ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ଖୁବଶୀଘ୍ର ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ପ୍ରଥମ ପର୍ଯ୍ୟାୟ ଟିକା ନେବାର ୨୮ ଦିନ…

କନକ ବ୍ୟୁରୋ : ଆଗାମୀ କିଛି ଦିନ ମଧ୍ୟରେ ଆରମ୍ଭ ହେବ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଏନେଇ ପ୍ରସ୍ତୁତି ଆରମ୍ଭ ହେଲାଣି । କେବଳ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅନୁମତିକୁ ଅପେକ୍ଷା । ବ୍ରିହନମୁମ୍ୱାଇ ମୁନିସିପାଲିଟି କରପୋରେସନ୍, ବିଏମସି…

ବିହାର ନିର୍ବାଚନ ପାଇଁ ଆରଜେଡି ଜାରିକଲା ନିର୍ବାଚନୀ ଇସ୍ତାହାର: ୧୦ ଲକ୍ଷ ଚାକିରୀ , ଚାଷୀଙ୍କୁ ଋଣ ଛାଡ ସହ କ୍ଷମତାକୁ…

କନକ ବ୍ୟୁରୋ : ବିହାର ନିର୍ବାଚନରେ ଚାଲିଛି ପ୍ରତିଶୃତି ପର୍ବ । ବିଜେପି ପରେ ଆଜି ବିହାରରେ ମୁଖ୍ୟ ବିରୋଧୀଦଳ କୁହାଯାଉଥିବା ରାଷ୍ଟ୍ରୀୟ ଜନତା ଦଳ ତା'ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରୀ କରିଛି । ‘ହମାରା ପଣ’ ନାମକ ଏହି ଘୋଷଣାପତ୍ର ରେ…

ବାଲେଶ୍ୱର ସଦରରେ ବିଜେପି ହେଭିୱେଟଙ୍କ ଜୋରଦାର ପ୍ରଚାର । ରୁପସା ଦଲଦଲି ପଡିଆରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସଭା ।…

କନକ ବ୍ୟୁରୋ : ମାରାଥନ୍ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିର୍ତ୍ତୋଲ ପରେ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମାନସ…

ଗତ ୨୪ ଘଂଟାରେ ୧୬୯୫ ପଜିଟିଭ୍ ଚିହ୍ନଟ, ୨୩୭୭ ଜଣ ସୁସ୍ଥ ଓ ୧୫ ମୃତ ,,,,,,,

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୯୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୯୮୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୭୦୯ ରହିଛି । ଅନୁଗୁଳ ୮୩, ବାଲେଶ୍ୱର ୧୨୮, ବରଗଡ ୫୪, ଭଦ୍ରକ…

ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଆୟୋଗ । କୋଭିଡ୍ କିମ୍ବା ହିଂସାରେ…

କନକ ବ୍ୟୁରୋ : କରୋନା ମହାମାରୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ କେନ୍ଦ୍ରୀର ସଶସ୍ତ୍ର ସୁରକ୍ଷାବଳ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତାହେଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ସରକାର ୩୦ ଲକ୍ଷ ଟଙ୍କାର ଅନୁକମ୍ପା…

ଭୁବନେଶ୍ୱର ପାଇଁ ଭଲ ଖବର: ଭୁବନେଶ୍ୱରରୁ ୧୮୯ ଆକ୍ରାନ୍ତ, ୨୬୭ ସୁସ୍ଥ…

କନକ ବ୍ୟୁରୋ : କ୍ରମାଗତ ଭାବେ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଭୁବନେଶ୍ୱରରୁ ୧୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଂଟରରୁ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୧୪୨ ରହିଛି ।…