: ତିନି ବର୍ଷ ତଳେ ନିଦ ହଜାଇ ଦେଇଥିବା ନଗଡ଼ାର ନଗ୍ନଚିତ୍ର ଏବେ ତିନି ବର୍ଷ ପରେ ପୁଣି ତାଜା ହୋଇଛି । ଭୋକର ଭୂମିରେ ସରକାର ବିକାଶର ବୀଜ ବୁଣିବା ପରେ ଯଦିଓ କିଛିଟା ପରିବର୍ତ୍ତନ ଆସିଛି ହେଲେ ତଥାପି ନଗଡାବାସୀଙ୍କ ପେଟରୁ ଭୋକ ମିରିନି । ତାଙ୍ଗ ନିଦୁଆ ଆଖିରୁ ନେହୁରାର ଠାର ଜମା…