ନିଜ ହାତରେ ନିଜେ ରାସ୍ତା ତିଆରି କଲେ କୁନି କୁନି ଛାତ୍ର । ଏକାଠି ହୋଇ ରାସ୍ତା ସମତୁଲ କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା…

କନକ ବ୍ୟୁରୋ : ପୁଣି ଦୋହରାଇଲେ ପିଲାବେଳର ସେହି କଥା । ତୁମ ପରି ପିଲାଟିଏ ... ଏହି ଗୀତ ମନେପକାଇ ଦିଏ ସେହି ପୁରୁଣା କଥା । ଯେଉଁଠି ରାସ୍ତା ନଥିବା ବେଳେ କୁନ କୁନି ସ୍କୁଲ ପିଲାମାନେ ଏକାଠି ହୋଇ ରାସ୍ତା କାମରେ ଲାଗିପଡିଥିଲେ । ଆଉ ସେହି ଘଟଣାର ଆଜି ପୁନରାବୃତି ହୋଇଛି । ବୌଦ୍ଧ ଜିଲ୍ଲା…

ଫଟା ଜରି ତଳେ ୫ ପିଲାଙ୍କ ଭବିଷ୍ୟତ । ବାପା ମୃତ୍ୟୁ ପରେ ଛାଡି ଚାଲିଗଲା ମାଆ, ଅହରହ ସଂଘର୍ଷ କରୁଛନ୍ତି ୫ ଭାଇ ଭଉଣୀ

କନକ ବ୍ୟୁରୋ : ବେସାହାରା ପରିବାର । ଅସହାୟ ୫ ପିଲା । ଅନଟନ ଭିତରେ ଭଙ୍ଗା ରୁଜା ଜରିଟଣା ଘରେ ବିତୁଛି ଜୀବନ । ଆଶ୍ରା ଦେବାକୁ କେହିନାହିଁ । ବାପା ଛାଡି ଚାଲିଯିବା ପରେ ପରେ ମାଆ ବି ଛାଡି ଦେଲା ହାତ    । ପର ପୁରୁଷକୁ ଆପଣାର କରି ଦାଣ୍ଡ ଦୁଆରେ ୫ ପିଲାକୁ ଛାଡି ଚାଲିଗଲା । ଅନାଥ ପାଲଟି…

ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ, ହେଲେ ଶୁଣିବାକୁ ନଥିଲା ବନ୍ଧୁ ରତନ

କନକ ବ୍ୟୁରୋ : ଲୁହରେ ଭିଜିଲା ବନ୍ଧୁତ୍ୱ ଦିବସ । ଶୁଭେଚ୍ଛା ଜଣାଇବା ପାଇଁ ଫୋନ କରିଥିଲେ ସାଙ୍ଗ । ହେଲେ ଆରପାଶ୍ୱର୍ରୁ ଆସିଲା ମୃତ୍ୟୁର ଖବର । ବାଲେଶ୍ୱର ଜିଲ୍ଲା ପସରବିନ୍ଧା ଗାଁରୁ ଆସିଛି ଏଭଳି ଖବର । ଗାଁର ୨୬ ବର୍ଷୀୟ ରତନ ବେହେରା କାମ କରିବା ପାଇଁ ତାମିଲନାଡୁର କନ୍ୟାକୁମାରୀ ଯାଇଥିଲେ…

ମୂଲ ଲାଗୁଛନ୍ତି ମେଧାବୀ ଛାତ୍ରୀ । ଅଭାବ ଅନଟନ ଯୋଗୁ ଅଧାରେ ରହିଲା ପଢା ସ୍ୱପ୍ନ ସାକାର କରିବାକୁ ପରପାଖରେ ଲାଗୁଛନ୍ତି…

କନକ ବ୍ୟୁରୋ : ଆଜ୍ଞା ଆମେ ପଢିବାକୁ ଚାହୁଁଛୁ । ଆମକୁ ସାହାଯ୍ୟ କର । ଆଗକୁ ପଢିବା ଓ ଆଗକୁ ବଢିବା ଇଚ୍ଛା ନେଇ କିଛି ସହାୟତା ମାଗିଛନ୍ତି ଦୁଇ ଝିଅ । ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ ମଧ୍ୟ ଅର୍ଥ ଅଭାବରୁ କଲେଜରେ ନାମ ଲେଖାଇ ପାରୁନାହାନ୍ତି ବାପା ମାଆ ଛେଉଣ୍ଡ ଦୁଇ…

ବନ୍ୟା କମିଛି , ବିପତ୍ତିି ବଢିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଲୋକେ, ଘାଇ ଯୋଗୁଁ ବଢୁଛି ଆତଙ୍କ

କନକ ବ୍ୟୁରୋ : ବର୍ଷା ଛାଡି ଯାଇଥିଲେ ବି ବିପତ୍ତିି ବଢିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇପଡିଛନ୍ତି ଲୋକେ । ସେହିଭଳି ରାଜୁଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧାର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡିଛି । ଲୋକେ ପାଣିଘେରରେ ଥିବା ବେଳେ ଚାଷ ଜମିରେ ଭର୍ତି ହୋଇଛି ପାଣି ।…

ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ହୋଇପାରେ ବିଧାନସଭା ନିର୍ବାଚନ । ଉପ ରାଜ୍ୟପାଳଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନକୁ ନେଇ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ମୁତାବକ ମନୋଜ ସିହ୍ନା କହିଛନ୍ତି କି ସୀମା ନିର୍ଦ୍ଧାରଣ ଓ ଭୋଟର ସୂଚୀ ପୁନଃନିରୀକ୍ଷଣ କାର୍ଯ୍ୟ ସମାପ୍ତ ହୋଇଛି । ଏହାସହ ସେ କହିଛନ୍ତି କି…