କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ତୁମୁଳକାଣ୍ଡ । ଅଭିଯୁକ୍ତକୁ ଗିରଫ ଦାବି ଥାନା ଘେରିଲେ ଉତ୍ତ୍ୟକ୍ତ…

କନକ ବ୍ୟୁରୋ: କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାଛ ଧରାକୁ ନେଇ ଗଣ୍ଡଗୋଳ । ମାରପିଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପଟ୍ଟାମୁଣ୍ଡାଇ ଥାନା ଘେରିଛନ୍ତି ଉତ୍ୟକ୍ତ ଲୋକେ । ସୂଚନା ମୁତାବକ, ଗତ ୬ ତାରିଖରେ ମାଛ ଧରାକୁ ନେଇ ସ୍ଥାନୀୟ ଅଠରବାଟିଆ ଗାଁର ଗୋଲେଖ ସେଠୀ…

ଏଣିକି ବଢିବ ରାଜ୍ୟରେ ତାପମାତ୍ରା । ୧୨ ତାରିଖରୁ ୪ରୁ ୬ ଡିଗ୍ରୀ ବଢିବ ତାପମାତ୍ରା, କିଛି ସ୍ଥାନରେ ୪୦ ଛୁଇଁବ ପାରଦ ।

କନକ ବ୍ୟୁରୋ: ଏଣିକି ବଢିବ ରାଜ୍ୟରେ ତାପମାତ୍ରା । ୧୨ ତାରିଖରୁ ତାତି ୪ରୁ ୬ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଖାଲି ଦିନ ନୁହେଁ ରାତି ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ନେଇ…

କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ । ଅଣ-ବୈଷୟିକ ୟୁଜି, ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି ,…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂତନ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ଶିକ୍ଷକ ଓ ସଂସ୍କୃତ ଟୋଲ ଶିକ୍ଷକଙ୍କୁ ୬ ଲକ୍ଷ ଓ ଅଣଶିକ୍ଷକଙ୍କୁ ୪ ଲକ୍ଷ ଟଙ୍କାର ଅବସରକାଳୀନ ସହାୟତା ମିଳିବ । ନୂତନ ଅନୁଦାନ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମଦ୍ରାସା ଶିକ୍ଷକଙ୍କୁ…

ମୋଦୀ ଗ୍ୟାରେଣ୍ଟିକୁ ଟକ୍କର ଦେବାକୁ ଆସିଲା କଂଗ୍ରେସର ଗ୍ୟାରେଣ୍ଟି । ୩୦ ଲକ୍ଷ ସରକାରୀ ନିଯୁକ୍ତି ନେଇ କଂଗ୍ରେସର…

କନକ ବ୍ୟୁରୋ: ବେକାରୀ ସମସ୍ୟାକୁ ନେଇ ରାଜ୍ୟ ଓ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବେକାରୀ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଯୁବ ନ୍ୟାୟ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତିି । ଗତ ୭ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ନେଇ କଂଗ୍ରେସ…

ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ । ରାଷ୍ଟ୍ରପତିଙ୍କ ନିକଟକୁ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଛନ୍ତି । ପୂର୍ବରୁ ଭାରତର ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡିଥିଲା । ଏବେ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଏବେ କେବଳ ଜଣେ…

ମେଣ୍ଟ ଚର୍ଚ୍ଚା ଭିତରେ ସସପେନ୍ସ ବଢାଇଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । କହିଲେ, ରାଜନୀତିରେ ସବୁଠୁ ଖରାପ ହେଉଛି ଗୁଜବ ଓ…

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଭିତରେ ସସପେନ୍ସ ବଢାଇଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା । ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ ବୋଲି ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ…