ଋୁଷ-ୟୁକ୍ରେନ ଯୁଦ୍ଧର ଭିତରେ ସବୁଠୁ ବଡ଼ ଖବର । ୟୁକ୍ରେନର ଏୟାର ଷ୍ଟ୍ରାଇକରେ ୬୩ ରୁଷୀୟ ସୈନ୍ୟ ମୃତ

କନକ ବ୍ୟୁରୋ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ମହାଯୁଦ୍ଧ ଭିତରେ ୟୁକ୍ରେନର ବଡ ଆକ୍ରମଣ । ରୁଷିଆ ଉପରେ ଏୟାର ଷ୍ଟ୍ରାଇକ କରିବାରୁ ୬୩ ଜଣ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ୧୧ ମାସରୁ ଅଧିକ ସମୟ ହେଲା ଜାରି ରହିଥିବା ଏହି ଯୁଦ୍ଧ ଭିତରେ ୟୁକ୍ରେନ ଏଥର ସବୁଠୁ ବଡ ଆକ୍ରମଣ କରିଛି ।…

ବଦଳୁଛି ଦିଲ୍ଲୀ ହିଟ୍ ଆଣ୍ଡ ରନ ମାମଲାର ମୋଡ୍ । ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟ ନୂଆ ତଥ୍ୟ

କନକ ବ୍ୟୁରୋ : ଦିଲ୍ଲୀ ହିଟ୍ ଅଣ୍ଡ ରନ୍ ମାମଲର ମେଡ ବଦଳିବାରେ ଲାଗିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଞ୍ଜଳୀ ଘଟଣା ଦିନ ଏକୁଟିଆ ନଥିଲେ । ଏବେ ଯେଉଁ ନୂଆ ଭିଡିଓ ଆସିଛି ସେହି ଭିଡିଓ ମୁତାବକ ଘଟଣାଦିନ ରାତିରେ ଅଂଜଳୀ ଏକୁଟିଆ ନଥିଲେ । ତାଙ୍କ ସହ ଜଣେ ବାନ୍ଧବୀ ମଧ୍ୟ ଥିଲେ । ଯିଏକି…

କଞ୍ଝୱାଲା ଦୁର୍ଘଟଣା ମାମଲା । ମୃତ ଅଞ୍ଜଳୀଙ୍କ ମା’ଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷର ସହାୟତା ରାଶି…

କନକ ବ୍ୟୁରୋ : ଦିଲ୍ଲୀ ସୁଲତାନପୁରୀ କଞ୍ଝୱାଲା ନିକଟରେ ନୂଆବର୍ଷ ରାତିରେ ହୋଇଥିବା ସଡକ ଦୁର୍ଘଟଣାକୁ ନେଇ ଏବେ ବି କିଛି ସ୍ପଷ୍ଟଚିତ୍ର ଆସିପାରି ନାହିଁ । ଏବେ ଏହାକୁ ଏକ ଦୁର୍ଘଟଣା ଭାବେ ପୋଲିସ ତଦନ୍ତ ଜାରି ରଖିଛି । ଏସବୁ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମୃତ…

ଜାନୁଆରୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀ କରିବେ “ପରୀକ୍ଷା ପେ ଚର୍ଚ୍ଚା”। ଛାତ୍ର, ଶିକ୍ଷକ ଓ ଅବିଭାବକଙ୍କୁ କରିବେ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୭ ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗନେବେ । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ର, ଶିକ୍ଷକ ଓ ଅବିଭାବକମାନଙ୍କୁ ସମ୍ବୋଧିତ କରିବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।…

‘ଭାରତ ପେ’ର ସିଇଓ ପଦରୁ ଇସ୍ତଫା ଦେଲେ ସୁହେଲ ସମୀର, ଜାଣନ୍ତୁ କାହାକୁ ମିଳିଲା ଏହି ପଦ ?

କନକ ବ୍ୟୁରୋ : ‘ଭାରତ ପେ’ର ସିଇଓ ସୁହେଲ ସମୀର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି, ଗତବର୍ଷ କମ୍ପାନୀର ସହ ସଂସ୍ଥାପକ ଅଶନୀର ଗ୍ରୋବରଙ୍କୁ ବାହାର କରାଯିବା ପରେ ଏହି ପଦରେ ସୁହେଲ ସମୀରଙ୍କୁ ନିଯୁକ୍ତି…

୪୫ ପୁରୁଷଙ୍କ ମଧ୍ୟରେ ଏକା ମହିଳା କୁଲି ନଂ-୩୬ । କହିଲେ, ସମ୍ମାନର ସହ ବଞ୍ଚିଛି, ଇଜ୍ଜତ ସହକାରେ ରୋଜଗାର କରୁଛି

କନକ ବ୍ୟୁରୋ : କିଏ କହେ ମୁଁ ପରିସ୍ଥିିତିରେ ପଡି ଚୋରି କରୁଛି ତ କିଏ କହେ ମୁଁ ପରିସ୍ଥିତିକୁ ସମ୍ଭାଳିନେବାକୁ ଏହି ଖରାପ ବୃତ୍ତିକୁ ଆପଣାଇ ନେଇଛି । କେହି କେହି ତ ପରିସ୍ଥିତିର ଦ୍ୱାହୀ ଦେଇ ହତ୍ୟା ଭଳି ସଂଗୀନ ଅପରାଧ କରିବାକୁ ପଛାଇ ନଥାନ୍ତି । ହେଲେ ପରିସ୍ଥିତି ଭଳି ଏକ ଶବ୍ଦ ଯେ କୁଲି…