ବିନା ଇଣ୍ଟରନେଟରେ ମୋବାଇଲରେ ଟିଭି ଦେଖିବା ଏବେ ହେବ ସମ୍ଭବ । ଜାଣନ୍ତୁ କଣ ଏହି ଡି ଟୁ ଏମ ସୁବିଧା

କନକ ବ୍ୟୁରୋ : ବିନା ଇଣ୍ଟରନେଟରେ ଏବେ ମୋବାଇଲରେ ଟିଭି ଦେଖିବା ସମ୍ଭବ ହେବ । କାରଣ ସରକାର ଡାଇରେକ୍ଟ ଟୁ ମୋବାଇଲ ସୁବିଧା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସରକାର ଏନେଇ ଯେଉଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏଥିରେ ଫ୍ରି ଟୁ ଏୟାର ଚ୍ୟାନେଲ ବିନା…

ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

କନକ ବ୍ୟୁରୋ : ଗୁଜରାଟରେ ସପ୍ତମଥର ପାଇଁ ସରକାର ଗଠନ କରି ବିଜେପି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେଇଛନ୍ତି । ଏହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି…

ପୁରୁଣା ପେନସନ ଯୋଜନାକୁ ନେଇ ଲୋକସଭାରେ ହଟ୍ଟଗୋଳ, ଜାଣନ୍ତୁ କଣ ରହିଛି ସରକାରଙ୍କ ଭବିଷ୍ୟତ ଯୋଜନା

କନକ ବ୍ୟୁରୋ : ପୁରୁଣା ପେନସନ ଯୋଜନା ଏବେ କିଛି ରାଜନୈତିକଦଳଙ୍କୁ ଭୋଟ ହାତେଇବାର ଏକ ବଡ ଅସ୍ତ୍ର ପାଲଟିଛି । ପ୍ରଥମେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଏଥିରେ ପ୍ରଲୋଭିତ କରି ନିର୍ବାଚନ ଜିତିବା ପରେ ଏହି ଯୋଜନା ଲାଗୁ କରିଥିଲେ । ଏହାପରେ ହିମାଚଳପ୍ରଦେଶରେ…

ସିନ୍ଦେ ସରକାର ଉପରେ ବିରୋଧୀଙ୍କ ଗୁରୁତର ଅଭିଯୋଗ, ନିର୍ଭୟା ଫଣ୍ଡ ଟଙ୍କାରେ କିଣାଯାଇଥିବା ଗାଡି ବ୍ୟବହାର କରୁଛନ୍ତି…

କନକ ବ୍ୟୁରୋ : ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିରୋଧୀ ଉଦ୍ଧବ ଗୋଷ୍ଠୀ କହିଛନ୍ତି କି, ସିନ୍ଦେ ସରକାର ମହାରାଷ୍ଟ୍ରରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିବା ନିର୍ଭୟା ଫଣ୍ଡରୁ ଟଙ୍କା ନେଇ ବିଧାୟକ ଓ ସାଂସଦମାନଙ୍କ ପାଇଁ…

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମିଳିଲା ଜାମିନ, ଜାଣନ୍ତୁ ଜେଲରୁ କେବେ ବାହାରିବେ

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜାମିନ ମିଳିଛି । ଏହି ଅର୍ଥ ହେରଫେର ମାମଲାରେ ସିବିଆଇ ଯାଂଚ କରୁଛି  । ଏହି ମାମଲାରେ ଅନିଲଙ୍କୁ ଜାମିନ ମିଳିଥିଲେ ବି ଏବେ ସେ ଜେଲରୁ ମୁକୁଳିପାରିବେ ନାହିଁ । ତଳକୋର୍ଟ ଜାମିନ…