Daily Archives

May 29, 2024

ଚନ୍ଦନଯାତ୍ରା ଚାଲିଥିବାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ, ୨୫ରୁ ଅଧିକ ଆହତ ।

କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଅଘଟଣ । ବାଣ ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା । ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍ ହେଲା ବଡ଼ ବିସ୍ଫୋରଣ । ଏବେ ସମସ୍ତ ଆହତଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ…

ଭାରତ ସୀମାକୁ ଲାଗି ଚୀନର ୬୨୪ ଗାଁ । ସିଏସଆଇଏସ ରିପୋର୍ଟରେ ଖୁଲ୍ଲାସା ।

କନକ ବ୍ୟୁରୋ: ଭାରତ ବିରୋଧରେ ଚୀନର ମେଗା ପ୍ଲାନ । ସୀମାକୁ ଲାଗି ଏବେ ସୁଦ୍ଧା ୬୨୪ ଗାଁ ନିର୍ମାଣ କରିସାରିଲାଣି । ଏହି ଦାବି କରିଛି ସିଏସଆଇଏସ ବା ସେଂଟର ଫର ଇଂଟରନ୍ୟାନଲ ଅଫ ଷ୍ଟାଟେଜିକ ଷ୍ଟଡିଜ । ଏହି ଗାଁ ଗୁଡିକ ଠିକ ହିମାଚଳପ୍ରଦେଶକୁ ଲାଗି ଥିବା ଭାରତ -ଚୀନ ସୀମାରେ ନିର୍ମାଣ କରିଛି…

ଚହଳ ପକାଇଲା ପୁଷ୍ପା-୨ର ରୋମାଟିଣ୍ଟିକ୍ ଗୀତ । ରିଲିଜ ପରେ ଲକ୍ଷାଧିକ ଲୋକ ଦେଖି କଲେ ପ୍ରଶଂସା, ଅଗଷ୍ଟ ୧୫ରେ ଆସୁଛି…

କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା ଟୁର ନୂଆ ଗୀତ ରିଲିଜ ହୋଇଛି । ଗୀତରେ ସିନେମା ମୁଖ୍ୟ କଳାକାର ଆଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦାନାଙ୍କ ଚମକ୍ରାର ଅଭିନୟ ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଦର୍ଶକଙ୍କ ଗହଣରେ ବେଶ ଲୋକପ୍ରିୟ ସାଉଁଟିଛି ଗୀତ ଅଙ୍ଗାରୋ ରିଲିଜ ଅପେକ୍ଷାରେ…

ବିଶ୍ୱକପରେ ମିଳିଲାନି ସ୍ଥାନ, ମନ କଥା କହିଲେ ରିଙ୍କୁ ସିଂ । କ’ଣ କହିଲେ ପଢ଼ନ୍ତୁ…

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଜୁନ ୧ରୁ ଆରମ୍ଭ ହେବ ମହାସମର । ଏହା ଭିତରେ ସାମ୍ନାକୁ ଆସିଛି ରିଙ୍କୁ ସିଂଙ୍କ ବଡ ବୟାନ । କ’ଣ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିନି ସେନେଇ ମୁହଁ ଖୋଲିଛନ୍ତି ରିଙ୍କୁ । ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନ୍ୟୁୟର୍କରେ…

ସ୍ୱସ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱର୍ଣ୍ଣିମ ସଫଳତା

କନକ ବ୍ୟୁରୋ: ବାଲେଶ୍ୱର ସହର ମାକଲପୁରସ୍ଥିତ ସ୍ୱସ୍ତିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ, କଳା, ବାଣିଜ୍ୟରେ ପାସ ହାର ଶତ ପ୍ରତିଶତ ହୋଇଛି । ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ମୋଟ ୯୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟପ୍ପର…

ଭୟଙ୍କର ହେଉଛି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ । ରାଫାରେ ରାତିଅଧିଆ ଏୟାରଷ୍ଟ୍ରାଇକ୍, ୪୫ରୁ ଅଧିକ ନିହତ ।

କନକ ବ୍ୟୁରୋ: ଥମୁନି ଇସ୍ରାଏଲ-ପାଲେଷ୍ଟାଇନ କଳି । ହମାସକୁ ପାନେ ଚଖେଇବାକୁ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇତ୍ ଜାରି । ଫଳରେ ୪୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସେପଟେ ଅସ୍ତ୍ରବିରତି ପ୍ରୟାସ ବିଫଳ ପାଇଁ ଇସ୍ରାଏଲକୁ ବିଶ୍ୱ ସମୁଦାୟର ନିନ୍ଦା । ସୋସିଆଲ ମିଡିଆରେ ଭାଇରାଲ ହେଲା ଅଲ ଆଇଜ୍…