ପ୍ରଥମ ଥର ପାଇଁ ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରେ ମୃତୟନ ହେଲେ ମହିଳା ସେନାଧିକାରୀ । ସିଆଚୀନ ଗ୍ଲେସିୟରରେ…

କନକ ବ୍ୟୁରୋ : ଦୁନିଆର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚିନ ଗ୍ଲେସିୟର । ବରଫରେ ଆଚ୍ଛାଦିତ ହୋଇଥିବା ପାହାଡ । ହାଡ ଭାଙ୍ଗିଦେଲା ଭଳି ଥଣ୍ଡା । ମାଇନସ ୪୨ ଡିଗ୍ରୀ ତଳେ ରହୁଥିବା ତାପମାତ୍ରା । ଏହା ଭିତରେ ଦିନ ଦିନ ଧରି ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି ଯବାନ । ଆଉ ଏବେ ପ୍ରଥମ ଥର ପାଇଁ…

ବ୍ରେକ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ଼ ଯାତ୍ରା । ମଂଚ ଉପରେ ଦେଖିବାକୁ ମିଳିଲା ଭାଇ-ଭଉଣୀଙ୍କ ସ୍ନେହଭରା ସର୍ମ୍ପକ

କନକ ବ୍ୟୁରୋ : ୯ଦିନର ବିଶ୍ରାମ ପରେ ପୁଣି ଥରେ ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା । ଦିଲ୍ଲୀରୁ ପୁଣି ଆରମ୍ଭ ହୋଇ ଯାତ୍ରା ଉତରପ୍ରଦେଶରେ ପହଁଚିଛି । ହଜାର ସଂଖ୍ୟକ ସମର୍ଥକ ଓ କର୍ମୀଙ୍କ ଗହଣରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କ ଗାନ୍ଧୀ । ମଂଚରେ ଉଭୟଙ୍କୁ ଏକାଠି…

୨୪ ଘଂଟାରେ ଦେଶରୁ ୧୩୪ଜଣ ସଂକ୍ରମିତ ଚିହ୍ନଟ । ସପଟେ ଏକ୍ସବିବି ଡଟ ୱାନ ଡଟ ଫାଇଭକୁ ନେଇ ଆଲର୍ଟ ଜାରି କଲା ଇନସାକଗ୍

କନକ ବ୍ୟୁରୋ : ଓମିକ୍ରନର ସବ୍ ଭ୍ୟାରିଆଂଟ ବିଏଫ ଡଟ ସେଭେନକୁ ସାରା ବିଶ୍ୱରେ ଏବେ ଭୟର ବାତାବରଣ ଦେଖାଦେଇଛି । ସେପଟେ ଓମିକ୍ରନର ନୂଆ ସବଭ୍ୟାରିଆଂଟ ଏକ୍ସବିବିକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଏହା ଭିତରେ ଇନସାକଗ୍ ସର୍ତକ କରାଇଛି । ଇନସାକଗ୍ ରିପୋର୍ଟ କହୁଛି ଓମିକ୍ରନର ସମସ୍ତ ଭ୍ୟାରିଆଂଟ…

ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଚୀନ ଓ ପାକିସ୍ତାନର ମୁଖା ଖୋଲିଲା ଭାରତ । ଚୀନ ଓ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲେ…

କନକ ବ୍ୟୁରୋ : ଦୁଇ ପଡୋଶୀ ଦେଶ ଉପରେ ବର୍ଷିଲେ ଭରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଉଭୟ ଚୀନ ଓ ପାକିସ୍ତାନକୁ ସମାଲୋଚନା କରିଛନ୍ତି ଜୟଶଙ୍କର । ଭାରତୀୟ ବୈଦେଶିକମନ୍ତ୍ରୀ କହିଛନ୍ତି ଯେ ଚୀନ ଚୁକ୍ତି ଭାଙ୍ଗୁଛି ଓ ଏଲଏସିର ସ୍ଥିତିକୁ ଏକ ପାଖିଆ ପରିବର୍ତନ ପାଇଁ…

ବରଫ ଝଡ ସହ ଜଳରେ ବୁଡି ରହିଛି କାର୍ଲିଫନିଆ ସହର, ଉଦ୍ଧାର ପାଇଁ ନିୟୋଜିତ ହେଲା ହେଲିକପ୍ଟର

କନକ ବ୍ୟୁରୋ : ଆମେରିକାର କାର୍ଲିଫନିଆରେ ବନ୍ୟା ବିଭିଷୀକା । ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ ସହରରେ ବଡ ବନ୍ୟା ସୃଷ୍ଟି ହୋଇଛି । ପ୍ରଥମେ ବରଫ ଝଡ ଓ ଏବେ ବନ୍ୟା ଆମେରିକାବାସୀଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ରାସ୍ତାଘାଟ, ଘରଦ୍ୱାରା ଯୁଆଡେ ଚାହିଁବ ସିଆଡେ ଖାଲି । ପୂରା ସହର ଏବେ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ଆସିଲା ଅଞ୍ଜଳୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ, ଯୌନାଙ୍ଗରେ କୌଣସି କ୍ଷତ ନଥିବା…

କନକ ବ୍ୟୁରୋ : ଦିଲ୍ଲୀ ସୁଲତାନପୁରୀ ହୋଇଥିବା ଦୁର୍ଘଟଣା ମାମଲାରେ ଆସିଲା ଅଞ୍ଜଳି ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏଥିରେ ତାଙ୍କ ଯୌନାଙ୍ଗରେ କୌଣସି କ୍ଷତ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ପୂର୍ବରୂ ପୋଲିସ…