ଶୀତ କାରଣରୁ ଦିଲ୍ଲୀରେ ବଢୁଛି ହାର୍ଟଷ୍ଟ୍ରୋକ, ବ୍ରେନ ଷ୍ଟ୍ରୋକ ସହ ହାଇ ବ୍ଲଡପ୍ରେସର । ୧୫ଦିନ ଭିତରେ ରାଜଧାନୀ…

କନକ ବ୍ୟୁରୋ : ହାଡଭଙ୍ଗା ଶୀତ ଏବେ ଦିଲ୍ଲୀବାସୀଙ୍କ ପାଇଁ କାଳ ସାଜିଛି । ନୂଆବର୍ଷ ଆରମ୍ଭରୁ ହିଁ ଦିଲ୍ଲୀବାସୀଙ୍କ ପାଇଁ ବଡ ସମସ୍ୟା ଆଣିଛି ଥଣ୍ଡା । ଥଣ୍ଡା ଓ ଶୀତ ଯୋଗୁଁ ରାଜଧାନୀ ଦିଲ୍ଲୀରେ ରେ ବୃଦ୍ଧି ପାଉଛି ହୃଦଘାତ, ବ୍ରେନଷ୍ଟ୍ରୋକ ଓ ହାଇବ୍ଲଡପେସର ଭଳି ଅନେକ ଘାତକ ସମସ୍ୟା । ଗତ ୨୩…

ହେଟସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ । କହିଲେ, ଟିଆରପି ପ୍ରତିଯୋଗିତା ଭିତରେ ଟିଭି ଚ୍ୟାନେଲ ଓ ଆଙ୍କର…

କନକ ବ୍ୟୁରୋ : ହେଟସ୍ପି୍ଚ୍ ମାମଲାକୁ ନେଇ ଶକ୍ତ ହେଲେ ସୁପ୍ରିମକୋର୍ଟ । ଯେଉଁ ଚ୍ୟାନେଲ ହେଟସ୍ପିଚ୍ ଭଳି ଘଟଣାକୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦଇଛନ୍ତି । ହେଟସ୍ପିଚକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର…

ଆଜି ସବୁଠାରେ ମକର ସଂକ୍ରାନ୍ତିର ମାହୋଲ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପାଳନ ହେଉଛି ପର୍ବ

କନକ ବ୍ୟୁରୋ : ସବୁଠି ଆଜି ପବିତ୍ର ମକର ସଂକ୍ରାନ୍ତିର ମାହୋଲ । ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ଥିବା ସହ ବିିିଭିନ୍ନ ଉପାୟରେ ଏହାକୁ ପାଳନ କରାଯାଏ । ଓଡିଶା ,ମହାରାଷ୍ଟ୍ର କର୍ଣ୍ଣାଟକରେ ଏହାକୁ ମକର ସଂକ୍ରାନ୍ତି କୁହାଯାଉଥିବାବେଳେ ପଂଜାବ ହରିୟାଣାରେ ଲୋହରି , ତାମିଲନାଡ଼ୁରେ…

ପାହାଡିଆ ରାଜ୍ୟପାଇଁ କାଳ ସାଜିଛି ବରଫପାତ । ଦେଖାଯାଉନି ରାସ୍ତାଘାଟ, ସବୁଠି ଧଳା ଚାଦର ଆଚ୍ଛାଦିତ

କନକ ବ୍ୟୁରୋ : ଆଖି ଯୁଆଡ଼େ ବୁଲାଇବେ ସେଠି କେବଳ ବରଫ ଆଉ ବରଫ । ସତେ ଯେମିତି ପ୍ରକୃତି ଧଳା ଚାଦର ଘୋଡ଼େଇ ହୋଇଛି । ଏ ଦୃଶ୍ୟ କୈାଣସି ଫିଲ୍ମର ଆନିମେସନ ପରି ଲାଗୁଥିବ ସତ ପ୍ରକୃତରେ ଏହା ହେଉଛି ପ୍ରକୃତିର ଚିତ୍ରକାରିଗରୀ । ଏ ସୁନ୍ଦର ଦୃଶ୍ୟ କେବଳ ଗୋଟିଏ ସ୍ଥାନରେ ନୁହେଁ । ଉତରଭାରତର…

ହୃଦଘାତରେ କଂଗ୍ରେସ ସାଂସଦଙ୍କ ଦେହାନ୍ତ । ଯାତ୍ରା କରୁ କରୁ ସନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଶହ ଶହ ସମର୍ଥକ ଓ ପ୍ରଶଂସକଙ୍କ ଗହଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାରେ ଆଗକୁ ବଡୁଥାନ୍ତି । ସ୍ଥାନ ଥିଲା ପଂଜାବ ଫିଲୌରର । ଯୋଶ ଓ ଉତ୍ସାହର ସହ ପ୍ରତିଥର ପରି ଶନିବାର ମଧ୍ୟ ରାହୁଲଙ୍କ ସହ ସମର୍ଥକ ପାଦରେ ପାଦ ମିଶାଇ ଯାତ୍ରା କରୁଥାନ୍ତି । କମ…

ପାକିସ୍ତାନ ସରକାର ଓ ସେନା ବିରୋଧରେ ତେଜୁଛି ବିକ୍ଷୋଭ, ଗିଲଗିଟ୍-ବଲଟିସ୍ତାନକୁ ଭାରତ ମିଶାଇବାକୁ ଉଠିଲା ଦାବି

କନକ ବ୍ୟୁରୋ : ପାକିସ୍ତାନରେ ଆର୍ଥିକ ସଂକଟ ଭିତରେ ଗିଲଗିଟ ବଲଟିସ୍ତାନର ଲୋକ ସରକାର ଓ ଆର୍ମି ବିରୋଧରେ ଗତ ୧୫ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ଏହାରି ଭିତରେ ସେମାନେ ଦାବି କରିଛନ୍ତି ଗିଲଗିଟ ବଲଟିିସ୍ତାନକୁ ଭାରତରେ ମିଶାଇ ଦିଆଯାଉ । ଭାରତରେ ମିଶିଗଲେ ହୁଏତ ଏଭଳି…