ନା ଗଛରେ ପାଣି ଦେଇପାରିବେ, ନା କାର୍ ଧୋଇପାରିବେ… ବେଙ୍ଗାଲୁରୁରେ କଡା ନିୟମ । ନିୟମ ଭାଙ୍ଗିଲେ ୫ ହଜାର…

କନକ ବ୍ୟୁରୋ: ଭାରତର ହାଇଟେକ୍ ସିଟି କୁହାଯାଉଥିବା ବେଙ୍ଗାଲୁରୁରେ ଉକ୍ରଟ ଜଳ ସମସ୍ୟା । ଏହି ପ୍ରତିକୂଳ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏଠିକାର ପ୍ରଶାସନ ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା, ଏହି ନିର୍ଦ୍ଦେଶରେ ଖିଲାପ ହେଲେ ଦେବାକୁ ପଡିବ ୫ ହଜାର ଟଙ୍କା ଜରିମାନା ।  ଆଗକୁ ଆହୁରି ଖରା…

କ୍ୟାନ୍ସରଠାରୁ ହାରିଗଲେ ‘ହିଟଲର୍ ଦିଦି’ ଫେମ୍ ଅଭିନେତ୍ରୀ ଡଲି ସୋହି । ସର୍ଭାଇକାଲ କ୍ୟାନ୍ସରରେ ୪୮ ବର୍ଷରେ ନିଧନ ।

କନକ ବ୍ୟୁରୋ: 'କଲଶ', 'ହିଟଲର ଦିଦି', 'ଦେଓଁ କେ ଦେବ ମହାଦେବ' ଭଳି ଅନେକ ହିଟ୍ ଟିଭି ସୋ'ରେ କାମ କରିଥିବା ଅଭିନେତ୍ରୀ ଡଲି ସୋହିଙ୍କର ଆଜି ପରଲୋକ ହୋଇଛି । ସେ ଗର୍ଭାଶୟ କର୍କଟ ( ସର୍ଭାଇକାଲ କ୍ୟାନ୍ସର) ସହ ଲଢ଼େଇ କରୁଥିଲେ। ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି ।…

ଅସ୍ତରଙ୍ଗ ମଧୁପୁର ଆଖଣ୍ଡଳମଣି ମନ୍ଦିରରେ ୧୪୪ ଧାରା । ଗୋଷ୍ଠୀ ସଂଘର୍ଷକୁ ନେଇ ପୂଜା ବନ୍ଦ । ଏକ ପ୍ଲାଟୁନ ଫୋର୍ସ ମୁତୟନ…

କନକ ବ୍ୟୁରୋ: ଆଜି ପବିତ୍ର ମହରାଶିବରାତ୍ରୀ, ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପତି ହେଉଛି ଗଗନ ପବନ । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ । କିନ୍ତୁ ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ୍ । ଏହି ମନ୍ଦିରରେ ଜାରି…

ମେଣ୍ଟ ନେଇ ସନ୍ଧ୍ୟା ସୁଦ୍ଧା ହୋଇପାରେ ଚିତ୍ର ସ୍ପଷ୍ଟ । ଆସନ ବୁଝାମଣା ନେଇ ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଭେଟିବେ…

କନକ ବ୍ୟୁରୋ: ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ନେଇ ଆସିପାରେ ବଡ଼ ଖବର । ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । ଏନେଇ ଦିଲ୍ଲୀରେ ଚାଲିଛି କସରତ । ଆଜି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପାରନ୍ତି ବିଜେଡି ଶୀର୍ଷ ନେତୃତ୍ୱ । ଗତକାଲି ଦିଲ୍ଲୀ…

ଓଡ଼ିଶାରେ ଠକେଇ କରି ଛତିଶଗଡ଼ରୁ ଗିରଫ ହେଲେ ବ୍ୟାଙ୍କ ଅଧିକାରୀ । ପିପିଲି ଆଇଡିବିଆଇ ଆସିଷ୍ଟାଂଟ ମ୍ୟାନେଜର ତନ୍ମୟ…

କନକ ବ୍ୟୁରୋ: ଓଡ଼ିଶାରେ ଠକେଇ କରି ଛତିଶଗଡ଼ରୁ ଗିରଫ ହେଲେ ବ୍ୟାଙ୍କ ଅଧିକାରୀ । ପୁରୀ ପିପିଲି ଦାଣ୍ଡମକୁନ୍ଦପୁର ଆଇଡିବିଆ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଛତିଶଗଡ଼ ରାୟପୁରରୁ ତାଙ୍କୁ ଗିରଫ କରାଯାଇଛି । ପିପିଲି ବିଡିଓ ଅଫିସର…

ପୁଅକୁ ଖୋଜି ପାଇଲେ ବାପା, ମା’ । ଆକଟ କରିବାରୁ ଘର ଛାଡି ଚାଲିଯାଇଥିଲେ ନଗେଶ ।

କନକ ବ୍ୟୁରୋ: ପାଠ ପଢ଼ୁନି ବୋଲି ଘରେ ଗାଳି କଲେ , ସେଥିପାଇଁ ଘର ଛାଡ଼ି ରାଜଧାନୀ ଆସିଯାଇଥିଲେ ୧୪ ବର୍ଷର ନଗେଶ ବାରିକ । ଘର ତାଙ୍କର କେନ୍ଦୁଝର ଜିଲ୍ଲା ନାରଦପୁର ଗ୍ରାମରେ । ବହୁ ଖୋଜାଖୋଜି ପରେ ପୁଅକୁ ନପାଇବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବାପା ତରଣିସେନ ବାରିକ ଓ ମା ପିଙ୍କି ବାରିକ ।…