ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୧୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୧୪ ଶହ ୮୦ ଚିହ୍ନଟ, ୧୪ ମୃତ

କନକ ବ୍ୟୁରୋ : ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୪୮୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୮ ଜଣ ଓ ଲୋକଲା କେସ ୬୨୨ ରହିଛି । ଅନୁଗୁଳ ୧୪୧, ବାଲେଶ୍ୱର ୮୪, ବରଗଡ ୪୯, ଭଦ୍ରକ ୨୪, ବଲାଙ୍ଗିର ୪୪, ବୌଦ୍ଧ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।…

କନକ ବ୍ୟୁରୋ : କୋଲବ୍ଲକ ଆବଣ୍ଟନ ମାମଲାରେ ଦିଲ୍ଲୀପ ରାୟଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି । ଝାରଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ…

ବିଜେପି ସାଂସଦଙ୍କ ବିବାଦୀୟ ବୟନା, ଚୀନ ଓ ପାକିସ୍ତାନ ସହ ଯୁଦ୍ଧ ପାଇଁ ତାରିଖ ସ୍ଥିର କରିସାରିଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ ତଥା ବାଲିଆ ସଂସଦୀୟ କ୍ଷେତ୍ରରେ ସାଂସଦ ଥିବା ସ୍ୱତନ୍ତ୍ର ଦେବ ସିଂଙ୍କ ଏକ ବିବାଦିୟ ବୟାନ ଏବେ ଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିବାକୁ ଯାଉଛି । ଶ୍ରୀ ସିଂ କହିଛନ୍ତି କି କେବେ ଭାରତ ଚୀନ ଓ ପାକିସ୍ତାନ ସହ ଯୁଦ୍ଧ…

ପେନସିଲ୍ ନିର୍ମାଣରେ ନାଭିକେନ୍ଦ୍ର ପାଲଟିଛି ଏହି ଗ୍ରାମ, ଦେଶକୁ ଶିକ୍ଷତ କରିବାକୁ ନିଭାଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

କନକ ବ୍ୟୁରୋ : ଆଜି ମନ୍ କି ବାତର ୭୦ ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଯେଉଁସବୁ କଥା ଆଲୋଚନା କରିଛନ୍ତି ତାହା ମଧ୍ୟରେ ଲୋକାଲ ଫର ଭୋକାଲ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପୂଜା ଅବସରରେ ପ୍ରଧାନମନ୍ତ୍ରୀ କହିଥଲେ କି ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ପ୍ରୋତ୍ସାହନ ଦିଅନ୍ତୁ ଓ ଯଥା…

ହିନ୍ଦୁ ମହାସଭାର ନେତାଙ୍କ ବିବାଦୀୟ ବୟାନ, ରୋଜଗାରର ୨୦ ପ୍ରତିଶତ ଅର୍ଥରେ ହିନ୍ଦୁମାନେ କିଣନ୍ତୁ ଅସ୍ତ୍ର

କନକ ବ୍ୟୁରୋ : ଦେଶର ଜିଡିପି ତଳକୁ ତଳକୁ ଖସୁଛି, କରୋନା ମହାମାରୀ ବେଳେ ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଦେଶର ଜନତା ଜୀବନ ଜୀବୀକା ସହ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥଳେ ଦଶହରା ଅବସରରେ ଏକ ଅଜବ ବୟାନ ଦେଇଛନ୍ତି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଶୋକ ଶର୍ମା । ସେ କହିଛନ୍ତି…

କରୋନା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ହେଲେ ଟୀକାକୁ ନେଇ ବାଲେଶ୍ୱରରୁ ଆମେରିକା ପର୍ଯ୍ୟନ୍ତ ରାଜନୀତି ଜୋର…

କନକ ବ୍ୟୁରୋ : ବିହାରରୁ ଆମେରିକା, ଆମେରିକାରୁ ଓଡିଶାର ବାଲେଶ୍ୱର । ନିର୍ବାଚନରେ କରୋନା ଟୀକା ସାଜିଲାଣି ମୁଖ୍ୟ ମୁଦ୍ଦା । ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ୨ କେନ୍ଦ୍ରମନ୍ତ୍ରୀ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର ବେଳେ ଏହି ବିଜେପି ନେତା ମାନେ ରାଜ୍ୟ ଶାସନ କ୍ଷମତାରେ ଥିବା…