ଆସାମ ସରକାରଙ୍କ ନୂଆ ନିୟମ, ଏଣକି ରାଜ୍ୟ ସରକାରଙ୍କ ଅନୁମତି ବିନା ସରକାରୀ କର୍ମଚାରୀ କରିପାରିବେନି ୨ୟ ବିବାହ

କନକ ବ୍ୟୁରୋ : ଯଦି ପ୍ରଥମ ପତ୍ନୀ ଜୀବିତ ଥିବେ ତେବେ ଆସାମର ସରକାରଙ୍କ ଅଧିନସ୍ଥ କୌଣସି କର୍ମଚାରୀ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ୨ୟ ବିବାହ କରିପାରିବେ ନାହିଁ । ଏଭଳି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଆସାମ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ୨ୟ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପ୍ରତିଶ୍ରୁତିବର୍ଷା । ନିର୍ବାଚନୀ ଇସ୍ତାହାର ରାଜ୍ୟବାସୀଙ୍କୁ ୫…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଗେହଲଟ ସରକାରଙ୍କ ମାଷ୍ଟରଷ୍ଟ୍ରୋକ । ନିର୍ବାଚନୀ ଇସ୍ତାହାରରେ ଦେଲେ ୫ ପ୍ରତିଶ୍ରୁତି । ଏକ କୋଟି ୫୦ ଲକ୍ଷ ପରିବାରକୁ ୫ଶହ ଟଙ୍କାର ରୋଷେଇ ଗ୍ୟାସ, ଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧୦ହଜାର ଟଙ୍କା, ୨ଟଙ୍କା…

ଭାରତୀୟ ନୌସେନାର ୮ଜଣ ପୂର୍ବ ଅଧିକାରୀଙ୍କୁ କାତାରକୋର୍ଟଙ୍କ ମୃତ୍ୟୁ ଦଣ୍ଡ ଶୁଣାଣୀ ଘଟଣା । କେନ୍ଦ୍ର ସରକାରଙ୍କୁ ଦୋଷୀ…

କନକ ବ୍ୟୁରୋ : ଗୁରୁବାର ଯେବେ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ୮ ଜଣ ଭାରତୀୟ ପୂର୍ବତନ ସେନାଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କାତାରର ମିଲିଟାରୀ କୋର୍ଟ ସେତେବେଳଠୁ ଉଠୁଛି ପଡୁଛି ଦେଶ । ଏହି ଅଧିକାରୀ କିଏ? ଏମାନଙ୍କ ଦୋଷ କ’ଣ? ଏଭଳି ସଜା କାହିଁକି…

ହମାସ- ଇସ୍ରାଏଲ ଯୁଦ୍ଧର ପ୍ରଭାବ ଏବେ ଅନ୍ୟ ଦେଶରେ । ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା

କନକ ବ୍ୟୁରୋ : ଏହି ଦୃଶ୍ୟ ହିଁ ବୟାନ କରୁଛି ଯେବେ ଆମେରିକା ପ୍ରତିଶୋଧ ପରାୟଣ ହୁଏ ସେତେବେଳେ ପରିଣାମ କେତେ ଭୟଙ୍କର ହୁଏ । ଗୋଟେ ପଟେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ହଠାତ ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଗୁରୁବାର ରାତିରେ ହୋଇଥିବା…

ଚନ୍ଦ୍ର ଗ୍ରହଣ ପାଇଁ ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ । ଭୋର ୪ଟାରେ ଦ୍ୱାରଫିଟା, ଅପରାହ୍ଣ…

କନକ ବ୍ୟୁରୋ : ଆସନ୍ତାକାଲି ଶନିବାର ୨୮ରେ ଆଂଶିକ ଚନ୍ଦ୍ର ଗ୍ରହଣ । ଏଥିପାଇଁ ଆରଡି ପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଭୋର ୪ଟାରେ ଦ୍ୱାର ଫିଟାନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ଅନୁଷ୍ଠିତ ହେବ । ପରେ…

ଗଜପତି ଗୁମ୍ମାରେ ଜନପ୍ରତିନିଧି ମାଗୁଛନ୍ତି ସହାୟତା । ବର୍ଷାରେ ଘର ଭାଙ୍ଗି ଯିବା ପରେ ରୋଷେଇ ଘରେ ମୁଣ୍ଡ ଗୁଞ୍ଜିଛନ୍ତି…

କନକ ବ୍ୟୁରୋ : ବର୍ଷା ହେଲା ମୁଣ୍ଡ ଉପରେ ଥିବା ଭରସାର ଛାତଟି ଭାଙ୍ଗିଗଲା । ଲଗାଣ ବର୍ଷାରେ ଘରର ୯୦ ପ୍ରତିଶତ ଭାଙ୍ଗି ଯିବା ପରେ ରୋଷେଇ ଘରେ ରନ୍ଧାବଢା ଠାରୁ ଶୁଆବସା ସବୁ କରୁଛନ୍ତି ଜଣେ ନିର୍ବାଚିତ ଜନପ୍ରତିନିଧି । ମୁଣ୍ଡ ଗୁଂଜିବାକୁ ଘରଟିଏ ନଥିବାରୁ ସାହାଯ୍ୟ ନିମନ୍ତେ ଅଫିସରୁ ଅଫିସ…