ପୈତୃକଗ୍ରାମ ଆଂଖମଓରେ ସମ୍ପର୍ଣ୍ଣ ହେଲା ଶରଦ ଯାଦବଙ୍କ ଶେଷକୃତ୍ୟ, ପୁଅ ଓ ଝିଅଦେଲେ ମୁଖାଗ୍ନି

କନକ ବ୍ୟୁରୋ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ହୋଇଛି । ତାଙ୍କୁ ପୁଅ ଶାନ୍ତୁନ ଓ ଝିଅ ଶୁଭସନୀ ମିଳିତ ଭାବେ ପିତାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ । ଏହି କ୍ରମରେ ମଧ୍ୟପ୍ରଦେଶ ପୋଲିସ ମଧ୍ୟ ଶରଦ ଯାଦବଙ୍କୁ ଶେଷ ସମ୍ମାନ ଜଣାଇଥିଲେ…

ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇର ଚଢାଉ, ଜାଣନ୍ତୁ କଣ କହିଲେ ସିସୋଦିଆ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୁଣିଥରେ ଆକ୍ସନମୋଡକୁ ଆସିଛି ସିବିଆଇ । କିଛିଦିନର ନୀରବତା ପରେ ଆଜି ସିବିଆଇ ତରଫରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି । ଏହି କ୍ରମରେ ସିସୋଦିଆ କହିଛନ୍ତି କି, ପ୍ରଥମ ଚଢାଉ ବେଳେ ସିବିଆଇକୁ…

“ମମତାଙ୍କ ପାଖରେ ଅଛି ପ୍ରଧାନମନ୍ତ୍ରୀ ହେବାର କ୍ଷମତା”, ୨୦୨୪ ନିର୍ବାଚନରେ ବିରୋଧୀଙ୍କର ରହିବ ଗୁରୁତ୍ୱପୂର୍ଣ୍ଣ…

କନକ ବ୍ୟୁରୋ : ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ କହିଛନ୍ତି କି, ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଦଳମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ୯୦ ବର୍ଷିୟ ଏହି ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର କ୍ଷମତା ରହିଛି । ହେଲେ ତାଙ୍କ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ, ୧୦ ମିନିଟ ମଧ୍ୟରେ କାର୍ଯ୍ୟାଳୟକୁ ୨ଥର ଫୋନ କଲ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । ନାଗପୁର ସ୍ଥିତ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ଫୋନକୁ କେହି ଅଜଣା ବ୍ୟକ୍ତି ୨ଥର ଫୋନ କରି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ଏନେଇ ଗଡକରୀଙ୍କ କାର୍ଯ୍ୟାଳୟ ତରଫରୁ ନାଗପୁର ଥାନରେ ଅଭିଯୋଗ ହୋଇଛି ।…

ଜମ୍ମୁ କଶ୍ମୀର ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ରଜୌରୀ ପହଁଚି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୃହମନ୍ତ୍ରୀ

କନକ ବ୍ୟୁରୋ : ଜମ୍ମୁ କଶ୍ମୀରଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ରଜୌରୀ ପହଁଚି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୃହମନ୍ତ୍ରୀ । ବୈଠକରେ ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସେନା ଓ ପୁଲିସର ବରିଷ୍ଠ ଅଧିକାରୀ , ତଦନ୍ତକାରୀ ସଂସ୍ଥା , ର ଏବଂ ଆଇବି ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ…

ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଦେଇଥିବା ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ଅଜବ ଯୁକ୍ତି । ସେ ନୁହେଁ ମହିଳା…

କନକ ବ୍ୟୁରୋ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିବା ଅଭିଯୋଗ ଥିବା ଡାକ୍ତର ଶଙ୍କର ମିଶ୍ର କୋର୍ଟରେ ଏଭଳି କିଛି ବୟାନ ଦେଇଛନ୍ତି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ମହିଳାଙ୍କ ଉପରେ ସେ ନୁହେଁ ବଂର ମହିଳା ନିଜେ ସିଟରେ ପରିଶ୍ରା କରିଥିବା କୋର୍ଟରେ…